Below header
Browsing Tag

flight

ମଝି ଆକାଶରେ ଜରୁରୀକାଳୀନ ଦ୍ବାର ଖୋଲିବାକୁ ଚେଷ୍ଟା କରୁଥିଲେ ଯାତ୍ରୀ, ମନା କରିବାରୁ କଲେ ଆକ୍ରମଣ

ପୁଣି ବିମାନରେ ଉନ୍ମତ୍ତ କାଣ୍ଡ କଲେ ଯାତ୍ରୀ । ମଝି ଆକାଶରେ ଜରୁରୀକାଳୀନ ଦ୍ବାର ଖୋଲିବାକୁ ଚେଷ୍ଟା କରିବା ସହିତ ଜଣେ ବିମାନ କର୍ମଚାରୀଙ୍କ ବେକରେ ଛୁରୀ ମାରିବା ଉଦ୍ୟମ କରିଥିଲେ । ଏହି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଲସ ଏଞ୍ଜେଲସରୁ ବୋଷ୍ଟନ ଅଭିମୁଖେ ୟୁନାଇଟେଡ୍ ଏୟାରଲାଇନ୍ସର…

ପୁଣି ବିମାନରେ ଯାତ୍ରୀଙ୍କ ଉପରେ ପରିସ୍ରା, ଆମେରିକାର ଏୟାରଲାଇନରେ ନିଶା ଅବସ୍ଥାରେ ଛାତ୍ର କଲେ ଏମିତି କାଣ୍ଡ

ପୁଣି ବିମାନ ଭିତରେ ଯାତ୍ରୀଙ୍କ ଉପରେ ପରିସ୍ରା । ମଝି ଆକାଶରେ ବିମାନ ଉଡୁଥିବା ବେଳେ ଜଣେ ଯାତ୍ରୀଙ୍କ ଉପରେ ପରିସ୍ରା କରି ଦେଲେ ମଦ୍ୟପ ବ୍ୟକ୍ତି । ନ୍ୟୁୟର୍କରୁ ନୂଆଦିଲ୍ଲୀ ଆସୁଥିବା ଆମେରିକା ଏୟାରଲାଇନ୍ସର Del JFL ବିମାନରେ ଏହି ଘଟଣା ଘଟିଛି । ବିମାନ ଦିଲ୍ଲୀ ଇନ୍ଦିରା ଗାନ୍ଧି…

ଯାତ୍ରୀଙ୍କୁ ନ ନେଇ ଉଡିଯାଇଥିଲା Go First ବିମାନ, କ୍ଷମା ମାଗିବା ସହିତ ଯାତ୍ରୀଙ୍କୁ ଦେଲା ଏଭଳି ଅଫର

ଏୟାରପୋର୍ଟରେ ଯାତ୍ରୀଙ୍କୁ ନ ନେଇ ଉଡାଣ ଭରିଥିବା Go First ବିମାନ ଏବେ ଯାତ୍ରୀଙ୍କୁ ମାଗଣାରେ ଯାତ୍ରା କରାଇବ । ଏୟାରଲାଇନ ଛାଡି ଚାଲିଯାଇଥିବା ୫୫ ଜଣ ଯାତ୍ରୀଙ୍କୁ ବର୍ଷକ ଭିତରେ କୌଣସି ସ୍ଥାନକୁ ଟ୍ରାଭେଲ କରିବା ପାଇଁ ଗୋଟିଏ ମାଗଣା ଟିକେଟ ଦେବ । ଏୟାର ଲାଇନ ଟିକେଟ ବାବଦରେ ପଇସା…

ଯାତ୍ରୀଙ୍କୁ ନ ନେଇ ଉଡାଣ ଭରିଲା Go First ବିମାନ, DGCA ମାଗିଲା ରିପୋର୍ଟ

ବେଙ୍ଗାଲୁରୁ ଏୟାରପୋର୍ଟରେ ଆଜି ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି । ବେଙ୍ଗାଲୁରୁରୁ ଦିଲ୍ଲୀକୁ ଉଡାଣ ଭରିଥିବା ବିମାନ ଯାତ୍ରୀଙ୍କୁ ନ ନେଇ ଟେକ୍‌ଅଫ କରିଥିଲା । ଆଉ ଏହି ମାମଲାକୁ ନେଇ DGCA ବିମାନ କମ୍ପାନୀକୁ ରିପୋର୍ଟ ଦାଖଲ କରିବା ପାଇଁ ତାଗିଦ୍‌ କରିଛି । ଖବର ମୁତାବକ, ଗୋ…

