ଟୋକିଓ ଅଲିମ୍ପିକ୍ସ: ୧୦୦ ମିଟର ପ୍ରିଲିମିନାରୀ ରେସ୍‌ରେ ବିଫଳ ହେଲେ ଦୂତୀ ଚାନ୍ଦ

ଭୁବନେଶ୍ବର(କେନ୍ଯୁଜ୍): ୧୦୦ ମିଟର ପ୍ରିଲିମିନାରୀ ରେସ୍‌ରେ ନିରାଶ କଲେ ଦୌଡ଼ରାଣୀ ଦୂତୀ ଚାନ୍ଦ। ୧୧.୫୪ ସେକେଣ୍ଡ ନେଇ ରହିଲେ ସପ୍ତମ ସ୍ଥାନରେ ।

୨୦୧୬ ରିଓ ଅଲିମ୍ପିକ ପରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ୨୦୨୦ ଟୋକିଓ ଅଲିମ୍ପିକସରେ ପ୍ରତିନିଧିତ୍ୱ କରିଛନ୍ତି ଦୂତି । ଟୋକିଓରେ ଉଭୟ ୧୦୦ ଓ ୨୦୦ ମିଟର ଦୌଡ଼ରେ ଭାଗ ନେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.