Below header
Browsing Tag

election

ଆଜି ପ୍ରକାଶ ପାଇବ ପିପିଲି ବିଧାନସଭା ଉପନିର୍ବାଚନ ବିଜ୍ଞପ୍ତି, ଖୁବ୍ ଶୀଘ୍ର ଘୋଷଣା କରିବେ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର (କେନ୍ୟୁଜ): ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି। ମତଦାନ ପାଇଁ ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିବେ ରାଜ୍ୟ ନିର୍ବାଚନ କମିଶନ। ଏହାପରେ ଜୋରଦାର ହେବ ପ୍ରଚାର। ପ୍ରଚାରରେ ସାମିଲ ହେବେ ଦଳର ଷ୍ଟାର କ୍ୟାମ୍ପେନର । ସେମାନଙ୍କ ସହ…

ଛଅ ମାସ ମଧ୍ୟରେ ହୋଇପାରେ ପଞ୍ଚାୟତ ନିର୍ବାଚନ, ରାଜ୍ୟ ନିର୍ବାଚନ କମିଶନଙ୍କୁ ଚିଠି ଲେଖି ଜଣାଇଲେ ରାଜ୍ୟ ସରକାର

ଭୁବନେଶ୍ବର(କେନ୍ଯୁଜ୍): ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ । ଛଅ ମାସ ମଧ୍ୟରେ ହୋଇପାରେ ପଞ୍ଚାୟତ ନିର୍ବାଚନ । ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ନେଇ ସବିଶେଷ ତଥ୍ୟ ଖୁବଶୀଘ୍ର ରାଜ୍ୟ ନିର୍ବାଚନ କମିଶନଙ୍କୁ ଜଣାଇବେ ବୋଲି ଗତକାଲି ରାଜ୍ୟ ନିର୍ବାଚନ କମିଶନଙ୍କୁ ଗତକାଲି ଚିଠି…

ବିଳମ୍ବରେ ହୋଇପାରେ ପଞ୍ଚାୟତ ନିର୍ବାଚନ, ରାଜ୍ୟ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା

ଭୁବନେଶ୍ବର(କେନ୍ଯୁଜ୍): ପଞ୍ଚାୟତ ନିର୍ବାଚନ କେବେ ହେବ, ତାହା କୋଭିଡର ତୃତୀୟ ଲହର ଉପରେ ନିର୍ଭର କରୁଛି । ବିଳମ୍ବରେ ପଞ୍ଚାୟତ ନିର୍ବାଚନ ହୋଇପାରେ ବୋଲି ରାଜ୍ୟ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯିବା ପରେ ଏ ନେଇ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁସାରେ ରାଜ୍ୟ ସରକାର…

ଭୋଟ ଗଣତି ପରେ ହୋଇପାରିବନି ବିଜୟ ଯାତ୍ରା : ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଭୋଟ ଗଣତି ପରେ ହୋଇପାରିବନି ବିଜୟ ଯାତ୍ରା। ଫଳାଫଳ ଆସିବା ପରେ କୌଣସି ରାଜନୈତିକ ଦଳ ଉତ୍ସବ ବନାଇ ପାରିବେନି । ବିଜୟୀ ହୋଇଥିବା ପ୍ରାର୍ଥୀଙ୍କ ପାଖରେ କେବଳ ଦୁଇଜଣ ବ୍ୟକ୍ତି ରହିପାରିବେ । କରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଏହି ପଦକ୍ଷେପ ନେଇଛନ୍ତି।…

ପଶ୍ଚିମବଙ୍ଗର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟ୍‌ ଗ୍ରହଣ, ମଇଦାନରେ ଅଛନ୍ତି ୩୪୨ ପ୍ରାର୍ଥୀ

କୋଲକତା: ପଶ୍ଚିମବଙ୍ଗର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟ୍‌ ଗ୍ରହଣ । ୪୫ଟି ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ହେଉଛି । ଉତ୍ତର ୨୪ ପ୍ରଗଣା, ପୂର୍ବ ବର୍ଦ୍ଧମାନ, ନାଦିଆ, ଜଲପାଇଗୁଡି, ଦାର୍ଜିଲିଙ୍ଗ କଲିମ୍ପୋଗରେ ମତଦାନ ହେଉଛି । ମଇଦାନରେ ଅଛନ୍ତି ୩୪୨ ପ୍ରାର୍ଥୀ । ୧…

ଆଜି ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ, ଚାଲିଛି ୫ ଜିଲ୍ଲାର ୪୪ଟି ଆସନରେ ଭୋଟିଂ

କୋଲକତା: ଆଜି ବେଙ୍ଗଲ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଏହି ପର୍ଯ୍ୟାୟରେ ୫ ଜିଲ୍ଲାର ୪୪ଟି ଆସନରେ ଚାଲିଛି ଭୋଟିଂ । ଏହି ଜିଲ୍ଲାଗୁଡ଼ିକ ହେଉଛି କୋଚବେହାର, ଆଲିପୁରଦୁଆର୍‌, ଦକ୍ଷିଣ ୨୪ ପ୍ରଗଣା, ହାଓଡ଼ା ଓ ହୁଗୁଳି । ଏହି ପର୍ଯ୍ୟାୟ ପାଇଁ ମୈଦାନରେ ଅଛନ୍ତି ୩୭୩ ପ୍ରାର୍ଥୀ । ଏମାନଙ୍କ…

