Below header
Browsing Tag

elephant death

ଆନନ୍ଦପୁର: ଟୁଲୁକପଦା ଗାଁ ନିକଟରେ ମାଇହାତୀର ମୃତଦେହ ଠାବ

ଆନନ୍ଦପୁର(କେନ୍ୟୁଜ୍): ତେଲକୋଇ ବନାଞ୍ଚଳ କାଳିଆହତା ଫରେଷ୍ଟ ବିଟ କଳାପାଟ ସଂରକ୍ଷିତ ଜଙ୍ଗଲ ଟୁଲୁକପଦା ଗାଁ ନିକଟରେ ଏକ ମାଇହାତୀର ମୃତଦେହ ଠାବ । ତେବେ ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଆଜି ଟୁଲୁକପଦା ଗ୍ରାମର କିଛି ଲୋକ ଜଙ୍ଗଳକୁ ଯାଇଥିବା ବେଳେ ସେଠି ଏକ ମାଈ ହାତୀ…

ଆଠଗଡ଼ର ଗୁଳିମାଡ଼ ହାତୀ ମୃତ୍ୟୁ ଘଟଣା: ତଦନ୍ତ ଲାଗି ସ୍ୱତନ୍ତ୍ର ଇନଭେଷ୍ଟିଗେସନ୍‌ ଟିମ୍‌ ଗଠନ

ଆଠଗଡ଼(କେନ୍ୟୁଜ): ହାତୀ ମୃତ୍ୟୁ ପାଇଁ ଏସ୍‌ଆଇଟି। ଆଠଗଡ଼ରେ ହାତୀ କଙ୍କାଳ ମିଳିବା ଓ ଗୁଳିମାଡ଼ ହୋଇଥିବା ହାତୀର ମୃତ୍ୟୁ ଘଟଣାର ତଦନ୍ତ ଲାଗି ସ୍ୱତନ୍ତ୍ର ଇନଭେଷ୍ଟିଗେସନ୍‌ ଟିମ୍‌ ଗଠନ କରାଯାଇଛି। ଅନୁଗୁଳ ସର୍କଲର ଚିଫ୍‌ କନଜରଭେଟର ଅଫ୍‌ ଫରେଷ୍ଟଙ୍କ ଅଧ୍ୟକ୍ଷତାରେ ଗଠିତ ଟିମ୍‌ରେ କଞ୍ଜରଭେଟର…

ବହୁ କଷ୍ଟ ଯନ୍ତ୍ରଣା ସହିଲା ପରେ ଆଜି ଆଖିବୁଜିଲା ଗୁଳିବିଦ୍ଧ ଦନ୍ତାହାତୀ

ନରସିଂହପୁର (କେନ୍ୟୁଜ) : ବହୁ ଚର୍ଚ୍ଚିତ ଗୁଳି ବିଦ୍ଧ ହାତୀ ବହୁ କଷ୍ଟ ଯନ୍ତ୍ରଣା ସହିଲା ପରେ ଶେଷରେ ଜୀବନ ହାରିଛି। କିଛି ଦିନ ଗୁଳି ଖାଇଲା ପରେ ବେଶାହାର ହୋଇ କଷ୍ଟ ସହି ନପାରି ଜଙ୍ଗଲରୁ ବାହାରି ଗ୍ରାମ ମୁହାଁ ହୋଇଥିଲା ନିଜ ଜୀବନ ବଞ୍ଚାଇବା ପାଇଁ । ନିଜ ର ଜୀବନ ବଞ୍ଚାଇବା ପାଇଁ ବହୁ…

ଆନନ୍ଦପୁର ବନଖଣ୍ଡ ହଦଗଡ଼ ହସ୍ତି ଅଭୟାରଣ୍ୟ ପିତାନାଉ ଜଙ୍ଗଲରେ ହାତୀ ଦଳ ମଧ୍ୟରେ ସଂଘର୍ଷ, ଦନ୍ତାର ମୃତ୍ୟୁ

ଆନନ୍ଦପୁର(କେନ୍ୟୁଜ): ହାତୀ ଦଳ ମଧ୍ୟରେ ସଂଘର୍ଷ, ଦନ୍ତାର ମୃତ୍ୟୁ । ଆନନ୍ଦପୁର ବନଖଣ୍ଡ ହଦଗଡ଼ ହସ୍ତି ଅଭୟାରଣ୍ୟ ପିତାନାଉ ଜଙ୍ଗଲରେ ଦନ୍ତାହାତୀର ମୃତ୍ୟୁ ହୋଇଛି। ବନବିଭାଗ ଅଧିକାରୀଙ୍କ ସୂଚନାନୁଯାୟୀ, ଗତକାଲି ଗତକାଲି ୮ ଟିକିଆ ହାତୀପଲ ଜଙ୍ଗଲରେ ବୁଲୁଥିବାବେଳେ ଦୁଇଟି ଦନ୍ତା ମଧ୍ୟରେ…

