Browsing Tag

FIRE ACCIDENT

ନିଆଁ ଲାଗି ୭ ଜଣ ଜୀବନ୍ତ ଦଗ୍ଧ, ମୃତକଙ୍କ ମଧ୍ୟରେ ୫ ଶିଶୁ ଥିବା ସୂଚନା

ପଞ୍ଜାବର ଲୁଧିଆନା ଜିଲ୍ଲା ଟିବା ରୋଡ ନିକଟରେରେ ଝୁମ୍ପୁଡି ଘରେ ନିଆ ଲାଗିବାରୁ ୭ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକଙ୍କ ମଧ୍ୟରେ ୫ ଜଣ ଶିଶୁ ରହିଥିବା ବେଳେ ଆଉ ଦୁଇଜଣ ବୟସ୍କ ଲୋକ ରହିଛନ୍ତି। ଅଗ୍ନିକାଣ୍ଡ କେମିତି ହେଲା ତାର କାରଣ ଅସ୍ପଷ୍ଟ ରହିଛି। ପୋଲିସ ଏବଂ ଦମକଳ ବାହିନୀ…

ବ୍ଲିଚିଂ ପାଉଡର ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ଭୋର ୪ଟାରେ ଲାଗିଥିଲା ନିଆଁ

ସମ୍ବଲପୁର (କେନ୍ୟୁଜ) : ବ୍ଲିଚିଂ ପାଉଡର ଗୋଦାମରେ ଭୟାବହ ଅଗ୍ନିକାଣ୍ଡ । ସମ୍ବଲପୁର ଜିଲ୍ଲା ଭାଲୁପାଲି ବ୍ଲିଚିଂ ପାଉଡର ଗୋଦାମରେ ଭୋର ୪ଟାରେ ଅଗ୍ନିକାଣ୍ଡ ଘଟିଥିଲା । ବିଦ୍ୟୁତ ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ…

ଭୁବନେଶ୍ଵର : ବ୍ୟାଟେରୀ ଗାଡିରେ ନିଆଁ, ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ପରିବାର

କେନ୍ୟୁଜ (ବ୍ୟୁରୋ) : ଅଗ୍ନିଶମ ବିଭାଗର ତୁରନ୍ତ ପଦକ୍ଷେପ ଯୋଗୁ ଏକ ବଡ ଅଘଟଣରୁ ବର୍ତ୍ତିଗଲା ଗୋଟିଏ ପରିବାର। ସୂଚନା ଅନୁଯାୟୀ ଏକ ବ୍ୟାଟେରୀ ଚାଳିତ ଗାଡିରେ ନିଆଁ ଲାଗିଥିଲା, ତେବେ ଭୂବନେଶ୍ୱର ଫାୟାର ଷ୍ଟେସନର ୬ ଜଣ କର୍ମଚାରୀ ତୁରନ୍ତ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଥିଲେ ।…

ଭୁବନେଶ୍ୱର : ମାଷ୍ଟର କ୍ୟାଣ୍ଟିନ୍‌ ୟୁକୋ ବ୍ୟାଙ୍କରେ ଲାଗିଲା ନିଆଁ, ଅଳ୍ପକେ ଟଳି ଗଲା ବଡ଼ ବିପତ୍ତି

ଭୁବନେଶ୍ୱର (କେ ନ୍ୟୁଜ୍‌) : ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ୍‌ ନଗର ସ୍ଥିତ ୟୁକୋ ବ୍ୟାଙ୍କରେ ନିଆଁ ଆତଙ୍କ । ଆଜି ସନ୍ଧ୍ୟା ପ୍ରାୟ ୫ଟା ବେଳେ ଅଫିସ୍‌ ଭିତରେ କୌଣସି କାରଣରୁ ନିଆଁ ଲାଗିଗଲା । ସମସ୍ତେ ଡରିଗଲେ । ଦୌଡ଼ାଦୌଡ଼ି ହେଲେ । ତୁରନ୍ତ ଅଗ୍ନିଶମ ବିଭାଗକୁ ଫୋନ୍‌ କରାଗଲା । ତେବେ ଦମ୍‌କଳ…