Browsing Tag

elephant death

ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଡଙ୍ଗା ଡିହା ନିକଟରୁ ପୁଣି ହାତୀର ମୃତଦେହ ଠାବ

କରଞ୍ଜିଆ(କେନ୍ୟୁଜ୍): ପୁଣି ହାତୀ ମୃତ୍ୟୁ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଡଙ୍ଗା ଡିହା ନିକଟରୁ ହାତୀର ମୃତଦେହ ଠାବ ହୋଇଛି । ଜଙ୍ଗଲରେ ହାତୀର ମୃତଦେହ ଦେଖି ବନ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ଘଟଣାସ୍ଥଳରେ କରଞ୍ଜିଆ ଡିଏଫଓ ପହଞ୍ଚିଛନ୍ତି । ତେବେ କେମିତି ଓ…

କେନ୍ଦୁଝରରେ ୨ ମାଈହାତୀ ମୃତ୍ୟୁ ଘଟଣା: କାର୍ଯ୍ୟରେ ଅବହେଳା ପାଇଁ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ

କେନ୍ଦୁଝର(କେନ୍ୟୁଜ୍): କେନ୍ଦୁଝରରେ ୨ ମାଈହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ । କାର୍ଯ୍ୟରେ ଅବହେଳା ପାଇଁ ଦୁଇ ଜଣ ନିଲମ୍ବିତ । ଫରେଷ୍ଟର ପ୍ରଦୀପ ବାରିକ ଓ ଫରେଷ୍ଟ ଗାର୍ଡ ମିତ୍ରଭାନୁ ନାୟକଙ୍କୁ ନିଲମ୍ବନ କରିଛନ୍ତି ଆର୍‌ସିସିଏଫ୍‌ । ବନ ବିଭାଗ ପକ୍ଷରୁ ବିଦ୍ୟୁତ ବିଭାଗକୁ କାରଣ…

ଢେଙ୍କାନାଳ ଖେସରା ଜଙ୍ଗଲରୁ ପୁଣି ଏକ ମାଈହାତୀର ମୃତଦେହ ଠାବ

ଢେଙ୍କାନାଳ(କେନ୍ୟୁଜ୍): ପୁଣି ଏକ ମାଈହାତୀର ମୃତ୍ୟୁ । ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଘାଘରାମୁଣ୍ଡା ଗାଁ ନିକଟ ଖେସରା ଜଙ୍ଗଲରୁ ମାଈହାତୀର ମୃତଦେହ ଠାବ ହୋଇଛି। ହାତୀଟିର ବୟସ ପ୍ରାୟ ୨୫ବର୍ଷ ହେବ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ପହଂଚିଛି ବନବିଭାଗ ।…

ଶିକାରୀର ବିଦ୍ୟୁତ୍ ଫାଶ ହେଲା କାଳ: ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ରେଞ୍ଜ ଜଗନ୍ନାଥପୁର ଆମ୍ବ ବଗିଚା ଗଲା ଦନ୍ତାର…

ଅନୁଗୋଳ(କେନ୍ୟୁଜ୍): ଅନୁଗୋଳ ଜିଲ୍ଲା ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ରେଞ୍ଜରର ଜଗନ୍ନାଥପୁର ଆମ୍ବ ବଗିଚାରେ ଅଭାବନୀୟ ଘଟଣା।  ବାରହା ଶିକାର ପାଇଁ ବିଛାଇଥିବା ଜାଲରେ ପଶି ଗଲା ଦନ୍ତାର ଜୀବନ। ଖାଦ୍ୟ ଅନ୍ୱେଷଣରେ ଆସିଥିବା ସମୟରେ ଦନ୍ତାଟି ଉକ୍ତ ଫାସରେ ଫସି ଯାଇଥିଲା। ତେବେ ବହୁ ସଂଘର୍ଷ…

