Browsing Tag

earthquake in Indonesia

ଇଣ୍ଡୋନେସିଆରେ ୬.୨ ତୀବ୍ରତାର ଭୂମିକମ୍ପ, ମିଳିନାହିଁ କ୍ଷୟକ୍ଷତି ସୂଚନା

ପୁଣି ଥରିଲା ଇଣ୍ଡୋନେସିଆ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୨ ଥିବା ଜଣାପଡିଛି । ଭୂକମ୍ପ ଇଣ୍ଡୋନେସିଆର ପାପୁଆ ଅଞ୍ଚଳରେ ଅନୁଭୂତ ହୋଇଛି । ଭୂକମ୍ପ ଜନିତ କ୍ଷୟକ୍ଷତିର କୌଣସି ସୂଚନା ନାହିଁ । ୟୁଏସ୍ ଜିଓଲୋଜିକାଲ ସର୍ଭେ କହିଛି ଯେ,  ପାପୁଆ ପ୍ରଦେଶର ରାଜଧାନୀ ଜୟପୁରାର ଉପଜିଲ୍ଲା…

ଇଣ୍ଡୋନେସିଆରେ ଜୋରଦାର ଭୂକମ୍ପ ଝଟକା, ତୀବ୍ରତା ୬.୯

ଇଣ୍ଡୋନେସିଆର ବାନ୍ଦା ସାଗରରେ ଭୂକମ୍ପ ଝଟକା । ଭୂକମ୍ପର ତୀବ୍ରତା ୬.୯ ରହିଛି । ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ମୁତାବକ, ଇଣ୍ଡୋନେସିଆ ସମୟ ୧୦.୨୩ ରେ ବାନ୍ଦା ସାଗରରେ ଭୂକମ୍ପ ହୋଇଥିଲା । ସମୁଦ୍ରରେ ହୋଇଥିବା ଭୂକମ୍ପ ଯୋଗୁଁ ସୋମଲାକି ସହର ଦୋହଲିଯାଇଛି । ଭୂକମ୍ପରେ ଏପର୍ଯ୍ୟନ୍ତ…

ଇଣ୍ଡୋନେସିଆରେ ୭.୩ ତ୍ରୀବତା ଭୂକମ୍ପ, ସୁନାମୀ ଚେତାବନୀ

ନୂଆଦିଲ୍ଲୀ : ଇଣ୍ଡୋନେସିଆରେ ପୁଣି ଭୂକମ୍ପ । ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ। ରେକ୍ଟର ସ୍କେଲରେ ଏହାର ତ୍ରୀବତା ୭.୩ । ସୁମାତ୍ରା ଦ୍ୱୀପର ପଶ୍ଚିମରେ ଏହାର କେନ୍ଦ୍ର ସ୍ଥଳ ଥିଲା । ତୀବ୍ର ଝଟକା ପରେ ସୁନାମୀ ଚେତାବନୀ ଜାରି ହୋଇଛି । ପ୍ରଭାବିତ କ୍ଷେତ୍ରରୁ ଲୋକଙ୍କୁ ସୁରକ୍ଷିତ…

ଇଣ୍ଡୋନେସିଆରେ ୭.୨ ତୀବ୍ରତାର ଭୂମିକମ୍ପ, ସୁନାମୀ ଆଲର୍ଟ

ଇଣ୍ଡୋନେସିଆରେ ପୁଣି ଭୂମିକମ୍ପ ଝଟକା । ଇଣ୍ଡୋନେସିଆର ସୁଲାବେସୀ କ୍ଷେତ୍ରଅଞ୍ଚଳରେ ୭.୨ ତୀବ୍ରତାର ଭୂମିକମ୍ପ ଆସିଛି । ମୁଲୁକ ଦ୍ୱୀପରେ ଭୂମିକମ୍ପ ହୋଇଛି । ଏହାର କେନ୍ଦ୍ର ୧୪୫ କିମି ବୋଲି କୁହାଯାଉଛି। ତେଣୁ ସୁନାମୀ ଆଲର୍ଟ ଜାରି କରାଯାଇଛି । ସୂଚନାଯୋଗ୍ୟ, ସୋମବାର ଦିନ ମଧ୍ୟ…

