Browsing Tag

elephant death

କେନ୍ଦୁଝର: ଟ୍ରେନ୍‌ ଧକ୍କାରେ ଗୁରୁତର ଦନ୍ତାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

କେନ୍ଦୁଝର: ଟ୍ରେନ୍‌ ଧକ୍କାରେ ଗୁରୁତର ଦନ୍ତାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଶଗଡପଟା ରେଳ ଷ୍ଟେସନ୍‌ ନିକଟ ବାଘୁଆ ନାଳ ନିକଟରେ ଏକ ଦନ୍ତା ରାସ୍ତା ପାର ହେଉଥିବାବେଳେ ମାଲବାହୀ ଟ୍ରେନ୍‌ ହାତୀକୁ ଧକ୍କା ଦେଇଥିଲା। ଫଳରେ ହାତୀଟି…

ଶିକାରୀଙ୍କ ଟାର୍ଗେଟରେ ଶିମିଳିପାଳ ଅଭୟାରଣ୍ୟ: ହାତୀ ଏଠାରେ କେତେ ସୁରକ୍ଷିତ? ୪୫ କେଜି ଦାନ୍ତ ସହ ୨ ମାଫିଆ ଗିରଫ

ବାରିପଦା: ବନ ବିଭାଗକୁ ମିଳିିଲା ବଡ ସଫଳତା। ୪୫ କେଜି ହାତୀ ଦାନ୍ତ ଜବତ ସହ ୨ଜଣ ମାଫିଆକୁ ଗିରଫ କରିବାକୁ ସକ୍ଷମ ହୋଇଛନ୍ତି ବନ କର୍ମଚାରୀ । ନିଜେ ଗ୍ରାହକ ସାଜି ହାତୀଦାନ୍ତ ମୁଲଚାଲ କରିବାକୁ ଯାଇଥିଲେ ବନବିଭାଗ କର୍ମଚାରୀ। ୧୮ଲକ୍ଷ ଟଙ୍କାରେ ହାତୀଦାନ୍ତ ବିକ୍ରୀ ପାଇଁ ସରିଥିଲା ମୂଲଚାଲ।…

କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ୨୦ ଦିନରେ ଗଲାଣି ୭ ହାତୀଙ୍କ ଜୀବନ: କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଜଣେ ବନ…

କଳାହାଣ୍ଡି : କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଜଣେ ବନ କର୍ମଚାରୀଙ୍କ ନିଲମ୍ବନ କରାଯାଇଛି । ସେହେଲେ ପ୍ରାଣୀଧନ ସହାୟତା କେନ୍ଦ୍ର ନିରୀକ୍ଷକ ଗଣେଶ ରାମ ପୂଝରି । କର୍ତ୍ତବ୍ୟରେ ଅବହେଳା ଯୋଗୁଁ ନିଲମ୍ବନ କରାଯାଇଛି । ଅଭୟାରଣ୍ୟରେ ୨୦ ଦିନରେ ୭ ହାତୀ ମୃତ୍ୟୁ…

କର୍ଲାପାଟରେ ହାତୀ ମଡ଼କକୁ ନେଇ ଚିନ୍ତା: ଅଭୟାରଣ୍ୟରେ ଲାଗିଲା ଟ୍ରାପ ଓ ଡ୍ରୋନ କ୍ୟାମେରା, ଆଜିଠୁ ୨୨ଯାଏ ତଦନ୍ତ କରିବେ…

କଳାହାଣ୍ଡି: କଳାହାଣ୍ଡି କର୍ଲାପାଟରେ ହାତୀ ମଡ଼କ ବଢାଇଛି ଚିନ୍ତା। ଅଭୟାରଣ୍ୟରେ ଲାଗିଲା ଟ୍ରାପ ଓ ଡ୍ରୋନ କ୍ୟାମେରା। ହାତୀଙ୍କ ଶରୀରର ଉତ୍ତାପରୁ ରୋଗ ସଂପର୍କରେ ସୂଚନା ପାଇଁ ଲାଗିଛି ଥର୍ମାଲ ସେନ୍ସିଂ ଡ୍ରୋନ କ୍ୟାମେରା। ହାତୀଙ୍କୁ ସୁସ୍ଥ ରଖିବାକୁ ସେମାନଙ୍କୁ କଦଳୀରେ ଆଣ୍ଟିବାୟୋଟିକ…

କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କର ଚାଲିଛି କାରଣ ଖୋଜା, ଭବାନୀପାଟଣାରେ ପହଁଚିଲେ ଭୁବନେଶ୍ୱର OUATର ଏକ…

କଳାହାଣ୍ଡି : କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟ ରେ ହାତୀ ମଡ଼କର ଚାଲିଛି କାରଣ ଖୋଜା। ଭୁବନେଶ୍ୱର OUATର ଏକ ବିଶେଷଜ୍ଞ ଦଳ ଭବାନୀପାଟଣାରେ ପହଞ୍ଚିଛନ୍ତି। ୧୪ଦିନ ମଧ୍ୟରେ ୬ଟି ହାତୀର ମୃତ୍ୟୁ ଘଟିବା ପରେ ହାତୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଭୟାରଣ୍ୟର ଘୁଷୁରୀଗୁଡି ନାଳ…

କଳାହାଣ୍ଡି: କାର୍ଲାପାଟ ରିଜର୍ଭ ଫରେଷ୍ଟ ଘୁଷୁରୀଗୁଡ଼ି ନିକଟରେ ପୁଣି ହାତୀ ମୃତ୍ୟୁ, ଜିଲ୍ଲାରେ ୧୨ ଦିନରେ ଗଲାଣି ୪ଟି…

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାରେ ସାଂଘାତିକ ରୂପ ନେଲାଣି ହାତୀ ମୃତ୍ୟୁ । କାର୍ଲାପାଟ ରିଜର୍ଭ ଫରେଷ୍ଟ ଘୁଷୁରୀଗୁଡ଼ି ନିକଟରେ ପୁଣି ଗୋଟିଏ ୪୫ ବର୍ଷୀୟ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜିଲ୍ଲାରେ ୧୨ ଦିନରେ ୪ଟି ହାତୀଙ୍କ ମୃତ୍ୟୁ ହେଲାଣି । ପୂର୍ବରୁ ମୃତ୍ୟୁ ଘଟିଥିବା ହାତୀ…

ଅଳ୍ପକେ ଟଳିଲା ଏକ ବଡ଼ ଦୁର୍ଘଟଣା: ହାତୀକୁ ଧକ୍କା ଦେଲା ପରେ ଲାଇନ୍‌ଚ୍ୟୁତ ହେଲା ପୁରୀ-ସୁରଟ ଏକ୍ସପ୍ରେସ୍‌ , ଦନ୍ତାର…

ସମ୍ବଲପୁର: ସମ୍ବଲପୁରର ହାତୀବାରି ଓ ମାନେଶ୍ୱର ଷ୍ଟେସନ୍ ମଧ୍ୟସ୍ଥ ଭବାନୀପାଲିରେ ପୁରୀ-ସୁରତ ଏକ୍ସପ୍ରେସ ଟ୍ରେନ୍ ଧକ୍କାରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଥିବା ବେଳେ ‌ଏହାର ସମ୍ମୁଖ‌ ଇଞ୍ଜିନ୍‌ର ୬ଟି ଚକ ଲାଇନ୍‌ଚ୍ୟୁତ ହୋଇଯାଇଥିବା ଜଣାପଡିଛି। ଗତକାଲି ରାତି ପ୍ରାୟ ୨ଟା ବେଳେ ଏହି ଅଘଟଣ…

ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ଏକ ମାଈ ହାତୀର ମୃତଦେହ ଉଦ୍ଧାର

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ହାତୀର ମୃତ୍ୟୁ । ମୁଜାଗଡ଼ ବନ୍ୟାଞ୍ଚଳ ଅନ୍ତର୍ଗତ ଦୁର୍ଗାପ୍ରସାଦ ନିକଟରେ ମାଈ ହାତୀର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛନ୍ତି । ହାତୀର ବୟସ ୫ ବର୍ଷ ହେବ ବୋଲି…

ଆଠଗଡ଼ ବନଖଣ୍ଡରେ ଦନ୍ତା ହାତୀର ମୃତ୍ୟୁ, ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ DFO

