Below header
Browsing Tag

drowning death

ବନ୍ୟା ପାଣିରେ ଭାସିଯାଇ ନାବାଳକଙ୍କ ମୃତ୍ୟୁ, ଅନ୍ୟ ୨ ଜଣ ସୁରକ୍ଷିତ ଉଦ୍ଧାର

ଆଠଗଡ(କେନ୍ୟୁଜ୍) : ବନ୍ୟା ପାଣିରେ ଭାସିଯାଇ ନାବାଳକଙ୍କ ମୃତ୍ୟୁ । ଆଠଗଡ ବ୍ରାହ୍ମଣବସ୍ତ ଗାଁର ନାବାଳକ ପ୍ରଦ୍ୟୁମ୍ନଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଦୁଇଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକ । ଗାଁର ୩ଜଣ ସାଙ୍ଗ ମିଶି ବନ୍ୟାପାଣିରେ ଗାଧୋଉଥିଲେ । ଗାଧୋଇବା ସମୟରେ…

ଅନୁଗୁଳ ଡେରେଜାଙ୍ଗ ପ୍ରୋଜେକ୍ଟରେ ବୁଡ଼ି ଜଣେ ନିଖୋଜ

ଅନୁଗୁଳ(କେନ୍ୟୁଜ୍): ଡ୍ୟାମରେ ବୁଡ଼ି ଜଣେ ନିଖୋଜ। ଅନୁଗୁଳ ଜିଲ୍ଲା ଡେରେଜାଙ୍ଗ ପ୍ରୋଜେକ୍ଟରେ ବୁଡ଼ି ଜଣେ ନିଖୋଜ। ନିଖୋଜ ଜଣକ ନାଲକୋନଗରର ଅବସରପ୍ରାପ୍ତ ଏଚଆରଡି କର୍ମଚାରୀ ତ୍ରିନାଥ ଶଙ୍କର ହୋତାଙ୍କ ପୁତ୍ର ବିଭାଂଶୁ ହୋତା। ଗତକାଲି ନିଜର ଅନ୍ୟ ୩ ଜଣ ସାଙ୍ଗଙ୍କ ସହ ବିଭାଂଶୁ ଡେରଜେଙ୍ଗ…

ହୀରାକୁଦରେ ଡ୍ୟାମ୍‌ରୁ ନିଖୋଜ ଅଭିଷେକ କୁମାରଙ୍କ ମୃତଦେହ ଉଦ୍ଧାର, ଆଉ ଜଣଙ୍କୁ ଖୋଜୁଛି ଓଡ୍ରାଫ୍‌ ଟିମ୍‌

ସମ୍ବଲପୁର (କେନ୍ୟୁଜ୍): ହୀରାକୁଦରେ ଡ୍ୟାମ୍‌ରୁ ନିଖୋଜ ଅଭିଷେକ କୁମାରଙ୍କ ମୃତଦେହ ଉଦ୍ଧାର କଲା ଓଡ୍ରାଫ୍‌ ଟିମ୍‌। ଆଉ ଜଣେ ନିଖୋଜ ମହେଶଙ୍କୁ ଖୋଜୁଛି ଓଡ୍ରାଫ ଟିମ୍‌। ଗତକାଲି ସମ୍ବଲପୁର ହୀରାକୁଦ ଡ୍ୟାମ ନିକଟସ୍ଥ ଝାଙ୍କରଣୀ ମନ୍ଦିର କୂଳରେ ଭୋଜି କରିବାକୁ ତିନିଜଣ ଯୁବକ ଓ ଜଣେ ଯୁବତୀ…

ଭୋଜି କରିବାକୁ ଯାଇ ଭାସିଗଲେ ତିନି ଯୁବକ, ଜଣେ ଜୀବିତ ଉଦ୍ଧାର ହୋଇଥିବା ବେଳେ ଦୁଇ ଜଣ ନିଖୋଜ

କେନ୍ୟୁଜ୍(ବ୍ୟୁରୋ): ଭୋଜି କରିବାକୁ ଯାଇ ଭାସିଗଲେ । ଜଣେ ଜୀବିତ ଉଦ୍ଧାର ହୋଇଥିବା ବେଳେ ଦୁଇ ଜଣ ନିଖୋଜ । ସମ୍ବଲପୁର ହୀରାକୁଦ ଡ୍ୟାମ ନିକଟସ୍ଥ ଝାଙ୍କରଣୀ ମନ୍ଦିର କୂଳରେ ଭୋଜି କରିବାକୁ ତିନିଜଣ ଯୁବକ ଓ ଜଣେ ଯୁବତୀ ଯାଇଥିଲେ । ଗାଧୋଉଥିବା ସମୟରେ ତିନି ଜଣ ଯୁବକ ନଦୀରେ ଭାସିଯାଇଥିଲେ ।…

