ସ୍ବେଛାକୃତ ଅବସର ନେଇ ଗାଁକୁ ଫେରିଲେ ଅପରେସନ ସିନ୍ଦୁର ଫାଇଟର
ଯାଯପୁର: ଚାକିରିରୁ ସ୍ବେଛାକୃତ ଅବସର ନେଇ ଗାଁକୁ ଫେରିଛନ୍ତି ଅପରେସନ ସିନ୍ଦୁର ଫାଇଟର ଆଲୋକ କୁମାର ରାଉତ । ମହାଆଡମ୍ବରରେ ତାଙ୍କୁ ସ୍ବାଗତ କରୁଛନ୍ତି ଗାଁ ଲୋକେ। ପିଲା ଠୁ ବୁଢ଼ା ସମସ୍ତେ ବୀର ଯବାନଙ୍କ ସ୍ବାଗତରେ ଲାଗି ପଡ଼ିଛନ୍ତି । ଅପରେସନ ସିନ୍ଦୁରରେ ୭୯ ରାଉଣ୍ଡ ଫାୟାରିଂ କରି…