Browsing Tag

employees

ବିଳମ୍ବରେ ଅଫିସ ଆସିବା ଓ କାର୍ଯ୍ୟରେ ଅବହେଳା, CMC ଯୁଗ୍ମ କମିଶନରଙ୍କ ସହ ୩୦ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ

କଟକ : ସିଏମସି ଯୁଗ୍ମ କମିଶନରଙ୍କ ସହ ୩୦ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ।  ବିଳମ୍ବରେ ଅଫିସ ଆସିବା ଓ କାର୍ଯ୍ୟରେ ଅବହେଳା ପାଇଁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ସିଏମସି କମିଶନର । ଘଟଣା ପରେ କଟକ ମେୟର କହିଛନ୍ତି, ଏହା ଆରମ୍ଭ ମାତ୍ର ।  ଅନେକ ସମୟରେ ଅଧିକାରୀ ଓ କିରାଣୀ…

RWSS କନିଷ୍ଠ ଯନ୍ତ୍ରୀଙ୍କୁ ପରିସ୍ରା ପିଆଇବା ଘଟଣାରେ ତଦନ୍ତ, ସସସ୍ତ କର୍ମଚାରୀଙ୍କ ହେବ ପରିସ୍ରା ଟେଷ୍ଟ

ମୋହନା : ଗଜପତି ଜିଲ୍ଲା ଆର. ଉଦୟଗିରି RWSS କନିଷ୍ଠ ଯନ୍ତ୍ରୀ ସଚିନ ଗୌଡ଼ଙ୍କୁ ପରିସ୍ରା ପିଆଇବା ଘଟଣାରେ ପୋଲିସର ତଦନ୍ତ । RWSS କାର୍ଯ୍ୟାଳୟର ସସସ୍ତ କର୍ମଚାରୀଙ୍କ ପରିସ୍ରା ନମୁନା ପରୀକ୍ଷା ହେବ । ଘଟଣାରେ ପିଅନ ଶିବ ନାରାୟଣ ନାୟକଙ୍କୁ ପଚରାଉଚରା କରି ଛାଡ଼ିଛି ପୋଲିସ । ଘଟଣାରେ RWSS…

ବିଦା ହେବେ ଅପାରଗ ସରକାରୀ ଅଧିକାରୀ ଓ କର୍ମଚାରୀ, ସବୁ ବିଭାଗକୁ ଚିଠି ଲେଖିଲେ ମୁଖ୍ୟ ସଚିବ

ଭୁବନେଶ୍ୱର : ଅସାଧୁ ଓ ଅପାରଗ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କୁ ଅବସର ପୂର୍ବରୁ ଚାକିରିରୁ ବିଦା କର । କାର୍ଯ୍ୟରେ ସନ୍ଦେହଜନକ ରହୁଥିବା, ସଚ୍ଚୋଟତାର ଅଭାବ ଥିବା କିମ୍ବା ଅପାରଗ ଅଧିକାରୀ ଓ କର୍ମଚାରୀଙ୍କୁ ଅବସର ପୂର୍ବରୁ ସରକାରୀ ଚାକିରିରୁ ବହିଷ୍କାର କରିବାକୁ ମୁଖ୍ୟ ସଚିବଙ୍କ…

ଆକ୍ସନ ମୋଡରେ ବୌଦ୍ଧ ଜିଲ୍ଲାପାଳ: କାର୍ଯ୍ଯରେ ଅବହେଳା ପାଇଁ ୪ କର୍ମଚାରୀଙ୍କ ବନ୍ଦ କଲେ ଦରମା

ବୌଦ୍ଧ (କେନ୍ୟୁଜ): ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ଅଚାନକ ହରଭଙ୍ଗା ତହସିଲ ଅଫିସ ପରିଦର୍ଶନ କରିଥିଲେ । ସେ ଅଫିସ୍‌ର ହାଜିରା ରେଜିଷ୍ଟର ଓ କ୍ୟାସ୍‌ ବୁକ୍‌ ଯାଞ୍ଚ କରିଥିଲେ। ତେବେ ହାଜିରା ରେଜିଷ୍ଟରରେ ଦସ୍ତଖତ ଅନିୟମିତତା ଓ କ୍ୟାସବୁକ୍‌ ଅପଡେଟ ହୋଇନଥିବା ଦେଖିବାକୁ ପାଇଥିଲେ।…

