Browsing Tag

flood

ଭୁବନେଶ୍ୱର ଉପକଣ୍ଠରେ ବନ୍ୟା ସ୍ଥିତି ଗମ୍ଭୀର, ଦୟାନଦୀ ଫୁଲିବାରୁ ଅନେକ ଗାଁ ଏବେ ଜଳମଗ୍ନ

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ଉପକଣ୍ଠରେ ବନ୍ୟା ସ୍ଥିତି ଗମ୍ଭୀର । ଦୟାନଦୀ ଫୁଲିବାରୁ ଅନେକ ଗାଁ ଏବେ ଜଳମଗ୍ନ । ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ଗାଁ । ଜଳବନ୍ଦୀ ହୋଇ ରହିଛନ୍ତି ହଜାର ହଜାର ଲୋକ। ଦୁଇ ଦିନ ଧରି ବିଦ୍ୟୁତ ସରବରାହ ବନ୍ଦ ଯୋଗୁ ପିଇବା ପାଣିରେ ସମସ୍ୟା ଦେଖାଯାଇଛି ।…

ବନ୍ୟା ପାଣିରେ ଭାସିଯାଇ ନାବାଳକଙ୍କ ମୃତ୍ୟୁ, ଅନ୍ୟ ୨ ଜଣ ସୁରକ୍ଷିତ ଉଦ୍ଧାର

ଆଠଗଡ(କେନ୍ୟୁଜ୍) : ବନ୍ୟା ପାଣିରେ ଭାସିଯାଇ ନାବାଳକଙ୍କ ମୃତ୍ୟୁ । ଆଠଗଡ ବ୍ରାହ୍ମଣବସ୍ତ ଗାଁର ନାବାଳକ ପ୍ରଦ୍ୟୁମ୍ନଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଦୁଇଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକ । ଗାଁର ୩ଜଣ ସାଙ୍ଗ ମିଶି ବନ୍ୟାପାଣିରେ ଗାଧୋଉଥିଲେ । ଗାଧୋଇବା ସମୟରେ…

ବନ୍ୟାପାଣିରେ ନୟାଗଡ଼ ଗଣିଆ ବ୍ଲକ୍‌ ଉବୁଟୁବୁ, ବଡ଼ମୂଳ ରାସ୍ତାରେ ୧୦ରୁ ୧୨ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ

ନୟାଗଡ଼(କେନ୍ୟୁଜ୍): ମହାନଦୀର ବନ୍ୟାପାଣିରେ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍‌ ଉବୁଟୁବୁ । ଗଣିଆରୁ ବଡ଼ମୂଳ ରାସ୍ତାର ବିଭିନ୍ନ ସ୍ଥାନରେ ୧୦ ରୁ ୧୨ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ଛାମୁଣିଆ ଏବଂ ବଡ଼ସିଲିଙ୍ଗା ରାସଙ୍ଗ ପଞ୍ଚାୟତ ଜଳବନ୍ଦୀ ହୋଇଛି। ଗଣିଆ ବ୍ଲକର ୫ଟି ପଞ୍ଚାୟତର ୪୧…

ସାତକୋଶିଆ ଛୁଇଁଲା ବନ୍ୟାପାଣି, ଟିକରପଡା ରାସ୍ତା ଉପରେ ଛାଲିଛି ୮ ଫୁଟର ପାଣି

ଅନୁଗୋଳ(କେନ୍ୟୁଜ୍): ଅନୁଗୋଳ ଜିଲ୍ଲାରେ ବିତ୍ପାତ ଆଣିଛି ମହାନଦୀର ବନ୍ୟା ପାଣି । ହୀରାକୁଦରୁ ଆଉ ୧୪ଟି ଗେଟ୍‌ ଖୋଲିବା ପରେ ବନ୍ୟା ପାଣି ସାତକୋଶିଆ ଦେଇ ପ୍ରବାହିତ ହେଉଛି । ଗତ ୪ଦିନ ହେବ ପାଣିଘେରରେ ରହିଛି ପର୍ଯ୍ୟଟନସ୍ଥଳୀ ସାତକୋଶିଆ । ଟିକରପଡା ରାସ୍ତା ଉପରେ ଛାଲିଛି ୮ ଫୁଟର ପାଣି ।…

