Browsing Tag

different ritual

ଏଠାରେ ମୁସଲିମଙ୍କୁ ମୁଣ୍ଡ ଗୁଞ୍ଜିବାକୁ ମିଳେନି ଛାତ, ରହିଛି ଏପରି ସରକାରୀ ନିୟମ

ବେରୁତ୍ : ଦେଶ ଭିନ୍ନ ହେବା ସହ ଭିନ୍ନ ରହିଥାଏ ସେଠାକାର ନିୟମ। ଏନେଇ ଅନେକ ଦେଶରେ ଦେଖିବାକୁ ମିଳିଥିଲେ ଅନେକ ଅଦ୍ଭୁତ ନିୟମ। ସେହିପରି ଲେବାନାନର ହଦାତ୍ ସହରରେ ମୁସଲିମ୍ ମାନଙ୍କ ପାଇଁ ରହିଛି କିଛି କଡ଼ା ନିୟମ। ଏଠାରେ ମୁସଲିମ୍ ମାନଙ୍କୁ ଘର ଭଡ଼ାନେବା ବା କିଣିବାରେ ନାହିଁ ନଥିବା…

ଏ କି ପରମ୍ପରା : ଏଠାରେ ବର ନୁହଁ ତାଙ୍କ ଭଉଣୀ କରିଥାନ୍ତି କନ୍ୟା ସହ ବିବାହ, ଘରେ ରହି ବର କରିଥାଏ ସ୍ତ୍ରୀର ଅପେକ୍ଷା

ସାରା ଦୁନିଆରେ ବିବାହକୁ ନେଇ ଭିନ୍ନ ଭିନ୍ନ ପ୍ରକାରର ରୀତିନୀତି ରହିଛି। ଏପରି ହିଁ ଭିନ୍ନ ଏକ ପରମ୍ପରା ଦେଖିବାକୁ ମିଳିଥାଏ ଗୁଜୁରାତର ଅଦିବାସୀ ସମୁଦାୟରେ। ଏହି ବିବାହରେ ବର ନୁହଁ ବରଂ ତାଙ୍କ ଭଉଣୀ କନ୍ୟା ସହ ବିବାହ କରି ନୂଆ ବୋହୂ ଘରକୁ ଆଣିଥାଏ। ଆଉ ନିଜ ନୂଆ କନ୍ୟାର ଘରେ ରହି ଅପେକ୍ଷା…

ଏଠାରେ ସଧବା ହୋଇ ମଧ୍ୟ ତିନି ମାସ ଯାଏଁ ବିଧବା ଜୀବନ କାଟନ୍ତି ମହିଳା ,ଜାଣନ୍ତୁ କାରଣ

ଭାରତୀୟ ପରମ୍ପରାରେ ସ୍ବାମୀଙ୍କ ଦୀର୍ଘାୟୁ ପାଇଁ ଅନେକ ପ୍ରକାରର ବ୍ରତ ଉପବାସ କରାଯାଇଥାଏ । ଏପରିକି ସ୍ବାମୀଙ୍କ ସୁରକ୍ଷା ଏବଂ ମଙ୍ଗଳକାମନା ପାଇଁ ଅନେକ ନୀତି ନିୟମ ମଧ୍ୟ ରହିଛି। କିନ୍ତୁ ଭାରତର ଉତ୍ତରପ୍ରଦେଶରେ ଏପରି ଏକ ଗ୍ରାମ ରହିଛି ଯେଉଁଠାରେ ସ୍ବାମୀଙ୍କ ମଙ୍ଗଳ ପାଇଁ ସଧବା ମହିଳା…

ଏମିତି ଏକ ଗାଁ, ଯେଉଁଠାରେ ହୋଲି ଦିନ ସମସ୍ତେ ମିଶି ଛାଡ଼ିଥାନ୍ତି ଖରାପ ଅଭ୍ୟାସ

ରାଜସ୍ଥାନର ନାଗୌର ଜିଲ୍ଲାରେ ଅବସ୍ଥିତ ଦୁଇଟି ଗାଁ- ଜରାୱତାବାଦ ଏବଂ ଇନାଣା। ଏଠାକାର ଯୁବପିଢି ପ୍ରତ୍ୟେକ ବର୍ଷ ହୋଲି ଦିନ ଏକ ଖରାପ ଅଭ୍ୟାସକୁ ପରିତ୍ୟାଗ କରି କିଛି ନୂଆ କରିବା ପାଇଁ ଆହ୍ବାନ କରିଥାନ୍ତି। ଚଳିତ ବର୍ଷ ମଧ୍ୟ କୌଣସି କୁ-ପ୍ରଥା ବା ଖରାପ ଅଭ୍ୟାସକୁ ଗାଁ ରୁ ବାହାର କରିବା…

ଭିନ୍ନ ପରମ୍ପରା, ଏଠାରେ ମହିଳା ବିବାହ ପୂର୍ବରୁ ସ୍ବାମୀଙ୍କ ଘରେ ବିତାଇଥାନ୍ତି ରାତି

ସାଧାରଣତଃ ବିବାହକୁ ନେଇ ଲୋକଙ୍କ ମନରେ ଅନେକ ପ୍ରକାରର ଭାବନା ଭରି ରହିଥାଏ। ଖାସ କରି ବିବାହ ପର ପ୍ରଥମ ରାତିକୁ ନେଇ ରହିଥାଏ ଉତ୍ସାହ। କିନ୍ତୁ ଭାରତୀୟ ପରମ୍ପରା ଅନୁଯାୟୀ କୌଣସି ପିତାମାତା ତାଙ୍କ ସନ୍ତାନଙ୍କ ନିକଟରେ କେବେ ମଧ୍ୟ ଏଥି ସମ୍ବନ୍ଧୀୟ କିଛି କଥା ହୋଇନଥାନ୍ତି। ଖାସ କରି…