ସପ୍ତାହରେ ମୋଟ ୪୦ ଘଣ୍ଟା କାମ କରିବେ କର୍ମଚାରୀ! ଏହି ଦେଶର ସରକାର କଲେ ନୂଆ ଯୋଜନା

ସରକାରୀ ହୁଅନ୍ତୁ କି ବେସରକାରୀ କର୍ମଚାରୀ, ସମସ୍ତେ ଛୁଟି ଦିନକୁ ଅପେକ୍ଷା କରି ଥାଆନ୍ତି। କେଉଁଠି ସପ୍ତାହରେ ଗୋଟିଏ ଦିନ ଛୁଟି ରହିଥାଏ ତ ଆଉ କେଉଁଠି କର୍ମଚାରୀମାନଙ୍କୁ ଦୁଇ ଦିନ ଛୁଟି ମିଳିଥାଏ। ଏହାରି ଭିତରେ ଚିଲି ରାଷ୍ଟ୍ରପତି ଏକ ନୂଆ ଯୋଜନା କରିଛନ୍ତି, ଯାହା ମୁତାବକ,…

Apple ଶହ ଶହ କର୍ମଚାରୀଙ୍କୁ ଚାକିରିରୁ ବିଦା କଲା, ଜଣାଇଲା ଏହି ବଡ଼ କାରଣ…ଜାଣନ୍ତୁ କ’ଣ

ସାରା ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଭଳି ପରିସ୍ଥିତି ଧୀରେ ଧୀରେ ଉପୁଜିବା ଆରମ୍ଭ କଲାଣି। ଦୁନିଆର ଅନେକ ବଡ଼ ତଥା ଜଣାଣୁଣା କମ୍ପାନୀ ନିଜର ବହୁ ସଂଖ୍ୟକ କର୍ମଚାରୀଙ୍କୁ ଚାକିରିରୁ ବାହାର କରି ଦେଲେଣି। ଏବେ ଛଟେଇ କରୁଥିବା କମ୍ପାନୀ ତାଲିକାରେ ଯୋଡ଼ି ହୋଇଛି ‘Apple’ର ନାମ। ଏହା ବିଶ୍ୱର…

ପାର୍ବଣ ପାଇଁ ପ୍ରସ୍ତୁତି! ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ବଢିପାରେ ମାସିକ ଦରମା

ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ ମହଙ୍ଗା ଭତ୍ତା ଏବଂ ମହଙ୍ଗା ରିଲିଫ୍ ବୃଦ୍ଧି ପାଇଁ ଅପେକ୍ଷା କରିଛନ୍ତି। ସେପ୍ଟେମ୍ବରରୁ କର୍ମଚାରୀମାନେ ସେମାନଙ୍କର ବର୍ଦ୍ଧିତ ମହଙ୍ଗା ଭତ୍ତା ଏବଂ ମହଙ୍ଗା ରିଲିଫ୍ ପାଇବେ। ଏହି ବିଷୟରେ ବିଭିନ୍ନ ରିପୋର୍ଟ ମଧ୍ୟ ଆସୁଛି ଯେ,…

