ଏନର୍ଜି ଡ୍ରିଙ୍କ୍ ନାଁରେ ଆସିଲା ବଡ ଅଭିଯୋଗ, କୋଟି କୋଟି ଟଙ୍କା ଠକେଇରେ ଶିକାର ୨୫ଜଣ ସେଲିବ୍ରେଟି
ବିଜ୍ଞାପନକୁ ନେଇ ବଡ଼ ଠକେଇ । ଏମିତି ଅଭିଯୋଗ ଆଣିଛନ୍ତି ମୁମ୍ବାଇର କିଛି ସେଲିବ୍ରେଟି । ଏନେଇ ସେମାନେ ମାମଲା ମଧ୍ୟ ରୁଜୁ କରିଛନ୍ତି । ବିଜ୍ଞାପନ କରାଇବା ପରେ ପଇସା ନଦେବାରୁ କେସ୍ ଫାଇଲ୍ କରିଛନ୍ତି ଏହି ସେଲିବ୍ରେଟି । ସେଲିବ୍ରେଟିମାନେ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ।…