Below header
Browsing Tag

elephant

କଳାହାଣ୍ଡି: ଡାଳ ପକାଇ ରାସ୍ତା ଅବରୋଧ କଲେ ଗଜରାଜ, ପ୍ରାୟ ଦୁଇଘଣ୍ଟା ଧରି ଉଭୟ ପାର୍ଶ୍ୱରେ ଅଟକି ରହିଲା ଗାଡି

କଳାହାଣ୍ଡି : ଜଙ୍ଗଲୀ ହାତୀଙ୍କ ଆତଙ୍କ । ଡାଳ ପକାଇ ରାସ୍ତା ଅବରୋଧ କଲେ ଗଜରାଜ । କଳାହାଣ୍ଡି ଭାବନୀପାଟଣା ଠାରୁ ଥୁଆମୂଳ ରାମପୁର ରାସ୍ତା ଘାଟି ନିକଟରେ ଡାଳ ପକାଇ ରାସ୍ତା ଅବରୋଧ କରିଛନ୍ତି ହାତୀପଲ । ଫଳରେ ରାସ୍ତାର ଦୁଇ ପାର୍ଶ୍ୱରେ ୩୦ରୁ ଉର୍ଦ୍ଧ୍ୱ ସଂଖ୍ୟାରେ ଗାଡି ଅଟକି ରହିଥିଲା…

ହାତୀ ପାଇଁ ହଟ୍ଟହଟ୍ଟା ବନବିଭାଗ: ୭ଜଣ କର୍ମଚାରୀଙ୍କୁ ତାଲା ପକାଇ ରଖିଲେ ଗ୍ରାମବାସୀ, କ୍ଷତିପୂରଣ ଦାବି

ଆଠଗଡ଼: ହାତୀ ପାଇଁ ବନବିଭାଗ କର୍ମଚାରୀ ହଟ୍ଟହଟ୍ଟା। ୭ଜଣ କର୍ମଚାରୀଙ୍କୁ ଘରେ ତାଲା ପକାଇ ରଖିଲେ ଗ୍ରାମବାସୀ। ପ୍ରାୟ ୩ଘଣ୍ଟା ଧରି ଘର ଭିତରେ ବନ୍ଦ ହୋଇ ରହିଛନ୍ତି । ଆଠଗଡ଼ ଗଉଡଝର ତଳଗଡ଼ି ଗାଁରେ ଘଟିଛି ଏଭଳି ଘଟଣା। ଗାଁରେ କିଛି ଦିନ ଧରି ମାତିଛି ଦନ୍ତା ହାତୀ । ଆକ୍ରମଣରେ ୬ଟି ମଇଁଷି…

ଢେଙ୍କ‌ାନାଳ ଧଉରାମରା ଗ୍ରାମରେ ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ଢେଙ୍କାନାଳ: ଢେଙ୍କ‌ାନାଳ ଜିଲ୍ଲା ବେଲଟିକିର ପଞ୍ଚାୟତର ଧଉରାମରା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ବଣସିଂହ ପଂଚାୟତ ମୁଲିଆପୁର ଗ୍ରାମର ଲକ୍ଷ୍ମଣ ମହାନ୍ତି (୭୦)ଗତ କାଲି ଝିଅ ଘର ଧଉରାମରା ଗ୍ରାମକୁ ବୁଲିବାକୁ ଆସିଥିଲେ। ଆଜି ଭୋରୁ ସେ ଘର…

ଢେଙ୍କାନାଳ କାଇଁଶ ଗ୍ରାମରେ ଅଭାବନୀୟ ଘଟଣା, ଫସଲ ଜଗିଥିବାବେଳେ ଚାଷୀଙ୍କୁ ଦଳି ମାରିଲା ଦନ୍ତା

ଢେଙ୍କାନାଳ : ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ କାଇଁଶ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି। ମୃତ ଚାଷୀ ଜଣଙ୍କ ହେଉଛନ୍ତି ରମେଶ ସାହୁ। ସେ ନିଜ ବାଡ଼ିରେ ପନିପରିବା ଫସଲ ଜଗି ଥିଲେ। ବିଳମ୍ବିତ ରାତିରେ ଗୋଟିଏ ଦନ୍ତାହାତୀ ଫସଲ ନଷ୍ଟ କରୁଥିବାରୁ ତାକୁ ଘଉଡ଼ାଇବା ଯିବା…