୫୨ ଲକ୍ଷ ସରକାରୀ କର୍ମଚାରୀଙ୍କୁ ମିଳିଲା ଏହି ବଡ଼ ରିହାତି, ଜାଣନ୍ତୁ ଏହାକୁ କିପରି କରିବେ

କେନ୍ଦ୍ର କର୍ମଚାରୀ ଙ୍କୁ ଦିଆଯାଉଥିବା ଚିଲଡ୍ରେନ ଏଜୁକେଶନ ଅଲାଉନ୍ସ (CEA) ସମ୍ପର୍କରେ କେନ୍ଦ୍ର ସରକାର ସ୍ପଷ୍ଟୀକରଣ ଦେଇଛନ୍ତି । କୋଭିଡ-19 ଲକଡାଉନ୍କୁ ଦୃଷ୍ଟିରେ ରଖି ଚିଲଡ୍ରେନ ଏଜୁକେଶନ ଅଲାଉନ୍ସ ଦାବି ପାଇଁ କେନ୍ଦ୍ର ସ୍ୱ-ପ୍ରମାଣପତ୍ର କୁ ଅନୁମତି ଦେଇଛି । ଏହା ପ୍ରାୟ ୫୨ ଲକ୍ଷ…

କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣୁଛି ଏହି କମ୍ପାନୀ, ମିଳିବ ଅଟକି ରହିଥିବା ୭ମାସର ଦରମା

କରୋନା ମହାମାାରୀ ପାଇଁ ଅନେକ ବଡ ବଡ କମ୍ପାନୀରେ କର୍ମଚାରୀମାନଙ୍କୁ ଛଟେଇ କରାଯାଇଛି। ଆଇଟି କମ୍ପାନୀ Accenture ରେ ମଧ୍ୟ କର୍ମଚାରୀଙ୍କୁ ଛଟେଇ କରାଯାଇଛି। କିନ୍ତୁ ଏହି କମ୍ପାନୀ କର୍ମଚାରୀମାନଙ୍କୁ ୭ମାସର ପ୍ୟାକେଜ୍‌ ପ୍ରଦାନ କରୁଛି। ସୂଚନା ମୁତାବକ ଏହା ହିଁ ଏକମାତ୍ର କମ୍ପାନୀ, ଯେ…

ଯଦି ଅଫିସରେ କର୍ମଚାରୀମାନଙ୍କ ବେତନ ବଢ଼ାଯିବ, ତେବେ କମ ହେବ Smocking ! ଜାଣନ୍ତୁ କ’ଣ କହୁଛି ଅଧ୍ୟୟନ

ସମସ୍ତେ ଜାଣନ୍ତି, ସିଗାରେଟ ପିଇବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ। ତଥାପି ଆଜିକାଲି ଧୂମପାନ କରିବା ଯୁବପିଢ଼ି ଏବଂ ଭିଆଇପି ଲୋକଙ୍କ ପାଇଁ ଏକ ପ୍ରକାର ଫ୍ୟାସନ ପାଲଟିଗଲାଣି। ଯଦି କେହି ଜଣେ ପିଉଛି, ତା' ସାମ୍ନା ଲୋକ ଏହା ମୋହରେ ପଡିଯାଉଛି। ଆଗେ ଧୂମପାନ କରିବା କେବଳ ପୁରୁଷମାନଙ୍କ ମଧ୍ୟରେ…

ଏବେ ଓଭରଟାଇମ୍ ଡ୍ୟୁଟି କରିବାକୁ ହେଲେ କମ୍ପାନୀକୁ ନେବାକୁ ପଡ଼ିବ କର୍ମଚାରୀଙ୍କ ଠାରୁ ଅନୁମତି

ବର୍ତ୍ତମାନ ଭାରତରେ ଥିବା କମ୍ପାନୀ ଗୁଡିକରେ କର୍ମଚାରୀମାନଙ୍କୁ ଅଧିକ ସମୟ କାମ କରାଇବା ପୂର୍ବରୁ ପ୍ରଥମେ ସେମାନଙ୍କଠାରୁ ଲିଖିତ ପରାମର୍ଶ ନେବାକୁ ପଡ଼ିବ। ମୋଦି ସରକାର କର୍ମଚାରୀମାନଙ୍କୁ ମୁକ୍ତ କରିବା ପାଇଁ ଏକ ନୂଆ ପଦକ୍ଷେପ ଆଣୁଛନ୍ତି। ଏହି ପ୍ରସ୍ତାବ ମାଧ୍ୟମରେ କମ୍ପାନୀର…