Browsing Tag

dutee chand

ପ୍ରଥମ ଥର ପାଇଁ ପ୍ରେମିକାଙ୍କ ସହ ସର୍ବ ସମ୍ମୁଖକୁ ଆସୁଛନ୍ତି ଧାବିକା ଦୂତି ଚାନ୍ଦ, ‘କାଦମ୍ବିନୀ’ ସହ ସେୟାର କଲେ ନିଜ…

ନିଜ ସାଥୀଙ୍କୁ ନେଇ ପ୍ରଥମ ଥର ପାଇଁ ସାମ୍ନାକୁ ଆସୁଛନ୍ତି ଧାବିକା ଦୂତି ଚାନ୍ଦ। ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ନିଜ ଜୀବନ ସାଥୀ ମୋନାଲିସାଙ୍କୁ ସେ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି। ପାରିବାରିକ ପତ୍ରିକା ‘କାଦମ୍ବିନୀ’ରେ ନିଜ ପ୍ରେମ କାହାଣୀକୁ ନେଇ ମୁହଁ ଖୋଲିଛନ୍ତି ଦୂତି। ନିଜ…

ଦିିନିକିଆ ରିମାଣ୍ଡରେ ୱେବ ପୋର୍ଟାଲ ସମ୍ପାଦକ ସୁଧାଂଶୁ ରାଉତ ଓ ପ୍ରତିନିଧି, ଚାଲିଛି ଘନ ଘନ ଜେରା

ଭୁବନେଶ୍ବର(କେନ୍ଯୁଜ୍): ଦିିନିକିଆ ରିମାଣ୍ଡରେ ୱେବ ପୋର୍ଟାଲ ସମ୍ପାଦକ ସୁଧାଂଶୁ ରାଉତ ଓ ପ୍ରତିନିଧି। ଅଲିମ୍ପିଆନ ଦୂତୀଙ୍କୁ ମାନସିକ ଉତ୍ପୀଡ଼ନ ଅଭିଯୋଗରେ ଗିରଫ ୱେବ ପୋର୍ଟାଲ ସମ୍ପାଦକ ସୁଧାଂଶୁ ରାଉତ ଓ ରିପୋର୍ଟର ସ୍ମ୍ରୁତିଞ୍ଜନ ବେହେରାଙ୍କୁ ଦିନିକିଆ ରିମାଣ୍ଡରେ ଆଣିଛି ମହିଳା ଥାନା…

ଗାଁକୁ ଫେରିଲେ ଦୂତୀ…ପାଳନ କଲେ ଖୁଦୁରୁକୁଣୀ ଓଷା, ସୋସିଆଲ ମିଡିଆରେ ସେୟାର କଲେ ଫଟୋ

ଯାଜପୁର(କେନ୍ଯୁଜ୍) : ଏତେ ବାଦ ବିଦାଦ ଭିତରେ ସବୁ କିଛିକୁ ଭୁଲି, ଗାଁକୁ ଫେରିଲେ ଦୌଡରାଣୀ ଦୂତୀ ଚାନ୍ଦ । ନିଜ ଗାଁରେ ଖୁଦୁରୁକୁଣୀ ଓଷା ପାଳିଲେ ଦୂତୀ । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ସ୍ଥିତ ଚକଗୋପାଳପୁରକୁ ଯାଇ ଗାଁ ଯୁବତୀଙ୍କ ସହ ଦୂତୀ କରିଛନ୍ତି ଖୁଦୁରୁକୁଣୀ ଓଷା । ରବିବାର…

