ଦେଶର ରାଷ୍ଟ୍ରପତି ଭାବେ ଶପଥ ନେବାପରେ ବଦଳିଲା ଦ୍ରୌପଦୀ ମୁର୍ମୁଙ୍କ ଟ୍ବିଟର ପେଜ୍
ନୂଆଦିଲ୍ଲୀ: ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍ରେ ସେ ଆଜି ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ତେବେ ଶପଥ ଗ୍ରହଣ କରିବା ପରେ ଏବେ ବଦଳି ଯାଇଛି ଦ୍ରୌପଦୀ ମୁର୍ମୁଙ୍କ ଟ୍ବିଟର ପେଜ୍। ଯାହାକୁ ପରିଚାଳନା…