Below header
Browsing Tag

fake doctor arrest

ନକଲି ଡାକ୍ତର ଅସଲି ଅପରେସନ୍, ଭୁଲ ଅପରେସନ କରି ନେଇଗଲେ ରୋଗୀର ଜୀବନ

ନୂଆଦିଲ୍ଲୀ : ନକଲି ଡାକ୍ତରଙ୍କ ଅସଲି ଅପରେସନ୍ । ରାଜଧାନୀର ମୁନ୍ନା ଭାଇ ଏମ୍ବିବିଏସ୍ । ଅସ୍ତ୍ରୋପଚାର କରି ରୋଗୀର ନେଇଗଲେ ଜୀବନ। ଏଭଳି ସାଂଘାତିକ୍ ଅଭିଯୋଗ ଆସିଛି ଖୋଦ୍ ରାଜଧାନୀରୁ । ଜଣେ ରୋଗୀର ଜୀବନ ଯାଇଥିବା ବେଳେ ତାଙ୍କ ପରିବାର ଲୋକ ଡାକ୍ତରଙ୍କ ନାଁରେ ଆଣିଥିଲେ ଅଭିଯୋଗ। ଆଉ…

ନିଜକୁ ଡାକ୍ତର କହି ପ୍ରସୂତି ବିଭାଗର ବୁଲୁଥିଲେ ଯୁବକ, ଧରିଲା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ

ଭଦ୍ରକ (କେନ୍ୟୁଜ): ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଧରାପଡ଼ିଲା ନକଲି ଡାକ୍ତର । ସ୍ତ୍ରୀ ଓ ପ୍ରସୂତି ବିଭାଗର ୱାର୍ଡ ବୁଲିବାକୁ ଯାଇଥିବା ବେଳେ ନକଲି ଡାକ୍ତରଙ୍କୁ ଠାବ କଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ଭଦ୍ରକ ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗର ସିକ୍ୟୁରିଟି ଗାର୍ଡଙ୍କୁ…

ରିମାଣ୍ଡରେ ଆସିବ ରମେଶର ଡ୍ରାଇଭର ଚିତ୍ତରଞ୍ଜନ ! ଆବେଦନ କରିବ ପିଙ୍କ୍‌ ଟିମ୍‌

ଭୁବନେଶ୍ବର(କେନ୍ୟୁଜ୍):ନକଲି ଡାକ୍ତର ରମେଶ ସ୍ୱାଇଁର ଡ୍ରାଇଭର ଚିତ୍ତରଞ୍ଜନ ପଟ୍ଟନାୟକକୁ ରିମାଣ୍ଡରେ ଆଣିବ ପୋଲିସ। ୭ ଦିନ ରିମାଣ୍ଡ ପାଇଁ ଆବେଦନ କରିବ ପିଙ୍କ୍‌ ଟିମ୍‌। ଗିରଫ ପରେ ଧୂର୍ତ୍ତ ରମେଶ ସ୍ୱାଇଁ ବାବଦରେ ସେ ପିଙ୍କ୍‌ ଟିମକୁ କିଛି ତଥ୍ୟ ଦେଇଥିଲା । ରମେଶ କିପରି ମହିଳା ମାନଙ୍କୁ…

୩ୟ ଥର ରିମାଣ୍ଡରେ ଯିବ ରମେଶ ! ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ କରିବ ପିଙ୍କ ଟିମ୍‌

କେନ୍ଯୁଜ୍: ଅପେରସନ ପିଙ୍କ୍‌ ଡାକ୍ତର। ଠକ ରମେଶକୁ ତୃତୀୟ ଥର ରିମାଣ୍ଡରେ ଆଣିବାକୁ ଆବେଦନ କରିବ ପିଙ୍କ ଟିମ୍‌। ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ କରିବ ଆବେଦନ। ଗୌହାଟିର ମହିଳାଙ୍କୁ ବିବାହ କରି ୨୧ ଲକ୍ଷ ଠକିଥିଲେ ରମେଶ। ସେହିପରି ଜଣେ ଠିକାଦାରଙ୍କୁ ୭୦ ହଜାର ଠକିଥିବା ନେଇ ପାହାଳ…

ନିଜ ଅଞ୍ଚଳବାସୀଙ୍କୁ ବି ଛାଡିନି ନକଲି ଡାକ୍ତର ରମେଶ ସ୍ୱାଇଁ: ଜଣେ ବେପାରୀଙ୍କୁ ଚୂନ ଲଗାଇଛି ୩୮ ହଜାରରୁ ଅଧିକ ଟଙ୍କା