ମସ୍କୋ-ଗୋଆ ବିମାନରେ ବୋମା ଆତଙ୍କ, ୯ ଘଣ୍ଟା ଯାଞ୍ଚ କରିବା ପରେ ମଧ୍ୟ ମିଳୁନି କିଛି

ମସ୍କୋରୁ ଗୋଆ ଯାତ୍ରା କରୁଥିବା ରୁଷି ଏୟାରଲାଇନ AZUR ଏୟାରକ୍ରାଫ୍ଟରେ ବୋମା ବିସ୍ଫୋରଣ ଧମକ ମିଳିବା ପରେ ଜରୁରୀ ଅବତରଣ କରିଛି ବିମାନ । ବିମାନରେ ୨୩୬ ଯାତ୍ରୀ ଥିଲେ । ସମସ୍ତେ ସୁରକ୍ଷିତ ଭାବେ ବିମାନରୁ ବାହାରକୁ ବାହାରିଛନ୍ତି। ଏହି ଘଟଣା ଘଟିବା ପରେ ପୋଲିସ, ବୋମା ନିଷ୍କ୍ରିୟକାରୀ ଓ…

ହକି ବିଶ୍ୱକପ୍‌ ପୂର୍ବରୁ ରାଉରକେଲାକୁ ବିମାନ ସେବା ଆରମ୍ଭ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ରାଉରକେଲା (କେନ୍ୟୁଜ): ଯାତ୍ରୀଙ୍କ ପାଇଁ ଖୁସି ଖବର । ଭୁବନେଶ୍ୱରରୁ ରାଉରକେଲାକୁ ଉଡ଼ିଲା ବିମାନ । ହକି ବିଶ୍ୱକପ୍‌ ପୂର୍ବରୁ ରାଉରକେଲାକୁ ବିମାନସେବା। ବିମାନବନ୍ଦରରେ ପତାକା ଦେଖାଇ ଉଡ଼ାଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଭିସିରେ ଉପସ୍ଥିତ ଥିଲେ।…

ଭୁବନେଶ୍ୱରରୁ ସିଧା ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକ୍ ଉଡିବ ବିମାନ, ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ଅନୁମୋଦନ

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱରରୁ ସିଧା ଦୁବାଇକୁ ଉଡିବ ବିମାନ । କେବଳ ଦୁବାଇ ନୁହଁ, ସିଙ୍ଗାପୁର ଓ ବ୍ୟାଙ୍କ୍‌କକୁ ମଧ୍ୟ ସିଧା ବିମାନ ଚଳାଚଳ ଆରମ୍ଭ ହେବ । ଏହି ରୁଟ୍‌ରେ ବିମାନ ଚଳାଇବାକୁ ଆବେଦନ କରିଥିଲା ଇଣ୍ଡିଗୋ । ଯାହାକୁ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛନ୍ତି । ଇଣ୍ଡିଗୋ ୧୮୬…

କାଠମାଣ୍ଡୁରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନର ଫାଟିଲା ଟାୟାର, ମୃତ୍ୟୁମୁଖରୁ ବଞ୍ଚିଗଲେ ୧୭୩ ଯାତ୍ରୀ

ନେପାଳର ରାଜଧାନୀ କାଠମାଣ୍ଡୁରୁ ଦିଲ୍ଲୀ ଯାତ୍ରା କରୁଥିବା ବିମାନ ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଯାଇଛି । ବିମାନର ଟାୟାର ଉଡ଼ାଣ ପୂର୍ବରୁ ଫାଟିଯାଇଥିଲା। ଏହି ବିମାନରେ ୧୭୩ ଜଣ ଲୋକ ରହିଥିଲେ । ବିମାନଟି କାଠମାଣ୍ଡୁର ତ୍ରିଭୁବନ ବିମାନବନ୍ଦରରୁ ଦିଲ୍ଲୀ ପାଇଁ ଉଡାଣ ଭରିବାର ଥିଲା। ହେଲେ ଉଡାଣ…

