Browsing Tag

diabetics

ଇନସୁଲିନ ନେବାକୁ ପଡିବନି, ଶରୀରରେ ଆପେ ଆପେ ତିଆରି ହେବ ଇନସୁଲିନ…..!

ଦୁନିଆରେ ଡାଇବେଟିକ୍ସର ମାମଲା ୫୦କୋଟିକୁ ପାର କରିସାରିଲାଣି । ଏହି ରୋଗ ଏବେ ବେଶ ମାରାତ୍ମକ ହୋଇ ଉଭାହୋଇଛି । ଯେକେହିବି ବ୍ୟକ୍ତି ବିଶେଷଙ୍କୁ ଏହି ରୋଗ ଚିନ୍ତାରେ ପକାଉଛି । ଯଦି ସୁଗାରର ମାତ୍ରା ଶରୀରରେ ବାଲାନ୍ସ ରହୁଛି ତେବେ ତ ତ୍ରାହି ଅଛି କିନ୍ତୁ ଯଦି ସୁଗାର ଲେବଲ ଅତ୍ୟଧିକ ତେବେ ତ…

ଡାଇବେଟିସ୍‌ ରୋଗୀ ଏବେ ରସଗୋଲା ଖାଇଲେ ବି ଚିନ୍ତା ନାହିଁ, ଖାଇବା ପରେ କରନ୍ତୁ ମାତ୍ର ଏହି ଗୋଟିଏ କାମ

ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନରେ ଅଧିକାଂଶ ଲୋକ ଭୁଲ ଖାଦ୍ୟ ପାନୀୟ ଯୋଗୁ ଡାଇବେଟିସ୍‌ର ଶିକାର ହେଉଛନ୍ତି। ଥରେ ଡାଇବେଟିସ୍‌ର ଶିକାର ହେଲେ ବ୍ୟକ୍ତିଙ୍କୁ ନିଜର ସମସ୍ତ ଜୀବନ ଶୈଳୀକୁ ପରିବର୍ତ୍ତନ କରିବାକୁ ପଡ଼ିଥାଏ। ଡାଇବେଟିସ୍‌ ରୋଗୀଙ୍କ ଶରୀରର ଅଗ୍ନାଶୟ ଇନ୍‌ସୁଲିନ୍‌ ନାମକ ହରମୋନ୍‌କୁ…

ମଧୁମେହ MODY ରୋଗରେ ଆକ୍ରାନ୍ତ ହେଉଛନ୍ତି ୨୫ ବର୍ଷରୁ କମ ବୟସର ଲୋକ, ସାବଧାନ ରୁହନ୍ତୁ

ମଧୁମେହ ରୋଗୀଙ୍କ ପାଇଁ ଏହା ଖୁବ ଜରୁରୀ ହୋଇଥାଏ ଯେ ସେମାନେ ନିଜ ଲାଇଫଷ୍ଟାଇଲ ପ୍ରତି ଧ୍ୟାନ ଦେବେ। ଖାଦ୍ୟପାନୀୟ ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଏ। ବିଶେଷ କରି ଯେପରି ସେମାନଙ୍କ ବ୍ଲଡ ସୁୁଗାର ମାତ୍ରା କଣ୍ଟ୍ରୋଲରେ ରହିବ। ବ୍ୟସ୍ତ ଜୀବନଶୈଳୀରେ ଯଦି କିଏ…

ମଧୁମେହ ଜନିତ ମୃତ୍ୟୁକୁ ରୋକିବ ସାଇକେଲିଂ, ରିପୋର୍ଟରୁ ସୂଚନା

କିଛି ଲୋକ ସାଇକେଲ ଚଲାଇବା କଥା ଶୁଣିଲେ ମନରେ ଛୋଟ ଭାବ ମନେ କରନ୍ତି । କାରଣ ଏହା ତାଙ୍କ ସମ୍ମାନକୁ ହାନି ପହଞ୍ଚାଇବ ବୋଲି ସେମାନେ ଭାବନ୍ତି । କିନ୍ତୁ ଏହା ଶରୀର ପାଇଁ ଅନେକ ଫାଇଦା କରିଥାଏ । ସାଇକେଲିଂ କରିବା ସ୍ୱାସ୍ଥ୍ୟ ପାଇଁ ହିତକର ଏବଂ ଜରୁରୀ ମଧ୍ୟ । ସାଇକେଲିଂକୁ ନେଇ ଅନେକ ଏହାର…