ବଢି ଚାଲିଛି ଇଣ୍ଡୋନେସିଆ ଭୂମିକମ୍ପ ମୃତକଙ୍କ ସଂଖ୍ୟା, ଏପର୍ଯ୍ୟନ୍ତ ୨୫୨ ମୃତ

ଇଣ୍ଡୋନେସିଆର ଜାଭାରେ ସୋମବାର ଆସିଥିବା ଶକ୍ତିଶାଳୀ ଭୂମିକମ୍ପରେ ଦୋହଲି ଯାଇଛି । ଭୂମିକମ୍ପରେ ଏପର୍ଯ୍ୟନ୍ତ ୨୫୨ ଜଣ ପ୍ରାଣ ହରାଇଛନ୍ତି । ଏବେବି ୩୧ ଜଣ ନିଖୋଜ ଥିବାବେଳେ ୭୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ଆହୁରି ଅନେକ ଲୋକ ନିଖୋଜ ଅଛନ୍ତି । ତେଣୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା…

ଇଣ୍ଡୋନେସିଆ ଭୂମିକମ୍ପରେ ୩ ଶହରୁ ଅଧିକ ଆହତ, ୭୦୦ ଲୋକଙ୍କର ଉଜୁଡ଼ିଛି ଘର

ଇଣ୍ଡୋନେସିଆର ଜାଭାରେ ସୋମବାର ଆସିଥିବା ଶକ୍ତିଶାଳୀ ଭୂମିକମ୍ପରେ ଦୋହଲି ଯାଇଛି । ଭୂମିକମ୍ପରେ ଏପର୍ଯ୍ୟନ୍ତ ୧୬୨ ଜଣ ପ୍ରାଣ ହରାଇଛନ୍ତି । ୭୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ଆହୁରି ଅନେକ ଲୋକ ନିଖୋଜ ଅଛନ୍ତି । ତେଣୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଆମେରିକା…

ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ: ୪୪ ମୃତ, ୩୦୦ରୁ ଅଧିକ ଆହତ ହୋଇଥିବା ସୂଚନା

ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ। ସୋମବାର ଅପରାହ୍ନରେ ଜାଭା ଦ୍ୱୀପରେ ୫.୬ ତୀବ୍ରତାର ଭୂମିକମ୍ପ ହୋଇଛି। ଏଥିରେ ୪୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଛନ୍ତି। କିଛି ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିଲେ ଏଥିରେ ଲୋକଙ୍କ ଜୀବନ ଯାଇଛି। ମୃତ୍ୟୁ ସଂଖ୍ୟା ବଢ଼ିପାରେ…

ଭୟଙ୍କର ଭୂକମ୍ପରେ ଥରିଲା ଇଣ୍ଡୋନେସିଆ, ଦେଶରେ ସୁନାମି ଚେତାବନୀ !

ଇଣ୍ଡୋନେସିଆ: ଇଣ୍ଡୋନେସିଆରେ ଭୟଙ୍କର ଭୂକମ୍ପ। ଭୟଙ୍କର ଭୂକମ୍ପରେ ଥରିଲା ଇଣ୍ଡୋନେସିଆ । ଭୂକମ୍ପରେ ଦେଶରେ ସୁନାମି ଚେତାବନୀ। ଭୂକମ୍ପର ତ୍ରୀବତା ଥିଲା ୭.୩। ମାଉମେରୋ ସହରର ଉତ୍ତର ଦିଗଠାରୁ ୧୦୦ କିଲୋମିଟର ଦୂର ହେଉଛି ଭୂକମ୍ପର କେନ୍ଦ୍ରସ୍ଥଳ। ଫ୍ଲୋରେସ ସମୁଦ୍ରରେ ୧୦ଟା ୨୦ ସମୟରେ ଏହି…