ମାର୍ଶାଘାଇ(କେନ୍ଯୁଜ୍): ନକଲି ଡାକ୍ତର ରମେଶ ସ୍ୱାଇଁର କଳା କାରନାମାରେ ଯୋଡି ହୋଇଛି ଆଉ ଏକ ଫର୍ଦ । ନିଜ ଅଞ୍ଚଳବାସୀଙ୍କୁ ଚୂନ ଲଗାଇଛି ରମେଶ । ସାବତ ଭାଇ ସନ୍ତୋଷ ସ୍ୱାଇଁଙ୍କ ସହ ମିଶି କୁକୁଡା ଫାର୍ମ କରିଥିଲେ । କୁକୁଡା ଦାନା ବେପାରୀଙ୍କୁ ଠକିଥିବା ଅଭିଯୋଗ ହୋଇଛି। ଏନେଇ ପାଟକୁରା…

ନକଲି ଡାକ୍ତର ରମେଶ ସ୍ୱାଇଁର ଭଉଣୀ ରଶ୍ମିତା ଗିରଫ, ସ୍ୱାମୀ ସହ ମିଶି ଭାଇକୁ କରୁଥିଲେ ସହଯୋଗ

ଭୁବନେଶ୍ବର(କେନ୍ଯୁଜ୍): ନକଲି ଡାକ୍ତର ରମେଶ ସ୍ୱାଇଁର ଭଉଣୀ ରଶ୍ମିତା ଗିରଫ । ପଚରାଉଚରା ପରେ ତାକୁ ଗିରଫ କରିଛି କମିଶନରେଟ ପୋଲିସ । ଠକେଇରେ ରମେଶକୁ ଭଉଣୀ ଓ ତାଙ୍କ ସ୍ୱାମୀ ସହଯୋଗ କରୁଥିବା ସୂଚନା ମିଳିଛି । ଅଧିକ ତଦନ୍ତ ପାଇଁ ଭଉଣୀ ରଶ୍ମିତାଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଭୁବନେଶ୍ୱର…

ଆଜି ସରୁଛି ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁର ରିମାଣ୍ଡ, ଲମ୍ବି ଚାଲିଛି ଠକେଇ ତାଲିକା

ଭୁବନେଶ୍ବର(କେନ୍ଯୁଜ୍): ଆଜି ସରୁଛି ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁର ରିମାଣ୍ଡ । ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ଲମ୍ବି ଚାଲିଛି ଠକେଇ ତାଲିକା। ୫ ଦିନିଆ ରିମାଣ୍ଡ ବେଳେ ସାମ୍ନାକୁ ଆସିଛି ନୂଆ ନୂଆ ତଥ୍ୟ । ଆଠଗଡ଼ ଖୁଣ୍ଟୁଣି ଅଞ୍ଚଳରେ ରହିଛି ରମେଶର ଆଉ ଏକ ଫାର୍ମ ହାଉସ୍‌। ସେହି…

ନକଲି ଡାକ୍ତର ରମେଶ ସ୍ୱାଇଁ ମାମଲା: କମିଶନରେଟ ପୋଲିସର କେନ୍ଦ୍ରାପଡାରେ ଚଢାଉ, ଭଉଣୀ ଅଟକ

ଭୁବନେଶ୍ବର(କେନ୍ଯୁଜ୍): ନକଲି ଡାକ୍ତର ରମେଶ ସ୍ୱାଇଁ ମାମଲାରେ କମିଶନରେଟ ପୋଲିସର କେନ୍ଦ୍ରାପଡାରେ ଚଢାଉ । ଈଶ୍ୱରପୁର ଗାଁରେ ଚଢାଉ କରିଛି ପୋଲିସ । ରମେଶର ଭଉଣୀକୁ ଅଟକ ରଖାଯାଇଛି । ଠକାମୀରେ ରମେଶର ଭଉଣୀର ସମ୍ପୃକ୍ତି ଥିବା ସନ୍ଦେହ କରୁଛି ପୋଲିସ । ତାଙ୍କୁ ଏକ ଗୁପ୍ତ ସ୍ଥାନରେ ରଖି…

ଆଜିଠୁ ୫ ଦିନିଆ ରିମାଣ୍ଡରେ ଯିବ ମିଛୁଆ ଡାକ୍ତର ରମେଶ ସ୍ୱାଇଁ, ୩୦ ବର୍ଷର ଇତିହାସ ଖୋଲିବ ସ୍ୱତନ୍ତ୍ର ଟିମ୍‌

