Browsing Tag

father killed his son

ପିଶାଚ ବାପା, ମା କୋଳରୁ ଟାଣି ନେଇ ୫ ମାସର ଶିଶୁପୁତ୍ରକୁ କଚାଡ଼ି ମାରିଲା

ପଦ୍ମପୁର (କେନ୍ୟୁଜ): ବାପା ପାଲଟିଗଲା କ୍ରୋଧ ରାକ୍ଷସ । ନିଜ ହାତରେ କୁନି ପୁଅକୁ କଲା ହତ୍ୟା । ପଦ୍ମପୁର ପାଇକମାଳ ଥାନା ଅନ୍ତର୍ଗତ ଚେରେଙ୍ଗାଝାଞ୍ଜ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଘରୋଇ କଳିରୁ ନିଶାସକ୍ତ ଅବସ୍ଥାରେ ମାଆ କୋଳରୁ ଟାଣି ନେଇ ୫ ମାସର ଶିଶୁପୁତ୍ରକୁ କଚାଡ଼ି ମାରିଲା ବାପା…

ହିତାହିତ ଜ୍ଞାନ ଭୁଲି ଗଲା ବାପା: ଘରୋଇ କଳିକୁ କେନ୍ଦ୍ର କରି ୨ ବର୍ଷର ଶିଶୁ ପୁତ୍ରକୁ କଲା ହତ୍ୟା

ନବରଙ୍ଗପୁର (କେନ୍ୟୁଜ): ଘରୋଇ କଳିରୁ ଟ୍ରିପଲ୍ ମର୍ଡର । ନିଜ ଦୁଇ ବର୍ଷର ପୁଅ ଓ ଜଣେ ପଡ଼ୋଶୀଙ୍କୁ ହତ୍ୟା କରିଥିଲା ମଦ୍ୟପ ବାପା । ଏହାପରେ ଗାଁ ଲୋକଙ୍କ ମାଡ଼ରେ ଗଲା ହତ୍ୟାକାରୀର ଜୀବନ । ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ହତ୍ୟା ଅଭିଯୁକ୍ତର ମୃତ୍ୟୁ ହୋଇଛି । ନବରଙ୍ଗପୁର ଜିଲ୍ଲା…

ବାପା ନା ରାକ୍ଷସ ! ନିଜ ଜନ୍ମ କଲା ପୁଅକୁ ହତ୍ୟା କରି ଟାଙ୍ଗି ଦେଲା

ରାଉରକେଲା (କେନ୍ୟୁଜ): ରାଉରକେଲା ଉଦିତନଗର ଥାନା ଅନ୍ତର୍ଗତ ଶୀତଳପଡ଼ା ବସ୍ତିରେ ଗତକାଲି ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି। ପର ପୁରୁଷ ସହ ସ୍ତ୍ରୀ ପଳାଇବା ପରେ ନିଜ ଜନ୍ମ କଲା ପୁଅକୁ ହତ୍ୟା କରି ଟାଙ୍ଗି ଦେଲା ପିଶାଚ ବାପା। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ…

ପିଶାଚ ବାପା : ପାରିବାରିକ କଳହ ଯୋଗୁଁ ପୁଅ ବେକରେ ଗାମୁଛା ବାନ୍ଧି କଲା ହତ୍ୟା

କୋରାପୁଟ (କେନ୍ୟୁଜ) : ପାରିବାରିକ କଳହ ଯୋଗୁଁ ହତ୍ୟା, ଏବେ ଏକ ନିତି ଦିନିଆ ଘଟଣା ହେଲାଣି । ପ୍ରତ୍ୟେକ ଦିନ ଖବର କାଗଜରେ ଏମିତି ଅନେକ ଖବର ପ୍ରକାଶ ପାଉଛି । ପରିବାରରେ ସାମାନ୍ୟ କଳହରୁ ବର୍ତ୍ତିବା ପାଇଁ ଲୋକେ ହତ୍ୟା କରିବାକୁ ବି ପଛାଉ ନାହାନ୍ତି । ଠିକ୍‌ ଏମିତି ଏକ ଘଟଣା ଏବେ ପୁଣି…

ଜଘନ୍ୟ ହତ୍ୟାକାଣ୍ଡ: ବାପର ଟାଙ୍ଗିଆ ଚୋଟରେ ଗଲା ପୁଅର ଜୀବନ

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ କୋଇଡା ଥାନା କାଲଟା ଫାଣ୍ଡି ଅଂଚଳରେ ପୁଣି ଏକ ଜଘନ୍ୟ ହତ୍ୟାକାଣ୍ଡ । ଘରୋଇ କଳହକୁ କେନ୍ଦ୍ର କରି ବାପ ଭୁଲିଗଲା ରକ୍ତ ସମ୍ପର୍କ । ବାପର ଟାଙ୍ଗିଆ ଚୋଟରେ ପୁଅର ମୃତ୍ୟୁ ହେଲା ପରେ ଘଟଣାକୁ ଲୁଚାଇବାକୁ ଯାଇ ବାପା ଓ ସାବତ ମା ମୃତ ପୁଅର ଶରୀରରେ ରଶି…

ଗଞ୍ଜାମ: ଅତ୍ୟାଚାର ସହିପାରିଲାନି ବାପା, ଜନ୍ମ କଲା ପୁଅକୁ ଠେଙ୍ଗାରେ ପିଟି ପିଟି କଲା ହତ୍ୟା

ଗଞ୍ଜାମ : ଜନ୍ମ କଲା ପୁଅକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ବାପା । ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଆମ୍ବୁର୍ତୁଳୁ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଁର ଜୟ ବିଶୋୟୀ ନିଜ ପୁଅକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛନ୍ତି । ପୁଅ ଜିତେନ୍ଦ୍ର ପ୍ରତିଦିନ ମଦ ପିଇ ବାପା ମାଆକୁ ବାଡ଼େଇଥାଏ…

ନିଷ୍ଠୁର ବାପାର ଅମାନୁଷିକ କାଣ୍ଡ, ୨ ମାସର ଶିଶୁ ପୁତ୍ରକୁ କଚାଡି ମାରିଦେବା ପରେ ଫିଙ୍ଗି ଦେଲା ନଦୀକୁ

ବାଲେଶ୍ଵର: ଜଣେ ନିଷ୍ଠୁର ବାପର ଅମାନୁଷିକ କାଣ୍ଡ । ବାଲେଶ୍ଵରରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା। ପାରିବାରିକ କଳହକୁ କେନ୍ଦ୍ର କରି ନିଜ ଜନ୍ମକଲା ୨ ମାସର ଶିଶୁ ପୁତ୍ରକୁ କଚାଡି ମାରିଦେବା ପରେ ନଦୀକୁ ଫିଙ୍ଗି ଦେଇଛି ବାପା । ଏହି ଘଟଣାରେ ବାପାକୁ ଅଟକ ରଖିଛି ସହଦେବ ଖୁଣ୍ଟା ଥାନା…