Browsing Tag

electric scooter

ଆମ୍ପିୟର ଇଲେକଟ୍ରିକ ସ୍କୁଟରର ବିକ୍ରି ଏବେ ହେବ ଫ୍ଲିପକାର୍ଟରେ, କଣ ଆପଣ ବି କିଣୁଛନ୍ତି କି ନାହିଁ

ଗ୍ରିଭସ ଇଲେକଟ୍ରିକ ଇ-ମୋବିଲିଟୀ କମ୍ପାନୀ ଆମ୍ପିୟର ଇଲେକଟ୍ରିକ ନିଜର ସ୍କୁଟରକୁ ଅନଲାଇନ ବିକ୍ରି କରିବା ପାଇଁ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ସହିତ ଚୁକ୍ତିନାମା ଘୋଷଣା କରିଛି। ବର୍ତ୍ତମାନ ଦେଶର ଚାରିଟି ସହରରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଇ-କମର୍ସ ପ୍ଲାଟଫର୍ମ ମାଧ୍ୟମରେ ଆମ୍ପିୟର…

Ambassador ରୁ ଲୋକପ୍ରିୟ ହୋଇଥିବା Hindustan Motor ଆଣୁଛି ଇଲେକଟ୍ରିକ୍‌ ସ୍କୁଟର, ବହୁତ ଜଲଦି ହେବ ଲଞ୍ଚ୍‌

ଦେଶବାସୀଙ୍କୁ ନିଜର ପ୍ରସିଦ୍ଧ କାର ଆମ୍ବାସଡରର ବସାଇ ଯାତ୍ରା କରାଇଥିବା ପ୍ରମୁଖ ବାହନ ନିର୍ମାତା କମ୍ପାନୀ ହିନ୍ଦୁସ୍ତାନ ମୋଟର୍ସ ଏବେ ପୁଣି ଥରେ ନିଜର ଜଲଓ୍ଵା ଦେଖାଇବାକୁ ଯାଉଛି। କିନ୍ତୁ ଏଥର କମ୍ପାନୀ କେବଳ ଫୋ ହ୍ଵିଲର ବାହନ ନୁହେଁ ବରଂ ଇଲେକଟ୍ରିକ ଟୁ-ହ୍ଵିଲରକୁ ଲଞ୍ଚ୍‌ କରିବାକୁ…

ମାର୍କେଟକୁ ଧମାଲ ମଚାଇବାକୁ ଆସୁଛି ଇ-ସ୍କୁଟର ୟୁଗୋ, ଲୁକରେ ଏକଦମ୍‌ ଷ୍ଟାଇଲିସ୍‌

ଭାରତରେ ଏଣ୍ଟ୍ରି କରିବାକୁ ଯାଉଛି ହୋଣ୍ଡା ୟୁଗୋ। ଇଲେକଟ୍ରିକ ସ୍କୁଟରର ଚାହିଦା ଦେଖି ଇଣ୍ଡିଆରେ ନିଜର ଜବରଦସ୍ତ ଏଣ୍ଟ୍ରି କରିବାକୁ ଯାଉଛି ୟୁଗୋ। ଭାରତୀୟ ବଜାରରେ ଇଲେକଟ୍ରିକ ସ୍କୁଟରର ଡିମାଣ୍ଡକୁ ଦେଖି ହୋଣ୍ଡା ବହୁତ ଜଲଦି ଏଣ୍ଟ୍ରି କରିବା ପାଇଁ ପ୍ରସ୍ତୁତି ଚଳାଇଛି। ବିଶ୍ୱର ନାମୀ…

ଇଲେକ୍ଟ୍ରିକ ଗାଡି ନୂଆ ଲଞ୍ଚ ଉପରେ ରୋକ୍‌ ଲଗାଇଲେ ସରକାର, ପ୍ରଥମେ କମ୍ପାନୀରେ ହେବ ଯାଞ୍ଚ, ତା’ ପରେ ହେବ ଲଞ୍ଚ

ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଲୋକେ ଇଲେକ୍ଟ୍ରିକ ଗାଡି ଉପରେ ନିର୍ଭର କରୁଛନ୍ତି। ଆଉ ଏହିସବୁ ଇଲେକ୍ଟି୍ରକ ଗାଡିରେ ନିଆଁ ଲାଗୁଥିବା ଘଟଣା ସାମ୍ନାକୁ ଆସିଛି। ଇଲେକ୍ଟ୍ରିକ ଗାଡିରେ ନିଆଁ ଲାଗି ୩ ଜଣ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ଖବର ମିଳିଛି।…

