Browsing Tag

drowning death

ପୋଖରୀକୁ ପଶିଗଲା କାର୍‌: ବଞ୍ଚିଗଲେ ସ୍ୱାମୀ, ଆଖିବୁଜିଲେ ସ୍ତ୍ରୀ

ବଲାଙ୍ଗିର(କେନ୍ୟୁଜ୍): ବଞ୍ଚିଗଲେ ସ୍ୱାମୀ, ଆଖିବୁଜିଲେ ସ୍ତ୍ରୀ। ପୋଖରୀକୁ ପଶିଗଲା କାର୍‌। ସ୍ୱାମୀ ପହଁରି କୂଳକୁ ଚାଲିଆସିଥିବାବେଳେ ସ୍ତ୍ରୀ ବୁଡିଯାଇଥିଲେ। ବଲାଙ୍ଗିର ସମ୍ବଲପୁର ରାସ୍ତା ଛତାମଖନା ନିକଟ ଜାମସରଠାରେ ଘଟିଛି ଏହି ଅଭାବନୀୟ ଘଟଣା। ଗତକାଲି ରାତିରେ ଲୋଇସିଂହା ଥାନା…

ପୋଲ ଉପରେ ଚାଲି ଚାଲି ଯାଉଥିବାବେଳେ ପୁଅ ଆଗରେ ଭାସିଗଲେ ବାପା

କେନ୍ଦୁଝର(କେନ୍ୟୁଜ୍): ପୁଅ ଆଗରେ ଭାସିଗଲେ ବାପା। କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା କେନ୍ଦୁଘଟି ଗାଁର ବୈତରଣୀ ନଦୀ ଘାଟରେ ଏହି ଦୁଃଖଦ ଘଟଣା ଘଟିଛି। ଗତକାଲି ଅପରାହ୍ନରେ ଏହି ଘଟଣା ଘଟିଥିବାବେଳେ ଏ ପର୍ଯ୍ୟନ୍ତ ନିଖୋଜଙ୍କ ପତ୍ତା ମିଳିପାରିନି। ନିଖୋଜ ବ୍ୟକ୍ତି ଜଣକ ଗମ୍ଭାରୀଡିହା…

ମା’ ସହିତ ଗାଧୋଇବାକୁ ଯାଇଥିବାବେଳେ ନଦୀରେ ଭାସି ଯାଇ ଶିଶୁ ମୃତ

ନୟାଗଡ଼(କେନ୍ୟୁଜ୍): ନଦୀରେ ଭାସି ଯାଇ ଜଣେ ଶିଶୁର ମୃତ୍ୟୁ। ନୟାଗଡ଼ ଜିଲ୍ଲା ଓଡଗାଁ ଆଦର୍ଶ ଥାନା ଗୌଡ଼ପୁଟ ଗାଁରେ ଆଜି ସକାଳେ ଏହି ଅଭାବନୀୟ ଘଟଣା ଘିଟିଛି। ଆଜି ସକାଳେ ୭ଟା ସମୟରେ ଗୌଡପୁଟ ଜଗନ୍ନାଥ ସାହିର ଶାନ୍ତିଲତା ବାରିକ ତାଙ୍କ ଶିଶୁକୁ ନେଇ ଗାଧୋଇବାକୁ ଯାଇଥିଲେ। ଅସାବଧନତା ଯୋଗୁ…

ବୈପାରିଗୁଡା ବ୍ଳକ ଦଣ୍ଡାବାଡି ନିକଟ ଖମାରଗଡ ନଦୀରେ ଭାସିଯାଇ ବୃଦ୍ଧ ନିଖୋଜ

ବୈପାରିଗୁଡା(କେନ୍ୟୁଜ୍): କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକରେ ଘଟିଛି ଅଭାବନୀୟ ଘଟଣା। ନଦୀ ପାର ହେବାବେଳେ ପ୍ରଖର ସ୍ରୋତରେ ଭାସିଗଲେ ବୃଦ୍ଧ । ଗତକାଲି ସନ୍ଧ୍ୟାରେ ଘଟିଛି ଘଟଣା । ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡି ପଞ୍ଚାୟତର ବାଙ୍କୁଲିଯୋଡି ଗ୍ରାମର ବେତୃ ସାନ୍ତା (୬୦) ନିଜ…

