ଫରାହ ଖାନଙ୍କ ମା’ ମେନକା ଇରାନୀଙ୍କ ଦେହାନ୍ତ, ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା
ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ଅର୍ଥାତ ଫିଲ୍ମ ନିର୍ଦ୍ଦେଶକ ଫରାହ ଖାନ ଏବଂ ତାଙ୍କ ନିର୍ଦ୍ଦେଶକ ଭାଇ ସାଜିଦ ଖାନଙ୍କ ଘରେ ଦୁଃଖର ଛାୟା । ତେବେ ଶୁକ୍ରବାର ଅର୍ଥାତ ୨୬ ତାରିଖରେ ମୁମ୍ବାଇରେ ଫରାହ ଖାନଙ୍କ ମା ମେନକା ଇରାନୀଙ୍କ ଦେହାନ୍ତ ହୋଇଛି । ମେନକା ଇରାନୀଙ୍କୁ ୭୯ ବର୍ଷ ବୟସ ହୋଇଥିଲା…