Browsing Tag

encounter

ରାୟଗଡ଼ା ପୋଲିସର ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଶିବା ଆହତ

ରାୟଗଡ଼ା: ରାୟଗଡ଼ା ପୋଲିସର ଏନ୍‌କାଉଣ୍ଟର। ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଶିବା ଆହତ। ତାର ଗୋଡରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି। ଶିବା ନାଁରେ ଅପହରଣ ଓ ଲୁଟ୍‌ ଭଳି ମାମଲା…

ପିପିଲିରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଭଗୁ ଆହତ

ପିପିଲି(କେନ୍ୟୁଜ୍): ପିପିଲିରେ ଏନ୍‌କାଉଣ୍ଟର । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଭାଗୀରଥି ପ୍ରଧାନ ଓରଫ୍‌ ଭଗୁ ଆହତ ହୋଇଛି । ଭଗୁ ଘର ପୁରୀ ତାଳବଣିଆ ଅଞ୍ଚଳର । ପିପିଲି ଓଭର ତରକରଜା ଛକରେ ପୋଲିସ ସହ ଗୁଳି ବିନିମୟ ହୋଇଛି । ପୋଲିସ ଗୁଳିରେ ଆହତ ହୋଇଥିଲା ଭଗୁ । ତାକୁ ପ୍ରଥମେ…

କଟକ ଚୌଦ୍ୱାରରେ ପୁଣି ଏନକାଉଣ୍ଟର୍‌, ପୋଲିସ ଗୁଳିରେ ଅପରାଧୀ ମୁନା ଦେହୁରୀ ଆହତ

କଟକ(କେନ୍ୟୁଜ୍): କଟକ ଚୌଦ୍ୱାରରେ ପୁଣି ଏନକାଉଣ୍ଟର୍‌ । ୨୪ ଘଣ୍ଟା ମଧ୍ୟରେ ଦୁଇଟି ଏନ୍‌କାଉଣ୍ଟର । ପୋଲିସ ଗୁଳିରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ମୁନା ଦେହୁରୀ । ମୁନାର ବାମ ଗୋଡରେ ଗୁଳି ବାଜିଛି । ଆଜି ଭୋରୁ ଚୌଦ୍ୱାର ପୋଲିସ ଏନକାଉଣ୍ଟର୍‌ କରିଛି । ଧବଳେଶ୍ୱର ରୋଡ ନିକଟରେ…

କଟକ ଚୌଦ୍ୱାର ଅଞ୍ଚଳରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ଆହତ

କଟକ: କଟକ ଚୌଦ୍ୱାର ଅଞ୍ଚଳରେ ଏନ୍‌କାଉଣ୍ଟର । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ଆହତ ହୋଇଛି । ଜିତୁ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ଆହତ ଜିତୁକୁ SCB ମେଡ଼ିକାଲରେ ଭର୍ତ୍ତି କରାଯାଇଛି

କେନ୍ଦ୍ରାପଡ଼ାରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଭେଲୁ ଓ ମିଟୁନା ଆହତ

 କେନ୍ଦ୍ରାପଡ଼ା(କେନ୍ୟୁଜ୍): କେନ୍ଦ୍ରାପଡ଼ାରେ ଏନ୍‌କାଉଣ୍ଟର । ପୋଲିସ ଗୁଳିରେ ଆହତ ହୋଇଛନ୍ତି ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ । ରାତି ପାଖାପାଖି ୨ଟା ବେଳେ ଅଙ୍ଗୁଳାଇ ମାର୍ଶାଘାଇ ରାସ୍ତାରେ ଏନ୍‌କାଉଣ୍ଟର ହୋଇଛି । ଦୁଇ ଜଣ ଅପରାଧୀ ଅନନ୍ତ ପ୍ରସାଦ ଜେନା ଓରଫ୍‌ ଭେଲୁ ଓ ପ୍ରଭାତ ନାୟକ ଓରଫ୍‌…

ସମ୍ବଲପୁରରେ ପୋଲିସର ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଅମିତ ସାହୁ ଓରଫ ଅମିତ ବିହାରୀ ଆହାତ

ସମ୍ବଲପୁର(କେନ୍ୟୁଜ୍):  ସମ୍ବଲପୁରରେ ପୋଲିସର ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ଅମିତ ସାହୁ ଓରଫ ଅମିତ ବିହାରୀ ଜଖମ । ତା' ବାମ ଗୋଡରେ ଗୁଳି ବାଜିଛି । ଅପହରଣ ମାମଲାରେ ଅମିତକୁ ପୋଲିସ ଗିରଫ କରିଛି । ଏଥିସହ ୧୨ ଘଣ୍ଟାରୁ କମ ସମୟ ମଧ୍ୟରେ ଅପହୃତଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି…

କେନ୍ଦ୍ରାପଡ଼ାରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଦୁର୍ଦାନ୍ତ ଅପରାଧୀ ହୃଷିକେଶ ମଲ୍ଲିକ ଆହତ