ଅଧିକ ଘାଇ ସୃଷ୍ଟି ପରେ ରାଜ୍ୟରେ ଗମ୍ଭୀର ହୋଇଛି ବନ୍ୟା ସ୍ଥିିତି, ମହାନଦୀର ପାଣି ତଳି ଅଞ୍ଚଳରେ ପଶିବା ପରେ ବିପତ୍ତି…

ଭୁବନେଶ୍ୱର(କେନ୍ୟୁଜ୍): ଅଧିକ ଘାଇ ସୃଷ୍ଟି ପରେ ରାଜ୍ୟରେ ଗମ୍ଭୀର ହୋଇଛି ବନ୍ୟା ସ୍ଥିିତି । ମହାନଦୀର ପାଣି ତଳି ଅଞ୍ଚଳରେ ପଶିବା ପରେ ବିପତ୍ତି ଆଣିଛି । ବନ୍ୟାରେ ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି ୫ଟି ଘାଇ । ବନ୍ୟାରେ ପ୍ରଭାବିତ ହୋଇଛି କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀ…

ବନ୍ୟା ବିପନ୍ନଙ୍କୁ ଯୋଗାଇ ଦିଆଯାଉଛି ରନ୍ଧା ଖାଦ୍ୟ, ଆଗାମୀ ୨୪ ଘଣ୍ଟା ରାଜ୍ୟ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ: SRC…

ଭୁବନେଶ୍ୱର(କେନ୍ୟୁଜ୍): ପାଣି ଘେରରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଉଛି । ସବୁ ଜିଲ୍ଲାରେ ପ୍ରଶାସନ ସଜାଗ । ‘ସମସ୍ତଙ୍କ ଧନଜୀବନ ରକ୍ଷା କରିବା ସରକାରଙ୍କ ପ୍ରାଥମିକତା। ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ।…

କୁଆଖିଆ-ଆରଡି ୨୦ ନମ୍ବର ଜାତୀୟ ରାଜପଥ ବୋଡକ ଠାରେ ଧୋଇଗଲା ମୁଖ୍ୟ ରାସ୍ତା, ଦୀର୍ଘ ସମୟ ଧରି ଫସି ରହିଛନ୍ତି…

ଚାନ୍ଦବାଲି(କେନ୍ୟୁଜ୍): ଧୋଇଗଲା ୨୦ ନମ୍ବର ଜାତୀୟ ରାଜପଥ । କୁଆଖିଆ-ଆରଡି ୨୦ ନମ୍ବର ଜାତୀୟ ରାଜପଥ ବୋଡକ ଠାରେ ମୁଖ୍ୟ ରାସ୍ତା ଧୋଇଯିବା ଫଳରେ ଉଭୟ ପଟରୁ ଗାଡି ଚଳାଚଳ ବନ୍ଦ ରହିଛି । ବୈତରଣୀ କୂଳ ଲଘିଂବାରୁ ୨ ଦିନ ହେବ ରାସ୍ତା ଉପରେ ଚାଲୁଛି ବନ୍ୟାପାଣି । ସେପଟେ ଆଖଣ୍ଡଳମଣୀଙ୍କ ପୀଠକୁ…

କୂଳ ଲଙ୍ଘିଛି ଭାର୍ଗବୀ ନଦୀ: ଉତ୍ତରାଠାରେ କିଛି ଅଞ୍ଚଳରେ ପଶିଲା ପାଣି, ଜଳମଗ୍ନ ଶହ ଶହ ହେକ୍ଟର ଚାଷ ଜମି

ଭୁବନେଶ୍ୱର(କେନ୍ୟୁଜ୍):  କୂଳ ଲଙ୍ଘିଛି ଭାର୍ଗବୀ ନଦୀ। ନଦୀ କୂଳରେ ଥିବା ତଳିଆ ଅଞ୍ଚଳରେ ପଶିଛି ପାଣି। ପାଣି ମାଡିଯାଇ ଜଳମଗ୍ନ ହୋଇ ରହିଛି ଶହ ଶହ ହେକ୍ଟର ଚାଷ ଜମି। ଜଳସ୍ତର ବଢୁଥିବାରୁ ଉତ୍ତରାଠାରେ କିଛି ଅଞ୍ଚଳରେ ପାଣି ପଶିଛି। ବାଲି ବସ୍ତା ପକାଇ ବନ୍ଧ କରି ଜଗି ରହିଛନ୍ତି ଲୋକେ।…