ଘର ଛପର ପରେ ପୋଖରୀକୁ ଗାଧୋଇବାକୁ ଯାଇ ବୁଡିଗଲେ ଯୁବକ, ମୃତ ଅବସ୍ଥାରେ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ମୋହନା(କେନ୍ୟୁଜ୍): ଗଜପତି ଜିଲ୍ଲା ମୋହନା ଥାନା କାମ୍ପଗୁଡା ଗାଁ ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଲେ ପଥରଗଡ ଗାଁର ଲାବଣ୍ୟ କାର୍ଜୀ(୪୫) । ଗୁରୁବାର ଲାବଣ୍ୟ କାମ୍ପଗୁଡା ଗାଁର ଜଣେ ବ୍ୟକ୍ତିଙ୍କ ଘର ଛପର କରିବାକୁ ଯାଇଥିଲେ। ଘର ଛପର ପରେ ସନ୍ଧ୍ୟାରେ ପୋଖରୀକୁ…

ଖେଳୁଥିବା ସମୟରେ ପୋଖରୀ ଭିତରକୁ ଖସି ପଡ଼ିଲା ୮ ମାସର ଶିଶୁକନ୍ୟା ମୃତ

ଭଦ୍ରକ(କେନ୍ୟୁଜ୍): ପୋଖରୀରେ ପଡି ୮ ମାସର ଶିଶୁ କନ୍ୟା ମୃତ। ମୃତ ଶିଶୁ କନ୍ୟା ଜଣକ ଭଦ୍ରକ ସହର ଉପକଣ୍ଠ ଉପର ବାଗୁରାଇ ଅଞ୍ଚଳର ହୋଇଥିବା ସୂଚନା। ଭଦ୍ରକ ଉପର ବାଗୁରାଇ ସ୍ଥିତ ଫିସରୀ ବନ୍ଧ ଉପରେ ଶିଶୁଟି ଆଜି ସକାଳେ ଖେଳୁଥିବା ସମୟରେ ପୋଖରୀ ଭିତରକୁ ଖସି ପଡ଼ିଥିଲେ। ସ୍ଥାନୀୟ ଲୋକ…

ବଳଦ ଗଧୋଇବା ହେଲା କାଳ, ପୋଖରୀରେ ବୁଡ଼ି ଜେଜେବାପା ଓ ନାତୀ ମୃତ 

ନବରଙ୍ଗପୁର(କେନ୍ୟୁଜ୍):  ପୋଖରୀରେ ବୁଡ଼ି ଜେଜେ ବାପା ଓ ନାତୀ ମୃତ।  ଘଟଣାଘଟିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ପଞ୍ଚାୟତର କାନାଗୁଡା ଗ୍ରାମରେ। କାନାଗୁଡା ଗ୍ରାମର ଜେଜେବାପା ଲବ ହରିଜନ (୬୪) ଓ ତାଙ୍କର ୯  ବର୍ଷୀୟା ନାତୀ ୟାସ ହରିଜନ ଚାଷ ଜମିକୁ ଯାଇଥିଲେ।  ଅପରାହ୍ନରେ ଚାଷ…

ପୋଖରୀରେ ପଡି ୫ବର୍ଷର ଶିଶୁ କନ୍ୟା ମୃତ

ଚାନ୍ଦବାଲି(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମାଧପୁର ପଂଚାୟତର ଅଣଖାସାହି ଗାଁରେ ଅଘଟଣ। ଜଣେ ୫ବର୍ଷର ଶିଶୁ କନ୍ୟା ପୋଖରୀରେ ପଡି ମୃତ୍ୟୁବରଣ କରିଥିବା ନେଇ ଖବର ମିଳିଛି । ଅଣଖାସାହି ଗାଁର ରାଜୁ ଗାସର ୫ବର୍ଷର ଝିଅ ଅଙ୍ଗନବାଡିରୁ ଘରକୁ ଆସି ଖେଳୁଥିଲା । ଖେଳୁ ଖେଳୁ ଘର ପଛ…