ୱେବ୍ ପୋର୍ଟାଲ ସମ୍ପାଦକ ସୁଧାଂଶୁ ରାଉତଙ୍କୁ ଗିରଫ କଲା ପୋଲିସ, ଦୂତୀ କରିଥିଲେ ଅଭିଯୋଗ

ଭୁବନେଶ୍ୱର (କେନ୍ୟୁଜ): ଅଲିମ୍ପିଆନ ଦୂତୀ ଚାନ୍ଦଙ୍କ ଅଭିଯୋଗ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ । ଗିରଫ ହେଲେ ଫୋକସ୍‌ ପ୍ଲସ ୱେବ୍ ପୋର୍ଟାଲ ସମ୍ପାଦକ ସୁଧାଂଶୁ ରାଉତ । ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ । ଘଟଣାରେ ରିପୋର୍ଟର ସ୍ମୃତି ରଞ୍ଜନ ବେହେରାଙ୍କୁ ଅଟକ…

ଦୂତୀଙ୍କ ମାମଲାରେ କାର୍ଯ୍ୟାନୁଷ୍ଠାନ: ୱେବ ପୋର୍ଟାଲ ଏଡିଟରଙ୍କ ସହିତ ସହଯୋଗୀ ସ୍ମୃତି ରଞ୍ଜନ ଅଟକ

ଭୁବନେଶ୍ବର(କେନ୍ଯୁଜ୍): ଅଲିମ୍ପିଆନ ଦୂତୀ ଚାନ୍ଦଙ୍କ ଅଭିଯୋଗ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ। ଅଟକ ଅଛନ୍ତି ୱେବ୍‌ ପୋର୍ଟାଲର ସମ୍ପାଦକ ସୁଧାଂଶୁ ଶେଖର ରାଉତ। ତାଙ୍କୁ ମହିଳା ଥାନାରେ ପଚରାଉଚରା ପରେ ଅଟକ ରଖାଯାଇଛି। କାର୍ଯ୍ୟନୁଷ୍ଠାନ ପରେ ସନ୍ତୋଷ ପ୍ରକାଶ କରିଛନ୍ତି ଦୂତୀ। କହିଛନ୍ତି,…

ଦୂତୀଙ୍କ ବିରୋଧରେ ମାନହାନି କଲା ଭଳି ଖବର ପ୍ରଚାର ପ୍ରସାର କରନାହିଁ : ଭୁବନେଶ୍ୱର କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ…

କେନ୍ୟୁଜ୍(ବ୍ୟୁରୋ):  ଧାବିକା ଦୂତୀ ଚାନ୍ଦଙ୍କ ମାନହାନି ମାମଲାରେ ଭୁବନେଶ୍ୱର କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ। ଦୂତୀଙ୍କ ବିରୋଧରେ କୌଣସି ଅପମାନସୂଚକ କିମ୍ବା ମାନହାନି କଲାଭଳି ଖବର ପ୍ରଚାର ପ୍ରସାର ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫୋକସ ପ୍ଲସ ୱେବ ପୋର୍ଟାଲ ଓ ଏହାର ସମ୍ପାଦକ…

ଏଫଆଇଆର ଯାହାର ନାଁ ଅଛି ସମସ୍ତଙ୍କୁ ଗିରଫ କରାଗଲେ ମୋତେ ନ୍ୟାୟ ମିଳିବ: ଦୂତୀ

କେନ୍ୟୁଜ୍(ବ୍ୟୁରୋ):ଛଳଛଳ ଆଖିରେ ନ୍ୟାୟ ମାଗିଥିଲେ ଦୂତୀ। ମହିଳା ଥାନାରେ କରିଥିଲେ ଅଭିଯୋଗ। ଏହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ । ୱେବ ପୋର୍ଟାଲ ସଂପାଦକ ସୁଧାଂଶୁ ଶେଖର ରାଉତ ଭୁବନେଶ୍ୱର ମହିଳା ଥାନାରେ କରାଗଲା ପଚରାଉଚରା। ଏହାପରେ ସୁଧାଂଶୁକୁ ଗିରଫ କରାଯାଇଛି। ସଂପୃକ୍ତ ୱେବପୋର୍ଟାଲ…