କେନ୍ଦ୍ରାପଡ଼ା, ଜଗତସିଂହ ଓ ପୁରୀ ଜିଲ୍ଲାରେ ବନ୍ୟା, ରାତି ଗୋଟାଏ ପରଠାରୁ ପ୍ରବେଶ କରୁଛି ସର୍ବାଧିକ ବନ୍ୟାପାଣି

ଭୁବନେଶ୍ୱର(କେନ୍ୟୁଜ୍): କେନ୍ଦ୍ରାପଡ଼ା, ଜଗତସିଂହ ଓ ପୁରୀ ଜିଲ୍ଲାରେ ବନ୍ୟା। ଗତକାଲି ରାତି ଗୋଟାଏ ପରଠାରୁ ପ୍ରବେଶ କରୁଛି ସର୍ବାଧିକ ବନ୍ୟାପାଣି। ମହାନଦୀର ବନ୍ୟା ପାଣି ପହଞ୍ଚିବା ପରେ ଏବେ ମୁଣ୍ଡଳୀରେ ସର୍ବାଧିକ ବନ୍ୟା ପାଣି ପ୍ରବାହିତ ହେଉଛି । ରାତି ୩ଟା ଯାଏଁ ମୁଣ୍ଡଳିରେ ରହିଥିଲା…

କୋରାପୁଟ: ବନ୍ୟା ଯୋଗୁ ଭୁଶୁଡିଲା ବ୍ରିଜ, ଜୟପୁର ବଙ୍ଗଳାଗୁଡା ନିକଟରେ ଯାତାୟାତ ବନ୍ଦ

କୋରାପୁଟ (କେନ୍ୟୁଜ) : ବଙ୍ଗଳାଗୁଡା ନିକଟରେ ଭୁଶୁଡିଲା ପୋଲ। ୩୨୬ ନଂ ଜାତୀୟ ରାଜପଥରେ ଗାଡି ଚଳା ଚଳ ବନ୍ଦ । କୋରାପୁଟ _ ଲକ୍ଷ୍ମୀପୁର_ ରାୟଗଡ ରାସ୍ତାରେ ଗାଡି ଚଳାଚଳ ବନ୍ଦ । ଗତ କିଛି ଦିନ ଧରି ଲଗାଣ ବର୍ଷା ଜାରି ରହିଥିଲା । ଆଜି ପାଗ ସୁଷ୍କ ରହିଛି । ହେଲେ ପୋଲକୁ ସଂଯୋଗ କରୁଥୁବା…

ବନ୍ୟା ଯୋଗୁ ମାଆ ଭଟ୍ଟାରିକାଙ୍କ ପୀଠରେ ୧୪୪ ଧାରା ଲାଗୁ , ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ବାରଣ

କଟକ (କେନ୍ୟୁଜ):ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକାଙ୍କ ପୀଠରେ ୧୪୪ ଧାରା ଜାରି । ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିବା ଯୋଗୁ ବଡ଼ମ୍ବାରରେ ବନ୍ୟାଜଳ ଦେଖିବା ପାଇଁ ଲୋକଙ୍କ ଭିଡ ଲାଗିଛି । କୌଣସି ଅଘଟଣ ନ ଘଟିବା ପାଇଁ ଭଟ୍ଟାରିକା ପୀଠରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା…

କଟକ-ବାଙ୍କୀ ରାସ୍ତା ଉପରେ ଚାଲିଛି ପାଣି, କଇଁମୁଣ୍ଡା ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

ବାଙ୍କୀ(କେନ୍ୟୁଜ୍): କଟକ-ବାଙ୍କୀ ରାସ୍ତାରେ ପାଣି। କଇଁମୁଣ୍ଡା ଠାରେ ରାସ୍ତା ଉପରେ ପାଣି ଚାଲିଛି। ଗତ ଦୁଇ ଦିନ ଧରି ମହନଦୀରେ ବନ୍ୟାଜଳ ପ୍ରବେଶ କରିବା ଦ୍ୱାରା କଇଁମୁଣ୍ଡା ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି। ଜଳବନ୍ଦୀ ହୋଇ ରହିଛନ୍ତି ଶହ ଶହ ଲୋକ। ଘରେ ପାଣି ପଶିବାରୁ ପିଲାଛୁଆ…