କଟକ ହରିଡାପାଳ ଗାଁରେ ବଣୁଆ ହାତୀପଲଙ୍କ ଆତଙ୍କ: ଘର ଭାଙ୍ଗିବା ସହ କଲେ ଆକ୍ରମଣ, ୩ ଆହତ

ଚୌଦ୍ବାର: ଦିନକୁ ଦିନ ହାତୀପଲଙ୍କ ଉତ୍ପାତ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଟକ ହରିଡ଼ାପାଳ ଗ୍ରାମରେ । କଟକ ବନଖଣ୍ଡ ଅଧୀନ ଡାଳିଯୋଡା ରେଞ୍ଜ ଅନ୍ତର୍ଗତ ଟାଙ୍ଗୀ-ଚୌଦ୍ୱାର ବ୍ଲକ୍‌ର କରଂଜି ପଂଚାୟତ ସ୍ଥିତ ହରିଡ଼ାପାଳ ଗ୍ରାମରେ ଗତକାଲି ରାତି…

ସୁବର୍ଣ୍ଣପୁରରେ ୫୦ଟିକିଆ ହାତୀ ପଲଙ୍କ ଉପଦ୍ରବ: ଧାନ ଚାଉଳ ଖାଇବା ସହ ନଷ୍ଟ କରିଦେଉଛନ୍ତି ଘରଦ୍ବାର, ଭୟରେ ମସାଲ ଧରି…

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାରେ କମୁନାହିଁ ହାତୀ ଉପଦ୍ରବ । ଦୀର୍ଘ ୨ ମାସରୁ ଅଧିକ ସମୟ ହେବ ଜିଲ୍ଲାରେ ବଢିବଢି ଚାଲିଛି ହାତୀ ଉପଦ୍ରବ । ପ୍ରଥମେ ଧାନ ଫସଲ ଆଉ ଘରମୁହାଁ ହୋଇଛନ୍ତି ହାତୀପଲ । ଘର ଭାଙ୍ଗିବା ସହ ଖାଇଯାଉଛନ୍ତି ଧାନ ଚାଉଳ । ନଷ୍ଟ କରିଦେଉଛନ୍ତି ଘରର ଆସବା ପତ୍ର । ଭୟ…

କରଞ୍ଜିଆ ଉପଖଣ୍ଡରେ ହାତୀ ଉପଦ୍ରବ: ୨୨୦ ନମ୍ବର ଜାତୀୟ ରାଜପଥକୁ ଅବରୋଧ କଲେ ଅସନ୍ତୋଷ ଗ୍ରାମବାସୀ

କରଞ୍ଜିଆ : କରଞ୍ଜିଆ ଉପଖଣ୍ଡରେ ଚିନ୍ତା ବଢ଼େଇ ଦେଇଛି ହାତୀ ଉପଦ୍ରବ। କେତେ ବେଳେ ଧାନ ଫସଲ ନଷ୍ଟ କରୁଛନ୍ତି ଆଉ କେତେ ବେଳେ ଘର ଭାଙ୍ଗୁଛନ୍ତି ୨୪ଟିକିଆ ହାତୀପଲ । ଏବେ କରଞ୍ଜିଆ ଉପଖଣ୍ଡରେ ମୁଖ୍ୟ ସମସ୍ୟା ଭାବରେ ଦେଖା ଦେଇଛି ହାତୀ ଉପଦ୍ରବ। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡକୁ ବର୍ଷରେ…

ଗୋଠରୁ ଅଲଗା ହୋଇ ରହିଥିବା ହାତୀ ଛୁଆକୁ ଗ୍ରହଣ କଲେନି ହାତୀପଲ, ଶେଷରେ ନିଜ ହେପାଜତକୁ ନେଲା ବନବିଭାଗ

