ଗାଁ ମୁହାଁ ୨୭ ଟିକିଆ ହାତୀପଲ, ଜଙ୍ଗଲ ମଧ୍ୟକୁ ନଯିବାକୁ ସ୍ଥାନୀୟ ବାସିନ୍ଦାଙ୍କୁ ନିର୍ଦ୍ଦେଶ
କରଞ୍ଜିଆ (କେନ୍ୟୁଜ): ପୁଣି ବାହୁଡିଲେ ୨୭ ଟିକିଆ ହାତୀପଲ । ସକାଳୁ ସକାଳୁ କେନ୍ଦୁଝର ବୈତରଣୀ ନଦୀ ପାର ହେଇ ମୟୁରଭଞ୍ଜର ଶୁକୃଲି ବ୍ଲକରେ ପ୍ରବେଶ କରିଛନ୍ତି ୨୭ ଟିକିଆ ହାତୀପଲ । ହାତୀଙ୍କ ଯୋଗୁ ୨୦ରୁ ଉର୍ଦ୍ଧ୍ବ ଗାଁରେ ଆତଙ୍କ ଲାଗି ରହିଛି । ଏବେ ହାତୀପଲ ହଳଦିଆ ଜଙ୍ଗଲରେ ଥିବା ବନ ବିଭାଗ…