ଡାଇବେଟିସ୍‌ ରୋଗୀଙ୍କ ପାଇଁ ଅମୃତ ସମାନ କ୍ଷୀର, ସେବନ ମାତ୍ରକେ କଣ୍ଟ୍ରୋଲରେ ରହିବ ରୋଗ

ଡାଇବେଟିସ୍‌ ବା ମଧୁମେହ ରୋଗୀଙ୍କ ପାଇଁ ସର୍କରାର ସ୍ତରକୁ ନିୟନ୍ତ୍ରଣରେ ରଖିବା ବହୁତ ବଡ ଚ୍ୟାଲେଞ୍ଚ ଠାରୁ କମ୍‌ ନୁହେଁ। ଏଥିପାଇଁ ଅଧିକାଂଶ ଲୋକ ନିଜ ଡାଏଟ ଉପରେ ପୂରା ଧ୍ୟାନ ରଖନ୍ତି ଏବଂ ସମୟ ବ୍ୟବଧାନରେ ବ୍ଲଡ ସୁଗାର ଯାଞ୍ଚ କରିଥାନ୍ତି। ଏହାସହିତ ଓ୍ଵାର୍କଆଉଟ୍‌ ମଧ୍ୟ କରନ୍ତି।…

ଡାଇବେଟିସ୍‌ ରୋଗୀ ଭୁଲ୍‌ରେ ବି କରନ୍ତୁନି ଏସବୁ ଭୁଲ, ସ୍ୱାସ୍ଥ୍ୟ ଉପରେ ପଡ଼ିପାରେ ଖରାପ ପ୍ରଭାବ

ଖରାପ ଲାଇଫ୍‌ଷ୍ଟାଇଲ୍‌ ଯୋଗୁ ଭାରତରେ ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଡାଇବେଟିସ୍‌ ବା ମଧୁମେହ ରୋଗ ହେଲେ ଶରୀରରେ ଶର୍କରାର ପରିମାଣ ବଢ଼ିଯାଏ। ଯଦି ବାରମ୍ବାର ଶରୀରରେ ଇନ୍‌ସୁଲିନ୍‌ର ମାତ୍ରା କମ୍‌ ବେଶୀ ହେଉଥାଏ ତେବେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ…

ମଧୁମେହ ଏବଂ ସୁଗାରକୁ ନିୟନ୍ତ୍ରଣ କରିବାକୁ ଚାହୁଛନ୍ତି, ପ୍ରତିଦିନ ଖାଆନ୍ତୁ ବୁଟ

ବର୍ତ୍ତମାନର ପରିବର୍ତ୍ତିତ ଜୀବନଶୈଳୀ ଅନେକ ରୋଗର କାରଣ ପାଲଟିଥାଏ। ଏହିସବୁ ରୋଗ ମଧ୍ୟରେ ମଧୁମେହ ଅନ୍ୟତମ। ଭାରତରେ ମଧୁମେହ ରୋଗରେ ୬ କୋଟି ୨୦ ଲକ୍ଷରୁ ଅଧିକ ଲୋକ ପୀଡିତ। ମଧୁମେହ ରୋଗୀ ନିଜର ସୁଗାର କଣ୍ଟ୍ରୋଲ କରିବା ନିତାନ୍ତ ଆବଶ୍ୟକ। କେବଳ ମେଡିସିନ ଖାଇବା ନୁହେଁ ବରଂ ଯୋଗ ଏବଂ…

ମଧୁମେହ ରୋଗୀଙ୍କ ପାଇଁ ଖୁସି ଖବର, ଔଷଧ ନୁହେଁ ଶ୍ରୀମଦ୍ ଭଗବତ ଗୀତା ସାହାଯ୍ୟରେ ହୋଇପାରିବେ ରୋଗମୁକ୍ତ

ମଧୁମେହ ରୋଗୀଙ୍କ ପାଇଁ ଖୁସି ଖବର । ଏଣିକି ଔଷଧ ନୁହେଁ ଭଗବତ ଗୀତା ସାହାଯ୍ୟରେ ହୋଇପାରିବେ ରୋଗମୁକ୍ତ । ଏକଥା ଆମେ ନୁହେଁ କହୁଛି ରିସର୍ଚ୍ଚ । ମଧୁମେହର ଚିକିତ୍ସା ପାଇଁ ଏହି ଆଧ୍ୟାତ୍ମିକ ଉପାୟ ବାହାର କରିଛନ୍ତି ହାଇଦ୍ରବାଦର ଓସ୍ମାନିଆ ଜେନେରାଲ୍ ହସ୍ପିଟାଲର ଡାକ୍ତରଙ୍କ ସମେତ…