ମଦ୍ୟପାନ କରି ଗାଡି ଚଳାଇବା ଯୁବକ ପାଇଁ ହେଲା କାଳ, ଉଡିଗଲା ପ୍ରାଣବାୟୁ
ବାଲିଗୁଡା : ମଣିଷ ଜୀବନ କଣ ଏତେ ଶସ୍ତା? ଏମିତି ବାଟରେ ଘାଟରେ ପଡି ଚାଲିଯିବ । ପ୍ରତିଦିନ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢି ବଢି ଚାଲିଛି । କେଉଁଠି ମାଆ କୋଳରୁ ପୁଅ ଚାଲିଯାଉଛି ତ କେଉଁଠି ସ୍ତ୍ରୀ ମୁଣ୍ଡର ସିନ୍ଦୁର ଲିଭିଯାଉଛି, ଆଉ କେଉଁଠି ସାରା ଜୀବନ ପାଇଁ ବାପ ଛେଉଣ୍ଡ…