Browsing Tag

Eating fruits

କ୍ଷୀର ସହ ଫଳ ମିଶାଇ ଖାଇବା ଠିକ ନା ଭୁଲ, ଜାଣନ୍ତୁ କଣ ରହିଛି ସମସ୍ୟା

ଗରମରୁ ବଞ୍ଚିବା ପାଇଁ ଲୋକମାନେ କ୍ଷୀର ସହ ଫଳ ମିଶାଇ ମିଲ୍କସେକ ପ୍ରସ୍ତୁତ କରି ଖାଇଥାନ୍ତି । କିନ୍ତୁ କ୍ଷୀର ସହ ଫଳ ମିଶାଇ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର ନା ନୁହେଁ ଏହା ଅନେକ ଥର ପ୍ରଶ୍ନ ଉଠେ । ତେବେ ଆଜି ଆପଣଙ୍କୁ ଏହା ଦ୍ୱାରା ହେଉଥିବା ସାଇଡ ଇଫ୍କେଟ୍ସ ବିଷୟରେ ଜଣାଇବୁ । କ୍ଷୀର ଏବଂ…

ସାବଧାନ ! ଫ୍ରୁଟ୍ସ ରେ ଲୁଣ ପକାଇ ଖାଉଛନ୍ତି କି ? ଶରୀରକୁ ପହଞ୍ଚାଇ ଥାଏ ଏହି ସବୁ କ୍ଷତି

ଫଳ ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ବୋଲି ବିବେଚନା କରାଯାଏ। କାରଣ ପ୍ରତ୍ୟେକ ଫଳ ପୋଷକ ତତ୍ତ୍ୱରେ ପରିପୂର୍ଣ୍ଣ। ଏହି କାରଣରୁ ଡାକ୍ତରମାନେ ପିଲାମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଫଳ ଖାଇବାକୁ ପରାମର୍ଶ ଦିଅନ୍ତି। ଫଳରେ ଥିବା ଆଣ୍ଟିଅକ୍ସିଡାଣ୍ଟର ପରିମାଣ…

ରାତିରେ ଶୋଇବା ପୂର୍ବରୁ ଫଳ ଖାଇବା ଦ୍ୱାରା ହୋଇଥାଏ ଏହି ଗମ୍ଭୀର ସମସ୍ୟା, ଜାଣି ନିଅନ୍ତୁ ଓ ସତର୍କ ରୁହନ୍ତୁ

ଫଳ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ, ମିନେରାଲସ ଓ ପୌଷ୍ଟିକ ତତ୍ତ୍ୱ ରହିଥାଏ। ଯାହା ଶରୀରକୁ ସୁସ୍ଥ ତଥା ନିରୋଗ ରଖେ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଫଳକୁ ଠିକ ସମୟରେ ଖାଇବା ଦ୍ୱାରା ଲାଭ ମିଳୁଥିବା ବେଳେ ଅବେଳରେ ଖାଇଲେ ଏହା…

ଦୈନିକ ଗୋଟିଏ କିଓ୍ଵି ଖାଆନ୍ତୁ, ମିଳିବ ଏହି ୪ଟି ଫାଇଦା

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମକୁ ସର୍ବଦା ଉତ୍ତମ ଖାଦ୍ୟ ଖାଇବା ଜରୁରୀ। ଅନେକ ଜଣ କାର୍ଯ୍ୟ ବ୍ୟସ୍ତତାରେ ଠିକ ରୂପେ ଖାଇପାରନ୍ତି ନାହିଁ। ଯାହାର ଖରାପ ପ୍ରଭାବ ସିଧା ଶରୀର ଉପରେ ପଡ଼ିଥାଏ। ଦିନର ଆରମ୍ଭ ଭଲ ଓ ଷ୍ଟ୍ରଙ୍ଗ ବ୍ରେକଫାଷ୍ଟ ଦ୍ୱାରା କଲେ ପୁରା ଦିନଟା ଭଲରେ ଯାଇଥାଏ। କିନ୍ତୁ ଏଥିରେ…

ସୂର୍ଯ୍ୟାସ୍ତ ପରେ କାହିଁକି ଖାଇବା ଉଚିତ ନୁହେଁ ଫଳ? ଆଜି ହିଁ ଛାଡ଼ି ଦିଅନ୍ତୁ ଏହି ଅଭ୍ୟାସ, ନଚେତ୍‌ ଶରୀର ଭୋଗିବ କଷ୍ଟ

ଫଳ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏଥିରେ ସମସ୍ତ ଜରୁରୀ ପୋଷକ ତତ୍ତ୍ୱ ରହିଥାଏ, ଯାହାକି ଜଣେ ବ୍ୟକ୍ତିକୁ ସୁସ୍ଥ ରଖିବାରେ ଅତି ଆବଶ୍ୟକ ହୁଏ। କିନ୍ତୁ କ’ଣ ଆପଣ ଜାଣନ୍ତି, ଫଳ ଖାଇବାର ଠିକ୍‌ ସମୟ କ’ଣ? ବହୁତ ଲୋକ ସନ୍ଧ୍ୟା ସମୟରେ ନଚେତ୍‌ ଡିନର ପରେ ଫଳ ସେବନ କରିଥାଆନ୍ତି।…