ଟୋକିଓ ଅଲିମ୍ପିକ୍ସ: ୧୦୦ ମିଟର ପ୍ରିଲିମିନାରୀ ରେସ୍‌ରେ ବିଫଳ ହେଲେ ଦୂତୀ ଚାନ୍ଦ

ଭୁବନେଶ୍ବର(କେନ୍ଯୁଜ୍): ୧୦୦ ମିଟର ପ୍ରିଲିମିନାରୀ ରେସ୍‌ରେ ନିରାଶ କଲେ ଦୌଡ଼ରାଣୀ ଦୂତୀ ଚାନ୍ଦ। ୧୧.୫୪ ସେକେଣ୍ଡ ନେଇ ରହିଲେ ସପ୍ତମ ସ୍ଥାନରେ । ୨୦୧୬ ରିଓ ଅଲିମ୍ପିକ ପରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ୨୦୨୦ ଟୋକିଓ ଅଲିମ୍ପିକସରେ ପ୍ରତିନିଧିତ୍ୱ କରିଛନ୍ତି ଦୂତି । ଟୋକିଓରେ ଉଭୟ ୧୦୦ ଓ…

ଦୂତିଙ୍କ ପାଇଁ ଦୀପଟିଏ, ଅଲମ୍ପିକ୍ସରେ ସଫଳତା କାମନା କରି ଅଖଣ୍ଡ ଦୀପ ଜାଳିଲେ ଦୂତିଙ୍କ ମା

ଯାଜପୁର(କେନ୍ୟୁଜ୍): ଟୋକିଓ ଅଲମ୍ପିକ୍ସରେ ଆସନ୍ତାକାଲି ଟ୍ରାକକୁ ଓହ୍ଲାଇବେ ଦୌଡରାଣୀ ଦୂତି ଚାନ୍ଦ । ଏନେଇ ଦୂତିଙ୍କ ସଫଳତା କାମନା କରି ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଦେଶ ପାଇଁ ସେ ପଦକ ଆଣିବେ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି । ଏହି ଅବସରରେ ଦୌଡରାଣୀ ଦୂତିଙ୍କ…

ଆଜି ଦିଲ୍ଲୀରୁ ଟୋକିଓ ଯାତ୍ରା କରିବେ ଦୌଡରାଣୀ ଦୂତି ଚାନ୍ଦ

ନୂଆଦିଲ୍ଲୀ: ଆଜି ଦୌଡରାଣୀ ଦୂତି ଚାନ୍ଦଙ୍କ ଟୋକିଓ ଗସ୍ତ । ହାଇଦ୍ରାବାଦରୁ ବାହାରିଲେ ଦୂତି ଚାନ୍ଦ । ହାଇଦ୍ରାବାଦରୁ ଦିଲ୍ଲୀ ଯାଇଛନ୍ତି । ଦିଲ୍ଲୀରୁ ସେ ଟୋକିଓ ଯାତ୍ରା କରିବେ । ଦିଲ୍ଲୀରୁ ଆଜି ଟୋକିଓ ଅଲିମ୍ପିକ୍ସ ପାଇଁ ଯାତ୍ରା କରିବେ । ୨୦୧୬ ରିଓ ଅଲିମ୍ପିକ ପରେ କ୍ରମାଗତ ଦ୍ୱିତୀୟ…

ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କଲେ ଦୂତୀ, ମହିଳା ୧୦୦ ଓ ୨୦୦ ମିଟର ଦୌଡ଼ରେ ଭାଗନେବା ପାଇଁ ମନୋନୀତ

କେନ୍ଯୁଜ୍: ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କଲେ ଦୂତୀ । ମହିଳା ୧୦୦ ଓ ୨୦୦ ମିଟର ଦୌଡ଼ରେ ଭାଗନେବା ପାଇଁ ମନୋନୀତ । ବିଶ୍ୱ ର‍୍ୟାଙ୍କିଂ ଆଧାରରେ ଯୋଗ୍ୟତା ଅର୍ଜନ କଲେ ଦୂତୀ ଚାନ୍ଦ । ଦୂତୀଙ୍କୁ ଶୁଭେଚ୍ଛା ଜଣାଇଲେ ସାଂସଦ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ…