Browsing Tag

died

ଫିଲ୍ମ ନିର୍ଦ୍ଦେଶକ ନିିଶିକାନ୍ତ କାମତଙ୍କ ପରଲୋକ, ଲିଭର ସିରୋସିସ୍‌ ରୋଗରେ ପୀଡିତ ଥିଲେ

୨୦୨୦ ବଲିଉଡ ପାଇଁ ଅଶୁଭ ବର୍ଷ। ଫିଲ୍ମ ନିର୍ଦ୍ଦେଶକ ନିଶିକାନ୍ତ କାମତ(୫୦)ଙ୍କ ନିଧନ ହୋଇଛି। ଗତ କିଛି ଦିନ ହେବ ଲିଭର ସିରୋସିନ ରୋଗରେ ପୀଡିତ ହୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ। ଦିନକୁ ଦିନ ତାଙ୍କ ଅବସ୍ଥା ଗମ୍ଭୀର ରହିଥିଲା। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି…

ଆଉ ନାହାନ୍ତି ପ୍ରସିଦ୍ଧ ହକି ଖେଳାଳି ବଲବୀର ସିଂହ, ଯିଏ ଭାରତକୁ ଅଲମ୍ପିକରେ ଦେଇଥିଲେ ତିନିଟି ସ୍ୱର୍ଣ୍ଣ

ଭାରତୀୟ ହକି ଟିମ୍‌କୁ ତିନିଟି ସ୍ୱର୍ଣ୍ଣ ଜିତାଇଥିବା ଜଣାଶୁଣା ଲୋକପ୍ରିୟ ହକି ଖେଳାଳି ବଲବୀର ସିଂ ସିନିୟରଙ୍କ ପରଲୋକ ଘଟିଛି। ମୋହାଲିର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ଗତ ମେ ମେ ୮…

ଜଣେ ଭଲ ଅଭିନେତାଙ୍କୁ ହରାଇଲା ବଲିଉଡ, ଚାଲିଗଲେ ଅଭିନେତା ଇରଫାନ ଖାନ

ବଲିଉଡ୍ ଅଭିନେତା ଇରଫାନ ଖାନଙ୍କ ଦେହାନ୍ତ ଆଜି ହୋଇଛି। ହଠାତ୍‌ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ମଙ୍ଗଳବାର ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା। ପେଟ ଓ ମଳାଶୟ ସଂକ୍ରମଣ ଯୋଗୁ ସେ ହଠାତ୍…

ଅମ୍ପାୟାରଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ମୃତ୍ୟୁ ବରଣ କଲେ ଖେଳାଳି, ଜାଣନ୍ତୁ ପୂରା ଘଟଣା

ଏହା ହୁଏତ ପ୍ରଥମ ଘଟଣା ନୁହେଁ ଯେ କ୍ରିକେଟ ପଡିଆରେ କୋଣସି ଏକ ଖେଳାଳିଙ୍କର ଦୁଃଖଦ ମୃତ୍ୟୁ ଘଟିଥିବା । କିନ୍ତୁ ହାଇଦରବାଦରେ ଏହି କ୍ରିକେଟରଙ୍କ ସହ ଯାହା ଘଟିଛି ତାହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ । ଖେଳାଳି ଜଣକ ପଡିଆକୁ ଆସିଲେ, ଖେଳିଲେ ଆଉ ପଡ଼ିଆରୁ ଯାଇ ହିଁ ମୃତ୍ୟୁ ବରଣ କଲେ…

ଗଂଜାମ: ଟ୍ରେନ ଧକାରେ ଶହେରୁ ଅଧିକ ଛେଳି ଓ ମେଣ୍ଢା ମୃତ, କ୍ଷତି ଭରଣା ପାଇଁ ମେଣ୍ଢାପାଳକଙ୍କ ଗୁହାରୀ

। ଗଂଜାମ (କେନ୍ୟୁଜ):ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଓଡ଼ିଆ ଆଲପୁର ପଞ୍ଚାୟତରେ  ଗୁରାପଲ୍ଲୀ ଗ୍ରାମ।  ଯାହାର ପୂର୍ବ ଦିଗରେ ଦକ୍ଷିଣ ପୂର୍ବ ରେଳପଥ ଓ ପଶ୍ଚିମ ଦିଗରେ ୧୬ ନମ୍ବର ଜାତୀୟ ରାଜପଥ  ରହିଛି । ଏହି ଗ୍ରାମରେ ବିଶେଷତଃ ଗୋଲା ସଂପ୍ରଦାୟର ଲୋକ ବସ ବାସ କରନ୍ତି ।…

ଅଶୁଭ ବୁଧବାର, ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଆଘାତରେ ଚାଲିଗଲା ୫ଜଣଙ୍କ ଜୀବନ

ବିଜୁଳି ଆଘାତରେ ରାଜ୍ୟର ବିଭିନ୍ନ ସ୍ଥାନରେ ଯାଇଛି ୫ଜଣଙ୍କ ଜୀବନ। ବଲାଙ୍ଗିର ଆଗଲପୁର ଗାଁରେ ବିଦ୍ୟୁତ୍‌ ତାରରେ ଲାଗି ଅକାଳରେ ପତିପତ୍ନୀଙ୍କ ମୃତ୍ୟୁ ଘଟିଛି। ଛାତ ଉପରେ ମହିଳା ଜଣକ ଲୁହା ତାରରେ ଲୁଗା ଶୁଖାଇବା ବେଳେ ବିଦ୍ୟୁତ ପ୍ରବାହିତ ହୋଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା…

କେବଳ ୨୭ ମିନିଟ୍ ପାଇଁ ହୋଇଥିଲା ମୃତ୍ୟୁ, ଆଖି ଖୋଲିବା ପରେ ଲେଖିଲେ ରହସ୍ୟମୟ ଶବ୍ଦ

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଏହି ଘଟଣା । ଆମେରିକାର ଜଣେ ମହିଳା ମାତ୍ର ୨୭ ମିନିଟ୍ ପାଇଁ କରିଥିଲେ ମୃତ୍ୟୁବରଣ । ଅର୍ଥାତ୍ ମୃତ୍ୟୁର ମାତ୍ର ୨୭ ମିନିଟ୍ ପରେ ଜୀବିତ ହୋଇଉଠିଥିଲେ । ଆଉ ତାପରେ ନୋଟବୁକରେ ଲେଖିଥିଲେ କିଛି ରହସ୍ୟମୟ ଶବ୍ଦ ଯାହାକୁ ପଢିଥିବା ନଥିଲା ସହଜ । ସମ୍ପୂର୍ଣ୍ଣ…