ବାପାଙ୍କୁ ମିଳିଲାନି ଟିକେଟ, ନିର୍ବାଚନ ଲଢିବାକୁ ମଇଦାନକୁ ଓହ୍ଲାଇଲେ ମିସ୍ ଇଣ୍ଡିଆ ରନର ଅପ୍ ଦୀକ୍ଷା ସିଂହ

ବାପାଙ୍କୁ ନିର୍ବାଚନ ଲଢିବା ପାଇଁ ମିଳିଲାନି ଟିକେଟ। ତେଣୁ ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ଅଣ୍ଟା ଭିଡିଲା ଝିଅ। ୨୦୧୫ରେ ଫେମିନା ମିସ୍ ଇଣ୍ଡିଆ ରନର ଅପ୍ ଦୀକ୍ଷା ସିଂହ ଏବେ ରାଜନୀତିରେ ପାଦ ଦେବାକୁ ଯାଉଛନ୍ତି। ଦୀକ୍ଷା ସିଂହ ଉତ୍ତର ପ୍ରଦେଶର ଜୌନପୁର ଜିଲ୍ଲାର ବକ୍ସା ବିକାଶଖଣ୍ଡର…

ଆଜି ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ୩୦ଟି ଆସନ ପାଇଁ ଚାଲିଛି ମତଦାନ

କୋଲକତା: ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପଡିଲା ଭୋଟ୍‌ । ୩୦ଟି ଆସନ ପାଇଁ ଚାଲିଛି ମତଦାନ । ମଇଦାନରେ ଅଛନ୍ତି ୧୭୧ ପ୍ରାର୍ଥୀ । ତେବେ ସମସ୍ତଙ୍କ ନଜର ରହିଛି ହାଇପ୍ରୋଫାଇଲ୍‌ ଆସନ ନନ୍ଦିଗ୍ରାମ ଉପରେ । ନନ୍ଦିଗ୍ରାମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟକ୍କର…

ପିପିଲି ଉପନିର୍ବାଚନ ପାଇଁ ବିଜେଡିର ଏହି ୪ ବରିଷ୍ଠ ନେତାଙ୍କୁ ଦିଆଗଲା ଦାୟିତ୍ୱ

ପିପିଲି: ପିପିଲି ଉପନିର୍ବାଚନ ପାଇଁ ବିଜେଡିର ୪ ବରିଷ୍ଠ ନେତାଙ୍କୁ ଦାୟିତ୍ୱ । ଦେବୀ ମିଶ୍ର, ପ୍ରତାପ ଦେବ, ମହେଶ୍ୱର ମହାନ୍ତି, ସଞ୍ଜୟ ଦାଶବର୍ମାଙ୍କୁ ଦାୟିତ୍ୱ। ପିପିଲିରେ ରହି ନିର୍ବାଚନ ପରିଚାଳନା କରିବାକୁ ଦାୟିତ୍ୱ । ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି।…

ଦ୍ୱିତୀୟ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୩୦ଟି ଆସନରେ ହେବ ମତଦାନ, ଆଜି ସଂଧ୍ୟାରେ ସରିବ ପ୍ରଚାର

କୋଲକତା: ଏପ୍ରିଲ ୧ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ପଶ୍ଚିମବଙ୍ଗର ୩୦ଟି ଆସନରେ ହେବ ମତଦାନ । ଏଥିପାଇଁ ଆଜି ସଂଧ୍ୟାରେ ସରିବ ପ୍ରଚାର । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଦକ୍ଷିଣ ୨୪ ପ୍ରଗଣାର ୪ଟି, ପଶ୍ଚିମ ମେଦିନୀପୁରର ୯ଟି, ବାଙ୍କୁଡାର ୮ଟି ଓ ପୁର୍ବ ମେଦିନୀପୁରର ୯ଟି ଆସନରେ ହେବ ଭୋଟ…

ଚାଲିଛି ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ମତଦାନ: ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ସଂଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ ଚାଲିବ

କେନ୍ଯୁଜ୍: ଆଜି ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ମତଦାନ । ପଶ୍ଚିମବଙ୍ଗରେ ୨୯୪ ବିଧାନସଭା ଆସନରୁ ପ୍ରଥମ ପର୍ଯ୍ୟାୟରେ ୩୦ ଆସନ ପାଇଁ ଭୋଟ ଗ୍ରହଣ । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ସଂଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ମୈଦାନରେ ଅଛନ୍ତି ୧୯୧ ଜଣ ପ୍ରାର୍ଥୀ । ୭୩…

ତାରିଖ ଘୋଷଣା ସହ ବଢ଼ୁଛି ନିର୍ବାଚନୀ ତାତି, ପଶ୍ଚିମବଙ୍ଗ ଉପରେ ସମସ୍ତଙ୍କ ନଜର

କେନ୍ଯୁଜ୍: ନିର୍ବାଚନ ତାରିଖ ଘୋଷଣା ସହ ୫ ରାଜ୍ୟରେ ବଢ଼ୁଛି ତାତି । ତେବେ ସମସ୍ତଙ୍କ ନଜର ରହିଛି ପଶ୍ଚିମବଙ୍ଗ ଉପରେ । ବାଜିରେ ମୋଦି ଓ ଦିଦିଙ୍କ ସମ୍ମାନ । ଗତକାଲି ଗୋଟିଏ ପର୍ଯ୍ୟାୟରେ ସମସ୍ତ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ତୃଣମୂଳ କଂଗ୍ରେସ । ପ୍ରାର୍ଥୀ ତାଲିକା ଘୋଷଣା ସହ ବିଜେପିକୁ…