ଆଠଗଡ଼: ଗତକାଲି ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣି ରେଞ୍ଜ ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲର ଘାସୁଆରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି। ବାର୍ଦ୍ଧକ୍ୟ ବା କୌଣସି ଅଜଣା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା କହିଛନ୍ତି ଆଠଗଡ଼ DFO ସସ୍ମିତା ଲେଙ୍କା। ଦନ୍ତାହାତୀ ଟିର ବୟସ ପାଖପାଖି…

୧୮ଘଣ୍ଟାର ଅପରେସନ୍‌ ପରେ ହାତୀ ହତ୍ୟାକାରୀ ଶଙ୍କର ମହାନ୍ତ ଗିରଫ, ଚମ୍ପୁଆ ବନାଞ୍ଚଳରୁ କାବୁ କଲା ପାଲଲହଡା ବନ ବିଭାଗ

କେନ୍ଦୁଝର: କେନ୍ଦୁଝର ଓ ଦେବଗଡ ଜଙ୍ଗଲ ବିଭାଗ ପକ୍ଷରୁ ମିଳିତ ଭାବେ ଟ୍ରାକିଂ ପରେ ହାତୀ ହତ୍ୟାକାରୀ ଗିରଫ। ୧୮ଘଣ୍ଟାର ଅପରେସନ୍ ପରେ ମୁଖ୍ୟ ଅଭିଯୁକ୍ତ ଶଙ୍କର ମହାନ୍ତକୁ ଚମ୍ପୁଆ ବନାଞ୍ଚଳରୁ ଗିରଫ କଲା ପାଲଲହଡା ବନାଞ୍ଚଳ ଅଧିକାରୀ। ଗତ ଦୁଇ ଦିନ ତଳେ ଅନୁଗୁଳ ଜିଲ୍ଲା ଦେବଗଡ଼ ବନଖଣ୍ଡ…

ବୌଦ୍ଧ: ମାଧପୁର ରେଞ୍ଜ ଅଧିନ ମୁଣ୍ଡେଶ୍ୱର ଜଙ୍ଗଲରେ ଶିକାରୀ ଗୁଳିରେ ଦନ୍ତା ମୃତ

ବୌଦ୍ଧ : ବୌଦ୍ଧ ଜିଲ୍ଲା ମାଧପୁର ରେଞ୍ଜ ଅଧିନ ମୁଣ୍ଡେଶ୍ୱର ଜଙ୍ଗଲରେ ଶିକାରୀଙ୍କ ଗୁଳିରେ ଦନ୍ତା ହାତୀର ମୃତ୍ଯୁ ହୋଇଥିବା ସୂଚନା ମିଳିଛି । ଦୁଃଖର କଥା ମୃତ ହାତୀ ଦେହର ବିଭିନ୍ନ ସ୍ଥାନରେ ଗୁଳି ବାଜିଥିବା ଦେଖିବାକୁ ମିଳିଛି । ମୃତ ଦନ୍ତାର ବୟସ ପାଖାପାଖି ୩ବର୍ଷରୁ ଊର୍ଦ୍ଧ୍ୱ ହେବ…

ଢେଙ୍କାନାଳ: ଟ୍ରକ୍ ଧକ୍କାରେ ଗଲା ଗଜରାଜର ଜୀବନ, ରାସ୍ତା ପାର ହେଉଥିବା ସମୟରେ ଅଘଟଣ

ଢେଙ୍କାନାଳ(କେନ୍ୟୁଜ୍): ପୁଣି ସଙ୍କଟରେ ଗଜରାଜ। ଟ୍ରକ୍ ଧକ୍କାରେ ହାତୀର ମୃତ୍ୟୁ। ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଜୀବନଖୋଲ ନିକଟରେ ଦନ୍ତା ହାତୀର ମୃତ୍ୟୁ ହୋଇଛି। ହାତୀ ପଲ ରାସ୍ତା ପାର ହେଉଥିବା ସମୟରେ ଟ୍ରକଟି ଧକ୍କା ଦେଇଥିବା ସନ୍ଦେହ କରାଯାଉଛି। ଆଜି ଭୋର ସମୟରେ ଦୁର୍ଘଟଣା ଘଟିଛି।…