କେନ୍ଯୁଜ୍: ଆଜିଠୁ ୫ ଦିନିଆ ରିମାଣ୍ଡରେ ଯିବ ମିଛୁଆ ଡାକ୍ତର ରମେଶ ସ୍ୱାଇଁ । ରିମାଣ୍ଡରେ ନେଇ ଅଧିକ ଖୋଳତାଡ଼ କରିବ ପୋଲିସ । ରମେଶ ସ୍ୱାଇଁର ୩୦ ବର୍ଷର ଇତିହାସ ଖୋଲିବ ସ୍ୱତନ୍ତ୍ର ଟିମ୍‌ । ଅଧିକ ଖୋଳତାଡ଼ କରିବାକୁୁ ଗଠନ ହୋଇଥିବା ସ୍ୱତନ୍ତ୍ର ଟିମ୍‌ ଖୁବଶୀଘ୍ର ରାଜ୍ୟ ବାହାରକୁ ଯିବ । ଯେଉଁ…

ବାଲେଶ୍ୱରରୁ ନକଲି ଡାକ୍ତର ପ୍ରଭାସକୁ ଗିରଫ କଲା ସହିଦନଗର ପୋଲିସ୍, ଯୁବତୀମାନଙ୍କୁ ପ୍ରେମ ଜାଲରେ ଫସାଇ ଲୁଟୁଥିଲା…

ବାଲେଶ୍ୱର(କେନ୍ଯୁଜ୍):ବନ୍ଧା ହେଲା ରସିକ ନାଗର। ବାଲେଶ୍ୱରରୁ ନକଲି ଡାକ୍ତର ପ୍ରଭାସକୁ ଗିରଫ କଲା ସହିଦନଗର ପୋଲିସ। ନିଜକୁ ଡାକ୍ତର କହି ଯୁବତୀମାନଙ୍କୁ ପ୍ରେମ ଜାଲରେ ଫସାଇଥିଲା ପ୍ରଭାସ। ବିବାହର ପ୍ରତିଶୃତି ଦେଇ ଲୁଟୁଥିଲା ଲକ୍ଷ ଲକ୍ଷ ଟଙ୍କା। ଶିକ୍ଷାଗତ ଯୋଗ୍ୟତା ଷଷ୍ଠ। କିନ୍ତୁ…

ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ ଅଞ୍ଚଳରୁ ନକଲି ଡାକ୍ତର ଗିରଫ

କେନ୍ୟୁଜ୍(ବ୍ୟୁରୋ): ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ ଅଞ୍ଚଳରୁ ଏପରି ଜଣେ ନକଲି ଡାକ୍ତରଙ୍କୁ ଗିରଫ କରିଛି ବେଲପାହାଡ ଥାନା ପୋଲିସ । ଛତିଗଡ଼ ଦୁର୍ଗ ଜିଲ୍ଲା ଭଂସୁଲିର ରମେଶ କୁମାର ସାହୁ ବେଲପାହାଡ ଷ୍ଟେସନପଡାରେ ଏକ କ୍ଲିନିକ କରିଛନ୍ତି। ନିଜକୁ ଜଣେ ଏମ୍‌ବିବିଏସ ଶିଶୁ ରୋଗ ବିଶେଷଜ୍ଞ କହି ସେ…

ବନ୍ଧାହେଲେ ନକଲି ଡାକ୍ତର ପଦ୍ମନାଭ ମୁଖି କାରୁଆ, ଗିରଫ କଲା ସୁନ୍ଦରଗଡ଼ ଟାଉନ୍‌ ଥାନା ପୋଲିସ୍

ସୁନ୍ଦରଗଡ଼(କେନ୍ୟୁଜ୍): ବନ୍ଧାହେଲେ ନକଲି ଡାକ୍ତର। ଡାକ୍ତର ପଦ୍ମନାଭ ମୁଖି କାରୁଆଙ୍କୁ ଗିରଫ କରିଛି ସୁନ୍ଦରଗଡ଼ ଟାଉନ୍‌ ଥାନା ପୋଲିସ। ସୁନ୍ଦରଗଡ଼ ଟାଉନ୍‌ ଥାନାରେ ଜେରା ପରେ ତାଙ୍କୁ ଗିରଫ କରାଯାଇଛି। ରାଉରକେଲାରୁ ପଦ୍ମନାଭଙ୍କୁ ଉଠାଇନେଇ ପଚରା ଉଚରା ଚଳାଇଥିଲା ପୋଲିସ। ନକଲି ସାର୍ଟିଫିକେଟ…