ହାତୀ ମୃତ୍ୟୁ ଘଟଣାରେ ୬ ଗିରଫ, ୨ ରେଞ୍ଜରଙ୍କ ସମେତ ୩ ନିଲମ୍ବିତ

ନରସିଂହପୁର(କେନ୍ୟୁଜ): ହାତୀ ମୃତ୍ୟୁ ଘଟଣାରେ ୬ ଗିରଫ, ୨ ରେଞ୍ଜରଙ୍କ ସମେତ ୩ ନିଲମ୍ବିତ। କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ବଡମ୍ବା ରେଞ୍ଜ ଅଞ୍ଚଳରେ ହାତୀଙ୍କୁ ମାରି ପୋତିବା ଘଟଣାରେ କାର୍ଯ୍ୟାନୁଷ୍ଠାନ। ୨ ରେଞ୍ଜରଙ୍କ ସମେତ ୩ ନିଲମ୍ବିତ ଓ ଅନ୍ୟ ୬ ଜଣ ଗିରଫ ହୋଇଛନ୍ତି। କାର୍ଯ୍ୟରେ ଅବହେଳା…

ହାତୀ ମୃତ୍ୟୁ ମାମଲାରେ ୩ ଜଣଙ୍କୁ ଗିରଫ ପରେ ତେଜିଲା ଆନ୍ଦୋଳନ: ଠେଙ୍ଗା ଧରି ବୌଦ୍ଧ ବଘିଆପଡା ରେଂଜ ଅଫିସରେ ପଶିଲେ…

ବୌଦ୍ଧ (କେନ୍ୟୁଜ): ହାତୀ ମୃତ୍ୟୁ ମାମଲାରେ ୩ ଜଣଙ୍କୁ ଉଠାଇବା ପରେ ତେଜିଲା ଆନ୍ଦୋଳନ । ଟିକରପଡ଼ା ପଞ୍ଚାୟତ ବିରିଗଡ଼ ଅଞ୍ଚଳର ଶତାଧିକ ମହିଳା ଏବଂ ପୁରୁଷ ବଘିଆପଡା ସେକ୍ସନ ଅଫିସ ଏବଂ ବୌଦ୍ଧ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଛନ୍ତି । ବୌଦ୍ଧ ରେଞ୍ଜ ଅନ୍ତର୍ଗତ ବଘିଆପଡା ସେକ୍ସନରେ…

‘ନନ୍ଦ’କୁ କରାଯାଇନାହିଁ ଟ୍ରାଙ୍କୁଲାଇଜ୍, ଦେହ ଖରାପ ଯୋଗୁଁ ହଠାତ୍ ହୋଇଯାଇଥିଲା ଚେତାଶୂନ୍ଯ: ଚନ୍ଦକା…

ଭୁବନେଶ୍ୱର (କେନ୍ୟୁଜ୍‌): ଆଖି ବୁଜିଲା ବହୁଚର୍ଚ୍ଚିତ ନନ୍ଦ। ଭୁବନେଶ୍ୱର ଉପଖଣ୍ଡ ଚନ୍ଦକା ଡମପଡା ଅଭୟାରଣ୍ୟରେ କୁମ୍‌କି ହାତୀ ନନ୍ଦର ମୃତ୍ୟୁ ହୋଇଛି। ୨୦୧୦ରେ ନନ୍ଦକୁ ନନ୍ଦନକାନନରୁ ଚନ୍ଦକାର ଗୋଡ଼ିବାରୀକୁ ଅଣାଯାଇଥିଲା। ହିସ୍ର ଜନ୍ତୁଙ୍କୁ ସାବାଡ଼ କରିବା ପାଇଁ ନନ୍ଦକୁ କୁମ୍‌କି ପ୍ରଶିକ୍ଷଣ…

କେନ୍ଦୁଝର ସରୁକୁଦ ନିକଟରୁ ହାତୀ ମୃତ୍ୟୁ ଘଟଣା, ଭୁବନେଶ୍ୱରରୁ ଆସି ତଦନ୍ତ କରୁଛନ୍ତି ସ୍ୱତନ୍ତ୍ର ଟିମ୍‌