ରନଓ୍ଵେରେ ଦମକଳଗାଡି ସହିତ ଧକ୍କା ହେଲା ବିମାନ, ଦୁଇ ଅଗ୍ନିଶମ କର୍ମଚାରୀ ମୃତ

ପେରୁର ଲିମା ବିମାନବନ୍ଦରରେ ଦୁର୍ଘଟଣା । ରନଓ୍ଵେରେ ଦମକଳ ବାହିନୀର ଏକ ଟ୍ରକ ସହ ବିମାନର ଧକ୍କା ହେବା ଫଳରେ ଟ୍ରକରେ ଥିବା ଦୁଇ ଜଣ ଦମକଳ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ପେରୁର ଜର୍ଜ ଚାଓ୍ଵେଜ ଅନ୍ତର୍ଜାତୀୟ ବିମାନରେ ଘଟିଛି। ଦୁର୍ଘଟଣା ଏତେ ଅଧିକ ମାତ୍ରାରେ ଥିଲା ଯେ,…

୨୦୦ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା ଉଡାଜାହାଜ ତିଆରି ପ୍ରୟାସ, ୧୦୦ ବର୍ଷ ପରେ ଭାରତୀୟ କଲେ କମାଲ

୨୦୦ ବର୍ଷ ପୂର୍ବେ ୧୭୯୯ରେ ସର୍ ଜିଆର୍ଜ, ଯିଏ କି ଜଣେ ଏରୋନେଟିକାଲ ଇଞ୍ଜିନିୟର ଥିଲେ ସେ ଏକ ଗ୍ଲାଇଦର୍ ଡିଜାଇନ୍ କଲେ ସେହି ଗ୍ଲାଇଡର ଏଭଳି ତିଆରି ହୋଇଥିଲା ଯେଉଁଥିରେ ଜଣେ ମଣିଷ ବସି ଉଡ଼ି ପାରିବ। ପାଞ୍ଚ ବର୍ଷ ପରେ ମାନେ ୧୮୦୪ ରେ ସର୍ ଜିଆର୍ଜଙ୍କ ଗ୍ଲାଇଦାର ବା ପରାଚୁଟ କିଛିବାଟ…

ଉଡାଣ ଭରିବା ପରେ ଖସିପଡିଲା ବିମାନର ଟାୟାର, ଏବେ ଅବତରଣକୁ ନେଇ ସମସ୍ତେ ଚିନ୍ତାରେ : ଭିଡିଓ ଭାଇରଲ

ଉଡାଣ ଭରୁ ଭରୁ ଦୁର୍ଘଟଣାର ଶିକାର ହେଲା ବିମାନ। ବିମାନଟି ଉଡାଣ ଭରିବା ପରେ ଧୂଆଁଉଠି ବିମାନର ଏକ ଚକ ଖସିପଡିଥିଲା। ଯାହା ଭିଡିଓ ଭାଇରଲ ହୋଇଥିଲା। ଭିଡିଓ ଭାଇରଲ ହେବା ପରେ ଫ୍ୟାନ୍ସ ବିମାନ ଅବତରଣ କେମିତି କରିବେ ଏହାକୁ ନେଇ ବିମାନବନ୍ଦର କର୍ମଚାରୀ ଠାରୁ ଆରମ୍ଭ କରି କର୍ତ୍ତୃପକ୍ଷ…

କୋରାପୁଟବାସୀଙ୍କ ପାଇଁ ଖୁସି ଖବର: ଆଜି ହେବ ଜୟପୁର ବିମାନ ବନ୍ଦରରୁ ପରୀକ୍ଷାମୂଳକ ବିମାନ ଉଡ଼ାଣ

କୋରାପୁଟ (କେନ୍ୟୁଜ): କୋରାପୁଟବାସୀଙ୍କ ପାଇଁ ଖୁସି ଖବର । ଜୟପୁର ବିମାନବନ୍ଦରରେ ପରୀକ୍ଷାମୂଳକ ଭାବେ ଊଡ଼ିବ ବିମାନ । ଦୀର୍ଘ ବର୍ଷ ଧରି ଅପେକ୍ଷାରେ ଥିବା ଏହି ବିମାନବନ୍ଦରରୁ ପରୀକ୍ଷାମୂଳକ ଭାବେ ଉଡ଼ାଣ ଭରିବ ବିମାନ । ଏଠାରୁ ଖୁବଶୀଘ୍ର ବିମାନ ଚଳାଚଳ ଆଶା ଏକ ପ୍ରକାର ଉଜ୍ଜ୍ୱଳ ହୋଇଛି ।…