ବିଦ୍ୟୁତ୍ ତାର ଲାଗି ଗଲା ୨ ହାତୀଙ୍କ ଜୀବନ

କେନ୍ଦୁଝର(କେନ୍ୟୁଜ୍): କରେଣ୍ଟ ନେଲା ୨ ହାତୀଙ୍କ ଜୀବନ। ବିଦ୍ୟୁତ ତାର ଲାଗି ୨ ହାତୀଙ୍କ ମୃତ୍ୟୁ ହୋଇଛି। କେନ୍ଦୁଝର ସଦର ବନାଞ୍ଚଳ ଜୁଡ଼ିଆ ଘାଟି କୃଷି ବିଜ୍ଞାନ କେନ୍ଦ୍ରରେ ହାତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବନବିଭାଗ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କିପରି କେଉଁ ପରିସ୍ଥିତିରେ ବିଦ୍ୟୁତ୍‌…

କାଦୁଅରେ ପଡି ଚାଲିଗଲା ହାତୀ ଛୁଆର ଜୀବନ

ଢେଙ୍କାନାଳ(କେନ୍ୟୁଜ୍): କାଦୁଅରେ ପଡି ଚାଲିଗଲା ହାତୀର ଜୀବନ। ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ କଙ୍କିଳିକ ଗାଁ ଜରିତଇଳା ନିକଟରେ ପୋଖରୀ ଭିତରୁ ଛୁଆ ହାତୀର ମୃତଦେହ ଉଦ୍ଧାର। ମୃତ ହାତୀର ବୟସ ପ୍ରାୟ ୪ ବର୍ଷ ହେବ। ଏହି ଅଞ୍ଚଳରେ…

ଭଞ୍ଜନଗରରେ ହାତୀର ଦାନ୍ତ କାଟିନେବା ଘଟଣା, ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ୩ ଅଟକ

ଭଞ୍ଜନଗର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ହାତୀର ଦାନ୍ତ କାଟିନେବା ଘଟଣାରେ ମୃତ ହାତୀର ଶବ ବ୍ୟବଚ୍ଛେଦ କରିଛି ବନ ବିଭାଗ । ରିପୋର୍ଟ ଆସିବା ପରେ ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଉତ୍ତର-ଘୁମୁସର ବନଖଣ୍ଡର ବେଲଗୁଣ୍ଠା ସେକ୍ସନ କନ୍ଧନୂଆଁ ପଲ୍ଲୀ ଗାଁ ନିକଟରେ…

 ନୀଳଗିରି ବାରାଗଡ଼ିଆ ଗାଁରେ ଦନ୍ତା ହାତୀର ମୃତଦେହ ଠାବ

ବାଲେଶ୍ଵର(କେନ୍ୟୁଜ୍): ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଳକ ଅନ୍ତର୍ଗତ ବାରାଗଡ଼ିଆ ଗାଁରେ ଜଣେ ବ୍ୟକ୍ତିଙ୍କ ବାଡ଼ି ପଛପଟେ ଦନ୍ତା ହାତୀର ମୃତ୍ୟୁ।  ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।  ଖବର ପାଇ ଘଟଣାସ୍ଥଳରେ ବନବିଭାଗ ଜଗି ରହିଛ। ନୀଳଗିରି ରେଞ୍ଜର ବାରାଗଡିଆ ଗାଁର ପୁରସ୍ତମ ସିଂ ବାଡିରେ…

ଖୋର୍ଦ୍ଧା ବନଖଣ୍ଡ ଜଙ୍କିଆ ଗୋଳବାଇ ନିକଟରେ ବିଦ୍ୟୁତ୍ ଆଘାତରେ ଗଲା ପୁଣି ଏକ ହାତୀର ଜୀବନ

ଟାଙ୍ଗୀ(କେନ୍ୟୁଜ୍): ପୁଣି ଆଉ ଏକ ହାତୀର ମୃତ୍ୟୁ । ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜ ଜଙ୍କିଆ ଗୋଳବାଇ ନିକଟରେ ବିଦ୍ୟୁତ୍ ଆଘାତରେ ଏକ ହାତୀର ମୃତ୍ୟୁ ହୋଇଥିବା ଖବର। ମିଳିଛି । ହାତୀ ମୃତ୍ୟୁବରଣ କରିଥିବା ସ୍ଥାନରେ ଆଉ ଏକ ହାତୀ ଜଗି ରହିଛି। ଗତକାଲି ବିଳମ୍ବିତ ରାତିର ଘଟିଛି ଏହି ଅଘଟଣ।