ଖରାପ ଥିବା ଇଲେକ୍ଟ୍ରିକ ସ୍କୁଟରକୁ ଫେରାଇ ନେବାକୁ କମ୍ପାନୀ ନିର୍ଦ୍ଦେଶ ଦେଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀ, ନଚେତ…

ସଡ଼କ ପରିବହନ ଏବଂ ରାଷ୍ଟ୍ରମାର୍ଗ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀ ଇଲେକ୍ଟ୍ରିକ ସ୍କୁଟରରେ ନିଆଁ ଲାଗିବା ଘଟଣାକୁ ନେଇ ବେଶ୍‌ କ୍ଷୁବ୍ଧ ରହିଛନ୍ତି। ତେଣୁ ନୀତିନ ଗଡକାରୀ କମ୍ପାନୀମାନଙ୍କୁ କୌଣସି ପ୍ରକାର ଦାୟିତ୍ୱହୀନତାକୁ ସ୍ୱୀକାର କରାଯିବନି ବୋଲି କହିଛନ୍ତି। ତେଣୁ ଯେଉଁ କମ୍ପାନୀ…

ଦେଶର ପ୍ରଥମ ବଡ ଘଟଣା, ରାସ୍ତାରେ ଏକାଥରକେ ୨୦ ଇଲେକ୍ଟ୍ରିକ ସ୍କୁଟରରେ ଲାଗିଲା ନିଆଁ

ଦେଶରେ ହୁ ହୁ ହୋଇ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦାମ୍‌। ଏପରି ପରିସ୍ଥିତିରେ ଲୋକମାନେ ଇଲେକ୍ଟ୍ରିକ୍ ଗାଡ଼ି ପ୍ରତି ଅଧିକ ଆଗ୍ରହ ଓ ଉତ୍ସାହ ଦେଖାଉଛନ୍ତି । ଏଥିରେ ଇଲେକ୍ଟ୍ରିକ ସ୍କୁଟି ବି ସାମିଲ ରହିଛି । କିନ୍ତୁ କିଛିଦିନ ହେଲାଣି ନିକଟରେ ଇଲେକ୍ଟ୍ରିକ୍ ସ୍କୁଟିରେ ନିଆଁ ଲାଗୁଥିବା ଘଟଣା…

ଆଉ ଏକ ଇଲେକ୍ଟ୍ରିକ ସ୍କୁଟିରେ ଲାଗିଲା ନିଆଁ, ଆପଣଙ୍କ ପାଖେ ଥିଲେ ହୋଇଯାଆନ୍ତୁ ସାବଧାନ

ଇଲେକ୍ଟ୍ରିକ୍ ୨ ଚିକଆ ଯାନରେ ନିଆଁ ଲାଗିବା ଘଟଣା ଥମିବାର ନାଁ ନେଉନାହିଁ । ମହାରାଷ୍ଟ୍ରର ପୁଣେ ଓ ତାମିଲନାଡୁର ଭେଲ୍ଲୋର ପରେ ଏବେ ନୂଆ ଘଟଣା ତାମିଲନାଡୁର ମାନ୍ନାପରାଇରୁ ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ସିଙ୍ଗାପୁରରେ ଇଲେକ୍ଟିକାଲ ଭାବେ କାମ କରୁଥିବା ମୁରଗେସନ ଗତ କିଛିଦିନ ତଳେ…

ପୁରୁଣା ବାଇକ ଆଉ ସ୍କୁଟରକୁ ଏପରି କରନ୍ତୁ ଇଲେକ୍ଟ୍ରିକ, ସବୁଦିନ ପାଇଁ ପେଟ୍ରୋଲ ଚିନ୍ତା ହେବ ଗାୟବ

ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲ ଦାମ ଆକାଶ ଛୁଇଁଲାଣି। ଯାହାଫଳରେ ବାଇକ ଏବଂ କାର ଚଲାଉଥିବା ଲୋକଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। କାହିଁକିନା ଖର୍ଚ୍ଚ ଅଧିକ ବଢିଯାଇଛି। ଆଉ ଏଥିପାଇଁ ଲୋକେ ଇଲେକ୍ଟ୍ରିକ ଇନ୍ଧନ ଆଡକୁ ଅଧିକ ଆକର୍ଷିତ ହେଉଥିବା ଦେଖିବାକୁ ମିଳୁଛି। କିନ୍ତୁ…