ପୋଖରୀ ଭିତରୁ ରାଜମିସ୍ତ୍ରୀଙ୍କ ମୃତଦେହ ଉଦ୍ଧାର

ଭଞ୍ଜନଗର(କେନ୍ୟୁଜ୍): ପୋଖରୀ ଭିତରୁ, ରାଜମିସ୍ତ୍ରୀଙ୍କ ମୃତଦେହ ଉଦ୍ଧାର । ଗଞ୍ଜାମ ଜିଲ୍ଲା ତାରିସିଙ୍ଗି ଥାନା ଅନ୍ତର୍ଗତ ଦୋମୁହାଁଣି ଗାଁ ପୋଖରୀରେ ଘଟିଛି ଏଭଳି ଘଟଣା । ମୃତକ ଜଣକ ଦୋମୁହାଁଣି ଗ୍ରାମର ବାବୁଲା ବେହେରା । ପୋଖରୀକୁ ଗାଧୋଇବାକୁ ଯାଇ ଅସାବଧାନତା ବଶତଃ ଗୋଡ଼ ଖସିଯିବାରୁ…

ବୌଦ୍ଧ: ଗାଧୋଇବା ବେଳେ ହଠତ ନଦୀରେ ମାଡି ଆସିଲା ପାଣି, ନିଖୋଜ ହୋଇଥିବା ମହିଳା ହେଲେ ଉଦ୍ଧାର

ବୌଦ୍ଧ(କେନ୍ୟୁଜ୍):ବୌଦ୍ଧ ଗିରାସୀଙ୍ଗା ସାଲୁଙ୍ଖି ନଦୀ ରେ ଗାଧୋଇବାକୁ ଯାଇ ନିଖୋଜ ମହିଳା ଉଦ୍ଧାର । ଅଗ୍ନିଶମ ବିଭାଗ ଓ ଓଡ୍ରାଫ ମିଳିତ ଉଦ୍ୟମରେ ଦୁଇ ଘଣ୍ଟାର ଅପରେସନ ପରେ ଅଚେତ୍ ଅବସ୍ଥାରେ ଉଦ୍ଧାର ହେଲେ ମହିଳା । ଉଦ୍ଧାର ପରେ ମହିଳାଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

ଖୋର୍ଦ୍ଧା: ଟାଙ୍ଗୀ ଅଞ୍ଚଳରେ ଅଘଟଣ, ବଢି ପାଣିରେ ଭାସି ଜଣେ ନାବଳକ ମୃତ ଓ ଜଣେ ନିଖୋଜ

ଟାଙ୍ଗୀ(କେନ୍ୟୁଜ୍): ନଇକୁ ଗାଧୋଇ ଯିବା ହେଲା କାଳ । ବଢି ପାଣିରେ ଭାସିଗଲେ ୨ ନାବାଳକ । ଜଣେ ମୃତ ଓ ଜଣେ ନିଖୋଜ । ଘଟଣା ଘଟିଛି ଖୋରଧା ଜିଲ୍ଲା ଚିଲିକା ବ୍ଲକ୍ ଛକଡି ପୁର ଗ୍ରାମରେ । ୪ ଜଣ ସାଙ୍ଗ ଭରତ ଦାସ ବନ୍ଧକୁ ଗାଧୋଇବାକୁ ଯାଇଥିବା ବେଳେ ଘଟିଥିଲା ଅଘଟଣ । ମୃତ ନାବାଳକର ନାମ ବିଜୁ…

ବଢି ପାଣିରେ ଭାସିଗଲେ ୨ ନାବାଳକ: ଜଣେ ମୃତ ଓ ଜଣେ ନିଖୋଜ

ଟାଙ୍ଗି(କେନ୍ୟୁଜ): ନଇଁକୁ ଗାଧୋଇ ଯିବା ହେଲା କାଳ । ବଢି ପାଣିରେ ଭାସିଗଲେ ୨ ନାବାଳକ । ଜଣେ ମୃତ ଓ ଜଣେ ନିଖୋଜ । ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଛକଡି ପୁର ଗ୍ରାମରେ । ୪ ଜଣ ସାଙ୍ଗ ଭରତ ଦାସ ବନ୍ଧକୁ ଗାଧୋଇବାକୁ ଯାଇଥିବା ବେଳେ ଘଟିଥିଲା ଏହି ଅଘଟଣ । ମୃତ ନାବାଳକର ନାମ…