କୁଆଖାଇରେ ବୁଡ଼ି ଯାଇଥିବା ଦ୍ୱିତୀୟ ନାବାଳକର ମୃତଦେହ ଉଦ୍ଧାର

କଟକ(କେନ୍ୟୁଜ୍): ଉଦ୍ଧାର ହେଲା କୁଆଖାଇରେ ବୁଡ଼ି ଯାଇଥିବା ନାବାଳକର ମୃତଦେହ । ବହୁ ଖୋଜାଖୋଜି ପରେ ମୃତଦେହକୁ ଆଜି ସକାଳୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ଟିମ୍‌ । ମୃତକଙ୍କ ନାଁ ଋତୁ ରଞ୍ଜନ ମାଝି । ଗତକାଲି ଗଣେଶ ପୂଜାରେ ଭୁବନେଶ୍ୱର ପଟିଆ ଅଞ୍ଚଳର ୫ ଜଣ ସାଙ୍ଗ କଟକ ପ୍ରତାପନଗରୀ ନିକଟରେ…

ସେଲ୍‌ଫି ନେବା ହେଲା କାଳ, ୧୨ ଘଣ୍ଟା ପରେ ବି କୁଆଖାଇରେ ଭାସି ନିଖୋଜ ନାବାଳକର ମିଳିନି ପତ୍ତା

ଭୁବନେଶ୍ୱର(କେନ୍ୟୁଜ୍): ସେଲ୍‌ଫି ନେବା ହେଲା କାଳ । କୁଆଖାଇରେ ଭାସି ନିଖୋଜ ନାବାଳକର ଏଯାଏ ପତ୍ତା ମିଳିନି । ୧୨ ଘଣ୍ଟା ପରେ ତାଙ୍କୁ ଉଦ୍ଧାର କରାଯାଇନି । ସର୍ଚ୍ଚ ଅପରେସନ୍‌ ଲାଗିଛନ୍ତି ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍‌ । ଗତକାଲି ଗଣେଶ ପୂଜାରେ ଭୁବନେଶ୍ୱର ପଟିଆ ଅଞ୍ଚଳର ୫ ଜଣ…

ବିତିଗଲାଣି ୧୨ ଘଣ୍ଟାରୁ ଅଧିକ ସମୟ, ଏପର୍ଯ୍ୟନ୍ତ ମିଳିନି ନିଖୋଜ ୫ ବର୍ଷ ନାବାଳକର ପତ୍ତା

ରାୟଗଡା(କେନ୍ୟୁଜ୍): ନିଖୋଜ ୫ ବର୍ଷ ନାବାଳକର ଏପର୍ଯ୍ୟନ୍ତ ମିଳିନି ପତ୍ତା। ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପଡ଼େଶୀ ଆନ୍ଧ୍ରପ୍ରଦେଶର ଏଲୁରୁ ଅଞ୍ଚଳରୁ ଆସିଥିବା କିଛି ପର୍ଯ୍ୟଟକ ରାୟଗଡ଼ା ସହର ଉପକଣ୍ଠ ନାଗାବଳୀ ନଦୀ ଝୁଲା ପୋଲ ନିକଟରେ ଗାଧୋଇବାକୁ ଯାଇଥିଲେ । ଏହି…

ନାଗାବଳୀ ନଦୀ ଝୁଲା ପୋଲ ନିକଟରେ ଅଘଟଣ, ଗାଧୋଇବା ସମୟରେ ୫ବର୍ଷର ଶିଶୁ ନିଖୋଜ, ଅନ୍ଯ ୩ ଉଦ୍ଧାର

ରାୟଗଡ଼ା (କେନ୍ୟୁଜ୍): ନଦୀରେ ଗାଧୋଉ ଥିବାବେଳେ ୫ବର୍ଷର ଶିଶୁ ନିଖୋଜ। ରାୟଗଡ଼ା ସହର ଉପକଣ୍ଠ ନାଗାବଳୀ ନଦୀ ଝୁଲା ପୋଲ ନିକଟରେ ଅଘଟଣ। ପଡ଼େଶୀ ଆନ୍ଧ୍ରପ୍ରଦେଶର ଏଲୁରୁ ଅଞ୍ଚଳରୁ ଆସିଥିବା କିଛି ପର୍ଯ୍ୟଟକ ନାଗାବଳୀ ନଦୀରେ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଜଳସ୍ରୋତରେ ୪ଜଣ ଭାସି ଯାଇଥିଲେ।…