ତେଲରେ ନୁହେଁ ବରଂ ଏଥର ପବନରେ ଚାଲିବ ଗାଡ଼ି, ଖୁବ ଶୀଘ୍ର ହେବ ଏହାର ବଜାର ପ୍ରବେଶ

ବଜାରକୁ ଆସୁଛି ପବନରେ ଚାଲୁଥିବା ଗାଡ଼ି। ମର୍କରୀ R4D ରିସର୍ଚ୍ଚ ଅର୍ଗାନାଇଜେସନ୍‌ ଏବଂ ଟୋକ୍ୟୋ ୟୁନିର୍ଭସିଟିର କିଛି ଛାତ୍ର ମିଶି ତିଆରି କରିଛନ୍ତି ଏହି ଜବରଦସ୍ତ ବାଇକ। ଏହା ଏକ ଇଲେକଟ୍ରିକ ସ୍କୁଟର। ଏହା କେବଳ ପବନରେ ଚାଲିଥାଏ। ପବନ ଶେଷ ହେବା ପରେ ଏହି ସ୍କୁଟର ବ୍ୟାଗପ୍ୟାକ ରେ କନଭର୍ଟ…

ରାସ୍ତା ଉପରେ ଛିଡା ହୋଇଥିଲା ସ୍କୁଟର, ହଠାତ୍‌ ଧୁ ଧୁ ହୋଇ ଜଳିବାକୁ ଲାଗିଲା ଦେଖନ୍ତୁ ଭିଡିଓ

ଇଲେକଟ୍ରିକ୍‌ ସ୍କୁଟରରେ ନିଆଁ ଲାଗିଯିବାର ଏକ ତାଜା ମାମଲା ଏବେ ସାମ୍ନାକୁ ଆସିଛି। ଏହି ମାମଲା ମୁମ୍ବାଇ ଅନ୍ଧେରୀର। ଏଠାରେ ବିଚ୍‌ ବଜାରରେ ଘଟିଥିବା ଏକ ବଡ ଅଘଟଣର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଯେଉଁ ଚିତ୍ର ଦେଖିବାକୁ ମିଳୁଛି ତାକୁ ଦେଖିଲେ ଆପଣ ନିଜ ଆଖିକୁ ବି…

ବାଃ! ମାତ୍ର ୩୬ ହଜାର ଟଙ୍କାରେ କିଣିବେ ଇଲେକ୍ଟ୍ରିକ୍‌ ସ୍କୁଟର, ଫୁଲ୍‌ ଚାର୍ଜରେ ଦେବ ଜବରଦସ୍ତ ମାଇଲେଜ୍‌; ଜାଣନ୍ତୁ…

ଇଲେକ୍ଟ୍ରିକ୍‌ ଷ୍ଟାର୍ଟଅପ୍‌ ବାଉନ୍ସ ଭାରତରେ ଆଜି ନିଜର ବିଲକୁଲ ନୂଆ ଇନ୍‌ଫିନିଟି ଇଲେକ୍ଟ୍ରିକ୍‌ ସ୍କୁଟର ଲଞ୍ଚ୍‌ କରି ଦେଇଛି, ଯାହାର ପ୍ରାରମ୍ଭିକ ଏକ୍ସ ଶୋ’ରୁମ୍‌ ମୂଲ୍ୟ ରହିଛି ମାତ୍ର ୩୬,୦୦୦ ଟଙ୍କା। ଏହା ହେଉଛି ବିନା ବ୍ୟାଟେରୀ ଥିବା ସ୍କୁଟରର ଦାମ୍‌। ଯଦି ବ୍ୟାଟେରୀ ସହିତ ଆପଣ ଏହି…

OPPO ଆଣୁଛି ଷ୍ଟାଇଲିଶ୍‌ ଇଲେକ୍ଟ୍ରିକ୍‌ ସ୍କୁଟର, ଅନ୍ୟମାନଙ୍କ ତୁଳନାରେ ଦାମ୍‌ ବହୁତ କମ୍‌; କାର୍‌ ବି କରିପାରେ…

OPPOର ସ୍ମାର୍ଟଫୋନଗୁଡ଼ିକୁ ବହୁତ ପସନ୍ଦ କରା ଯାଇଥାଏ। ଏବେ କମ୍ପାନୀ ନୂଆ ସେକ୍ଟରରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛି। OPPO ୨୦୨୩ ଏବଂ ୨୦୨୪ରେ ଭାରତରେ OPPO EV ଇଲେକ୍ଟ୍ରିକ୍‌ ସ୍କୁଟର ଲଞ୍ଚ୍‌ କରିବାକୁ ଯୋଜନା କରୁଛି। ଏକ ରିପୋର୍ଟ ମୁତାବକ, ଟିପଷ୍ଟର୍‌ ଯୋଗେଶ ବରାଡ଼ OPPO EV…