ଭଞ୍ଜନଗର: ପୁଣି ଏକ ହାତୀର ଗଳିତ ମୃତଦେହ ଠାବ, ଘଟଣାସ୍ଥଳରେ ଜଗି ରହିଛନ୍ତି ପାଖାପାଖି ୨୦ରୁ ଉର୍ଦ୍ଧ୍ଵ ହାତୀ

ଭଞ୍ଜନଗର(କେନ୍ୟୁଜ୍): ପୁଣି ଏକ ହାତୀର ଗଳିତ ମୃତଦେହ ଠାବ । ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ମୁଜାଗଡ ବନାଞ୍ଚଳ ଅନ୍ତର୍ଗତ ଦଦରାଲୁଣ୍ଡା ଗାଁ ନିକଟ ବନ୍ଧଗୋଛା ଜଙ୍ଗଲରେ ପଡ଼ିଛି ହାତୀର ମୃତଦେହ । ଦୁଇ ଦିନ ପୂର୍ବରୁ ହାତୀଟି ମରିଥିବା ସନ୍ଦେହ କରାଯାଉଛି । କେହି ଶିକାରୀ ହାତୀକୁ ଗୁଳି…

ରାଜ୍ୟରେ ହାତୀ ମୃତ୍ୟୁ ଘଟଣାରେ ହେବ ଆହୁରି କଡା କାର୍ଯ୍ୟାନୁଷ୍ଠାନ, SIT ଗଠନ ହୋଇ ଚାଲିଛି ତଦନ୍ତ : ମନ୍ତ୍ରୀ ପ୍ରଦୀପ…

ଭୁବନେଶ୍ୱର(କେନ୍ୟୁଜ): ରାଜ୍ୟରେ ଦିନକୁ ଦିନ ବଢିି ଚାଲିଛି ହାତୀ ମୃତ୍ୟୁ । ରାଜ୍ୟରେ ହାତୀ ମୃତ୍ୟୁ ଘଟଣାରେ ଆହୁରି କଡା କାର୍ଯ୍ୟାନୁଷ୍ଠାନ ହେବ । ଏହା ଭିତରେ SIT ଗଠନ ହୋଇ ତଦନ୍ତ ଚାଲିଛି । ଆଗକୁ ଆହୁରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ…

କମିବ କ’ଣ ବଢି ଚାଲିଛି ମୃତ୍ୟୁ ସଂଖ୍ଯା, ସାତକୋଶିଆ କୁଶଖଲି ଜଙ୍ଗଲରେ ପୁଣି ଆଖିବୁଜିଲା ଚିକିତ୍ସାଧୀନ ହାତୀ

ଅନୁଗୁଳ(କେନ୍ୟୁଜ): ସାତକୋଶିଆରେ ପୁଣି ଏକ ହାତୀର ମୃତ୍ୟୁ। ସାତକୋଶିଆ ଅଭୟାରଣ୍ୟର ଟିକରପଡ଼ା ରେଞ୍ଜ କୁଶଖଲି ଜଙ୍ଗଲରେ ହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ହାତୀର ବୟସ ଆନୁମାନିକ ୫ ବର୍ଷ ହେବ। ଅସୁସ୍ଥ ହାତୀଟିର ଚିକିତ୍ସା ଚାଲିଥିଲା । ଚିକିତ୍ସାଧୀନ ଅବସ୍ଥାରେ ହାତୀଟିର…