ଗାଧୋଇବା ବେଳେ ପାଣିରେ ବୁଡି ୭୨ ବର୍ଷ ବୟସ୍କ ବୃଦ୍ଧଙ୍କ ମୃତ୍ୟୁ

ଅନୁଗୋଳ(କେନ୍ୟୁଜ) : କଣିହାଁ ବ୍ଲକ ଅନ୍ତର୍ଗତ ରେଙ୍ଗାଳି ଗାଁ ର ଧରମୁ ସାମଲ( ୭୨) ଙ୍କ ପାଣିରେ ବୁଡି ମୃତ୍ୟୁ ହୋଇଥିବା ଜଣାଯାଇଛି । ସବୁଦିନ ଭଳି ଗତକାଲି ସେ ଗାଈ ଚରାଇବାକୁ ଯାଇ ନିଖୋଜ ଥିଲେ । ଚୁରଧରା ନାଳରେ ଗାଧୋଉଥିବା ବେଳେ ବଢି ପାଣି ର ସ୍ରୋତରେ ଭାସିଯାଇଥିଲେ। ତାଙ୍କର କେହି…

ବନ୍ୟା ପାଣିରେ ଭାସିଯାଇ ନାବାଳକଙ୍କ ମୃତ୍ୟୁ, ଅନ୍ୟ ୨ ଜଣ ସୁରକ୍ଷିତ ଉଦ୍ଧାର

ଆଠଗଡ(କେନ୍ୟୁଜ୍) : ବନ୍ୟା ପାଣିରେ ଭାସିଯାଇ ନାବାଳକଙ୍କ ମୃତ୍ୟୁ । ଆଠଗଡ ବ୍ରାହ୍ମଣବସ୍ତ ଗାଁର ନାବାଳକ ପ୍ରଦ୍ୟୁମ୍ନଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଦୁଇଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକ । ଗାଁର ୩ଜଣ ସାଙ୍ଗ ମିଶି ବନ୍ୟାପାଣିରେ ଗାଧୋଉଥିଲେ । ଗାଧୋଇବା ସମୟରେ…

ଅନୁଗୁଳ ଡେରେଜାଙ୍ଗ ପ୍ରୋଜେକ୍ଟରେ ବୁଡ଼ି ଜଣେ ନିଖୋଜ

ଅନୁଗୁଳ(କେନ୍ୟୁଜ୍): ଡ୍ୟାମରେ ବୁଡ଼ି ଜଣେ ନିଖୋଜ। ଅନୁଗୁଳ ଜିଲ୍ଲା ଡେରେଜାଙ୍ଗ ପ୍ରୋଜେକ୍ଟରେ ବୁଡ଼ି ଜଣେ ନିଖୋଜ। ନିଖୋଜ ଜଣକ ନାଲକୋନଗରର ଅବସରପ୍ରାପ୍ତ ଏଚଆରଡି କର୍ମଚାରୀ ତ୍ରିନାଥ ଶଙ୍କର ହୋତାଙ୍କ ପୁତ୍ର ବିଭାଂଶୁ ହୋତା। ଗତକାଲି ନିଜର ଅନ୍ୟ ୩ ଜଣ ସାଙ୍ଗଙ୍କ ସହ ବିଭାଂଶୁ ଡେରଜେଙ୍ଗ…

ହୀରାକୁଦରେ ଡ୍ୟାମ୍‌ରୁ ନିଖୋଜ ଅଭିଷେକ କୁମାରଙ୍କ ମୃତଦେହ ଉଦ୍ଧାର, ଆଉ ଜଣଙ୍କୁ ଖୋଜୁଛି ଓଡ୍ରାଫ୍‌ ଟିମ୍‌

ସମ୍ବଲପୁର (କେନ୍ୟୁଜ୍): ହୀରାକୁଦରେ ଡ୍ୟାମ୍‌ରୁ ନିଖୋଜ ଅଭିଷେକ କୁମାରଙ୍କ ମୃତଦେହ ଉଦ୍ଧାର କଲା ଓଡ୍ରାଫ୍‌ ଟିମ୍‌। ଆଉ ଜଣେ ନିଖୋଜ ମହେଶଙ୍କୁ ଖୋଜୁଛି ଓଡ୍ରାଫ ଟିମ୍‌। ଗତକାଲି ସମ୍ବଲପୁର ହୀରାକୁଦ ଡ୍ୟାମ ନିକଟସ୍ଥ ଝାଙ୍କରଣୀ ମନ୍ଦିର କୂଳରେ ଭୋଜି କରିବାକୁ ତିନିଜଣ ଯୁବକ ଓ ଜଣେ ଯୁବତୀ…