Browsing Tag

dibyang

ଦିବ୍ୟାଙ୍ଗ ମାନଙ୍କ ଅଭିଯୋଗ ଶୁଣାଣୀ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହେଲା “ଦିବ୍ୟାଙ୍ଗଜନ ସମାଧାନ”

ବ୍ରହ୍ମପୁର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିବ୍ୟାଙ୍ଗ ମାନଙ୍କ ରହିଥିବା ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ପାଇଁ ସ୍ୱତନ୍ତ୍ର ଭାବେ ଏକ ଅଭିଯୋଗ ଶୁଣାଣୀ ବ୍ୟବସ୍ଥା “ଦିବ୍ୟାଙ୍ଗଜନ ସମାଧାନ”ର ଆରମ୍ଭ ହୋଇଛି । ଜିଲ୍ଲାର ସମସ୍ତ ସବ-ଡିଭିଜନ କାର୍ଯ୍ୟାଳୟ ଓ ବ୍ରହ୍ମପୁର ମହାନଗର…

ହିତାଧିକାରୀଙ୍କ ଦୁରବସ୍ଥା: ଭତ୍ତା ପାଇଁ ଦିବ୍ଯାଙ୍ଗ ସ୍ବାମୀଙ୍କୁ ହ୍ବିଇଲ୍ ଚେୟାରରେ ବସାଇ ୧୭କିମି ଚାଲି ଚାଲି ଆସିଲେ…

କେନ୍ଦୁଝର: ହିତାଧିକାରୀଙ୍କ ଦୁରବସ୍ଥା। ଯାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଦିବ୍ଯାଙ୍ଗ ଭତ୍ତା ପାଇଁ ଦୀର୍ଘ ୧୭କିଲୋମିଟର ସ୍ବାମୀଙ୍କୁ ଏକ ହ୍ବିଲ୍ ଚେୟାରରେ ବ୍ଲକ୍ କାର୍ଯ୍ୟାଳୟକୁ ଠେଲି ଠେଲି ଆଣିଛନ୍ତି ପତ୍ନୀ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର…

ଇଚ୍ଛାଶକ୍ତି ଥିଲେ ସବୁ ପ୍ରତିବନ୍ଧକ ସାମାନ୍ଯ ମାତ୍ର, ଯାହାର ଉଦାହରଣ ଏହି ଦିବ୍ଯାଙ୍ଗ ପୁଅ ବରଜ ଦାସ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ସଂଖପଦା ଗ୍ରାମର ବରଜ ଦାସ । ଜନ୍ମରୁ ଦିବ୍ଯାଙ୍ଗ। ୨ ଗୋଡ଼ ନଥିବା ସହିତ ହାତରେ ବି କୌଣସି କାମ ଠିକ୍ ଭାବରେ କରିପାରନ୍ତିନି । କିନ୍ତୁ ଭଗବାନଙ୍କ ଆଶିର୍ବାଦ ଯାହା ପାଖରେ ଥିବ ତାପାଇଁ ସବୁ ପ୍ରତିବନ୍ଧକ ସାମାନ୍ଯ ମାତ୍ର…

ମୁଣ୍ଡ ଗୁଞ୍ଜିବାକୁ ନାହିଁ ଘର ଖଣ୍ଡେ, ବହୁ ଦୁଃଖ କଷ୍ଟରେ ଦିନ କାଟୁଛନ୍ତି ଦିବ୍ୟାଙ୍ଗ ଶୁକ୍ରୁ ସୁନ୍ଦରଙ୍କ ପରିବାର

ନୂଆପଡା: ସରକାର ଗରିବ ଲୋକଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ଏସବୁ ଯୋଜନା ଭିତରେ ମୁଣ୍ଡ ଗୁଂଜିବାକୁ ପକ୍କା ଘର ଯୋଗେଇ ଦେବାକୁ ଘୋଷଣା କରିଛନ୍ତି। ଏଥିପାଇଁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ହେଲେ ବିଭାଗୀୟ ଅଧିକାରୀଙ୍କ…