କେନ୍ଦୁଝର(କେନ୍ଯୁଜ୍): ହାତୀ ମୃତ୍ୟୁର ତଦନ୍ତ ଆରମ୍ଭ କଲା ବନବିଭାଗ। ଭୁବନେଶ୍ୱରରୁ ସ୍ୱତନ୍ତ୍ର ଟିମ୍‌ ଆସି ହାତୀ ମୃତ୍ୟୁର ସରଜମିନ ତଦନ୍ତ ଆରମ୍ଭ କରିଛନ୍ତି। କେନ୍ଦୁଝର ଜିଲ୍ଲା ବିଜେପି ରେଞ୍ଜ ସରୁକୁଦ ନିକଟରୁ ମଙ୍ଗଳବାର ଆଉ ଏକ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଥିଲା। ଗତ ଏକମାସ…

କେନ୍ଦୁଝରରେ ପୁଣି ମାଈ ହାତୀର ମୃତଦେହ ଉଦ୍ଧାର, ମାସକରେ ଗଲାଣି ୪ ଦନ୍ତାଙ୍କ ଜୀବନ

କେନ୍ଦୁଝର(କେନ୍ଯୁଜ୍): କେନ୍ଦୁଝର ଜିଲ୍ଲା ଭିଜେପି ରେଞ୍ଜ ଅନ୍ତର୍ଗତ ସରୁକୁଦର ଜଙ୍ଗଲ ନିକଟରୁ ଆଉ ଏକ ମାଈ ହାତୀର ମୃତଦେହ ଉଦ୍ଧାର । ଗତ ୭ ତାରିଖରେ ତଳଚମ୍ପେଇରେ ଏକ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଥିଲା । ମାସକ ମଧ୍ୟରେ ୪ ହାତୀଙ୍କ ମୃତ୍ୟୁ ପରେ ବନ ବିଭାଗର କାର୍ଯ୍ୟ ଦକ୍ଷତାକୁ ନେଇ…

ବାର୍‌ହା ଫାଶରେ ପଡ଼ି ଦନ୍ତାହାତୀର ମୃତ୍ୟୁ

ଢେଙ୍କାନାଳ(କେନ୍ଯୁଜ୍): ବାର୍‌ହା ଫାଶରେ ପଡ଼ି ଦନ୍ତାହାତୀର ମୃତ୍ୟୁ। ଢେଙ୍କାନାଳ ହିନ୍ଦୋଳ ବନାଞ୍ଚଳ କନ୍ତାମିଲା ଗାଁ ନିକଟ ଜଙ୍ଗଲରେ ଦନ୍ତାହାତୀର ମୃତ୍ୟୁ ହୋଇଛି। ଶିକାରୀମାନେ ବାର୍‌ହା ଶିକାର ପାଇଁ ବିଛାଇ ଥିବା ବିଦ୍ୟୁତ୍‌ ତାରରେ ଲାଗି ମୃତ୍ୟୁ ଆଶଙ୍କା କରାଯାଉଛି। ପାଖରେ ତାର…

ସୋରଡା ବନାଞ୍ଚଳ ନାଠିପଡ଼ା ଫରେଷ୍ଟ ନିକଟ କାଜୁ ଜଙ୍ଗଲରୁ ଦନ୍ତାର ମୃତଦେହ ଉଦ୍ଧାର

ସୋରଡା: ବିଦ୍ୟୁତ ତାର ଲାଗି ଦନ୍ତା ମୃତ। ଗଞ୍ଜାମ ଜିଲ୍ଲା ସୋରଡା ବନାଞ୍ଚଳ ନିକଟ ନାଠିପଡ଼ା ଫରେଷ୍ଟ ନିକଟ କାଜୁ ଜଙ୍ଗଲରୁ ହାତିର ମୃତଦେହ ଉଦ୍ଧାର କରାଯାଇଛି। ମୃତ ହାତୀର ବୟସ ୨୫ ବର୍ଷ ହେବ। ଏହି ଜଙ୍ଗଲ ଦେଇ ୮ଟି ହାତୀ ପ୍ରତିଦିନ ଯିବା ଆସିବା କରିଥାନ୍ତି। ହାତୀ ପଲରେ ୨ଟି ଦନ୍ତା ହାତୀ…

କେନ୍ଦୁଝର: ଟ୍ରେନ୍‌ ଧକ୍କାରେ ଗୁରୁତର ଦନ୍ତାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

କେନ୍ଦୁଝର: ଟ୍ରେନ୍‌ ଧକ୍କାରେ ଗୁରୁତର ଦନ୍ତାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଶଗଡପଟା ରେଳ ଷ୍ଟେସନ୍‌ ନିକଟ ବାଘୁଆ ନାଳ ନିକଟରେ ଏକ ଦନ୍ତା ରାସ୍ତା ପାର ହେଉଥିବାବେଳେ ମାଲବାହୀ ଟ୍ରେନ୍‌ ହାତୀକୁ ଧକ୍କା ଦେଇଥିଲା। ଫଳରେ ହାତୀଟି…