ଦିଲଜିତ ଦୋସାଞ୍ଜଙ୍କ କନସର୍ଟରେ ଉତ୍ତେଜନା, ବିରୋଧକାରୀ ଆଣିଲେ ଗମ୍ଭୀର ଅଭିଯୋଗ
କାନାଡର ଭାନକୁଭରରେ ଆୟୋଜିତ ହୋଇଥିବା ପଞ୍ଜାବୀ ଚର୍ଚ୍ଚିତ ସିଙ୍ଗର ଏବଂ ଅଭିନେତା ଦିଲଜିତ ଦୋସାଞ୍ଜଙ୍କ "Aura 2026" କନସର୍ଟରେ ହଙ୍ଗାମା । ଖଲିସ୍ତାନ ପତାକା ଧରି ଭାରତ ବିରୋଧୀ ସ୍ଲୋଗାନ୍ ଦେଇ କନ୍ସର୍ଟରେ ପ୍ରବେଶ କରିଥିଲେ କିଛି ଲୋକ । ଯାହାକୁ ନେଇ ଇଭେଣ୍ଟରେ ଉତ୍ତେଜନା ସୃଷ୍ଟି…