ବ୍ରହ୍ମପୁର: ଗୋଠରୁ ଅଲଗା ହୋଇ ରହିଥିବା ହାତୀ ଛୁଆକୁ ନିଜ ହେପାଜତକୁ ନେଲା ବନବିଭାଗ। ତାକୁ ନନ୍ଦନକାନନ ପଠାଯିବାକୁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ବ୍ରହ୍ମପୁର DFO। ଗଞ୍ଜାମ ଜିଲ୍ଲା ବାହୁଦା ନଦୀ ଜଳଘେରରେ ଏକ ହାତୀ ପଲ ଫସି ରହିଯାଇଥିଲେ ୧୫ଟି ହାତୀ। ଖବର ପାଇ ବନବିଭାଗ ଓ…

ବନ ବିଭାଗର ଉଦ୍ଯମ ପରେ ଉଦ୍ଧାର ହେଲେ ପଙ୍କ ଭିତରେ ଫଶିଥିବା ହାତୀପଲ

ବ୍ରହ୍ମପୁର: ଉଦ୍ଧାର ହେଲେ ପଙ୍କ ଭିତରେ ଫଶିଥିବା ହାତୀପଲ । ଉଦ୍ଧାର ହେବା ପରେ ହାତୀପଲ ସୋରଳ-ସୁନାପୁର ବାହୁଦା ନଦୀ ନିକଟରେ ଥିବା ଏକ ବିଲ ନିକଟରେ ରହିଛନ୍ତି । ସୂଚନା ଥାଉକି ଆଜି ସକାଳୁ ପଙ୍କ ଭିତରେ ଫଶିଯାଇଥିଲେ ହାତୀପଲ । ବ୍ରହ୍ମପୁର ରେଞ୍ଜ ଅନ୍ତର୍ଗତ ସୋରଳ- ସୁନାପୁର ମଧ୍ୟ…

ବ୍ରହ୍ମପୁର: ସୋରଳ-ସୁନାପୁର ମଧ୍ୟ ବାହୁଦା ନଦୀ ନିକଟ ଏକ ପଙ୍କୁଆ ସ୍ଥାନରେ ଫଶିଲେ ହାତୀପଲ, ଉଦ୍ଧାର ପାଇଁ ଚାଲିଛି…

ବ୍ରହ୍ମପୁର : ପଙ୍କ ଭିତରେ ଫଶିଗଲେ ହାତୀପଲ । ବ୍ରହ୍ମପୁର ରେଞ୍ଜ ଅନ୍ତର୍ଗତ ସୋରଳ- ସୁନାପୁର ମଧ୍ୟ ବାହୁଦା ନଦୀ ନିକଟ ଏକ ପଙ୍କୁଆ ସ୍ଥାନରେ ଫଶିଛନ୍ତି ଦଶ ଟିକିଆ ହାତୀ ପଲ। ଆନ୍ଧ୍ର ସୀମାନ୍ତ ଦେଇ ହାତୀ ପଲ ପାର ହେଉଥିବା ବେଳେ ପଶିଯାଇଥିବା ଅନୁମାନ କରାଯାଉଛି। ଖବର ପାଇ ଘଟଣାସ୍ଥଳକୁ ବନ…

କଟକ ଚୌଦ୍ୱାର ୧୭ ନମ୍ବର ଓ୍ଵାର୍ଡ ଧୂମାବତୀ ଲେନ୍‌ ଅଞ୍ଚଳରେ ହାତୀ ଉପଦ୍ରବ, ପାଚିଲା ଧାନ ଖାଇବା ସହ ନଷ୍ଟ କରୁଛନ୍ତି…

ଚୌଦ୍ୱାର: ନିଦ ହଜାଉଛନ୍ତି ହାତୀପଲ । କଟକ ଚୌଦ୍ୱାର ୧୭ ନମ୍ବର ଓ୍ଵାର୍ଡ ଧୂମାବତୀ ଲେନ୍‌ ଅଞ୍ଚଳରେ ହାତୀ ଉପଦ୍ରବ । ପାଚିଲା ଧାନ ଖାଇବାକୁ ହତୀପଲ ଗାଁ ମୁହାଁ ହେଉଥିବା ଜଣାପଡିଛି । ଛତିଶାପାଟରେ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ଫଳରେ ଚାଷୀ ତାର  ବର୍ଷକର ଅମଳ ହରାଇଛି । ଆଜିକୁ…