କେନ୍ଦ୍ରାପଡ଼ା(କେନ୍ୟୁଜ୍): କେନ୍ଦ୍ରାପଡ଼ାରେ ଏନ୍‌କାଉଣ୍ଟର । ପୋଲିସ ଗୁଳିରେ ଅପରାଧୀ ହୃଷିକେଶ ମଲ୍ଲିକ ଆହତ ହୋଇଛି । ଗରାପୁର ଏସ୍‌ପିଙ୍କ ବାସଭବନ ନିକଟରେ ଏନ୍‌କାଉଣ୍ଟର କରାଯାଇଛି । ଆଳି ଜୁଆଣିଆ ଗାଁ ନବଘନ ପରିଡ଼ାଙ୍କ ଘରେ ଡକାୟତି କରି ଫେରୁଥିବା ବେଳେ ପୋଲିସ ଖବର ପାଇ କଟକ ଚାନ୍ଦବାଲି…

ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ପୁଣି ଏନ୍‌କାଉଣ୍ଟର, ୨ ମାଓବାଦୀ ନିହତ

କେନ୍ୟୁଜ୍: ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ପୁଣି ଏନ୍‌କାଉଣ୍ଟର । ୨ ମାଓବାଦୀ ନିହତ । ଗତକାଲି ସଂନ୍ଧ୍ୟରେ ବିଶାଖାପାଟଣା ମାଡିଗାମାଲୁ ଜଙ୍ଗଲରେ ଏନ୍‌କାଉଣ୍ଟର ହୋଇଛି । ଆନ୍ଧ୍ର ଗ୍ରେହାଉଣ୍ଡ ଯବାନଙ୍କ କାର୍ଯ୍ୟାନୁଷ୍ଠାନରେ ଦୁଇ ମାଓବାଦୀ ସଫା ହୋଇଛନ୍ତି । ଆଉ କିଛି ମାଓବାଦୀ ଲୁଚିରହିଥିବାରୁ…

କଟକରେ ପୁଣି ଏନକାଉଣ୍ଟର, ଗୁଳିମାଡ଼ରେ ଟିଟୋର ସହଯୋଗୀ ବୁଦ୍ଧିଆ ଦାସ ଆହତ

କଟକ(କେନ୍ୟୁଜ୍): କଟକରେ ପୁଣି ଏନକାଉଣ୍ଟର । ଗୁଳିମାଡ଼ରେ ଟିଟୋର ସହଯୋଗୀ ବୁଦ୍ଧିଆ ଦାସ ଆହତ । ତାର ଡାହାଣ ଗୋଡରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ କଟକ SCBରେ ଭର୍ତ୍ତି କରାଯାଇଛି । ତା’ ନିକଟରୁ ପିସ୍ତଲ ସହ ୨ଟି ଗୁଳି ଜବତ କରାଯାଇଛି। ଆଜି ଭୋର ସମୟରେ ବୁଦ୍ଧିଆ ଜାତୀୟ ଆଇନ…

ସମ୍ବଲପୁରରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ହାର୍ଡକୋର୍‌ ଅପରାଧୀ ତ୍ରିଦେବ ବାଗ୍‌ ଆହତ

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁରରେ ଏନ୍‌କାଉଣ୍ଟର। ପୋଲିସ ଗୁଳିରେ ଆହତ ହୋଇଛି ହାର୍ଡକୋର୍‌ ଅପରାଧୀ ତ୍ରିଦେବ ବାଗ୍‌। ଆଜି ସକାଳ ପ୍ରାୟ ସାଢେ ୫ଟା ସମୟରେ ଧନୁପାଲି ପୋଲିସ ଓ ସ୍ପେଶାଲ୍‌ ସ୍କ୍ଵାର୍ଡ ମିଳିତ ଭାବେ ଏନ୍‌କାଉଣ୍ଟର କରିଥିଲା। ତାର ବାମ ଗୋଡରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ…

ଖୋର୍ଦ୍ଧାରେ ପୋଲିସର ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଜାମ୍‌ସେଦ ଖାନ୍‌ ଆହତ

ଖୋର୍ଦ୍ଧା: ଖୋର୍ଦ୍ଧାରେ ବି ପୋଲିସର ଏନ୍‌କାଉଣ୍ଟର। ଦୁର୍ଦ୍ଦାନ୍ତ ଅପରାଧୀ ଜାମ୍‌ସେଦ ଖାନ୍‌ ଆହତ। ତାର ବାମ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ଜାମସେଦ୍‌କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଗତକାଲି ରାତିରେ ନିରାକାରପୁର ଓ ଟାଙ୍ଗୀ ଥାନା ପୋଲିସ ମିଳିତ ଭାବେ ଏନ୍‌କାଉଣ୍ଟର…

ରାଜଧାନୀରେ ଏନକାଉଣ୍ଟର, ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ମାଝୀ ଓରଫ ବେଲିଆ ଆହତ

ଭୁବନେଶ୍ୱର: ରାଜଧାନୀରେ ଏନକାଉଣ୍ଟର । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ମାଝୀ ଓରଫ ବେଲିଆ ଆହତ । ଆହତ ଅବସ୍ଥାରେ ତାକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭୁବନେଶ୍ୱର କଳିଙ୍ଗ ନଗର ଅଞ୍ଚଳରେ ରାତି ପାଖାପାଖି ୩ଟା ୩୦ ମିନିଟରେ ଏନକାଉଣ୍ଟର ହୋଇଛି। ସୁଶାନ୍ତ ପ୍ରଥମେ…