ଅଟୋକୁ ଆକ୍ରମଣ କଲେ ହାତୀପଲ: ମହିଳା ମୃତ , ୩ ଆହତ
ମୟୂରଭଞ୍ଜ: ଅଟୋକୁ ଆକ୍ରମଣ କଲେ ହାତୀପଲ । ମହିଳା ମୃତ , ୩ ଆହତ । ଅଳ୍ପକେ ବର୍ତ୍ତିଲେ ୪ ଯାତ୍ରୀ । ମୟୂରଭଞ୍ଜ ଜିଲ୍ଲା ବାରମାଇଲ-ଚିତ୍ରଡ଼ା ରାସ୍ତାର ଅସ୍ତିଆବନ୍ଧ ନିକଟରେ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ରୀନା ନାୟକ । ଅଟୋଟି ୮ଜଣ ଯାତ୍ରୀଙ୍କୁ ନେଇ ଅମର୍ଦାରୁ ବାରିପଦା ଯାଉଥିଲା । …