Browsing Tag

football player

ଅବସର ନେବେ ଫୁଟବଲ ଖେଳାଳୀ ଲିଓନେଲ ମେସି : ଫିଫା ବିଶ୍ୱକପରେ ନିଜ କ୍ୟାରିୟରର ଶେଷ ମ୍ୟାଚ୍ ଖେଳିବେ ବୋଲି କଲେ ଘୋଷଣା

ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସି ତାଙ୍କ ଫ୍ୟାନ୍ସ ମାନଙ୍କୁ ବଡ଼ ଝଟକା ଦେଇଛନ୍ତି। ୨୦୨୨ ମସିହାରେ ହେବାକୁ ଥିବା ଫୁଟବଲ ବିଶ୍ୱକପ ତାଙ୍କର ଶେଷ ଟୁର୍ନାମେଣ୍ଟ ହେବ ବୋଲି ମେସି ଘୋଷଣା କରିଛନ୍ତି। ଅର୍ଥାତ୍ ଏହି ବିଶ୍ୱକପ୍ ପରେ ସେ ଯେକୌଣସି ସମୟରେ ଅବସର ନେଇପାରନ୍ତି , କାରଣ…

ହସ୍ପିଟାଲରେ ଭର୍ତ୍ତି ହେଲେ ଭେଟେରାନ୍ ଫୁଟବଲ ପ୍ଲେୟାର, ଏହି ଗମ୍ଭୀର ରୋଗର ହୋଇଛନ୍ତି ଶିକାର

ବ୍ରାଜିଲର ମହାନ ଫୁଟବଲ ଖେଳାଳି ପେଲେ କ୍ୟାନ୍ସର ରୋଗର ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତିନିଥର ଫୁଟବଲ ବିଶ୍ୱକପ ବିଜେତା ପେଲେଙ୍କୁ ସାଓପୋଲୋର ଆଲବର୍ଟ ଆଇନଷ୍ଟାଇନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାର ଡାକ୍ତରମାନେ ଏ ବିଷୟରେ ସୂଚନା ଦେଇଛନ୍ତି। ଗତ ସେପ୍ଟେମ୍ବରରେ…

ଫସିଗଲେ ପ୍ରସିଦ୍ଧ ଫୁଟବଲ ଖେଳାଳି! ବାୟୋ ବବଲ୍‌ ହୋଟେଲ ରୁମ୍‌କୁ ଡାକି ମଡେଲଙ୍କ ସହ ରଖିଲେ ଶାରୀରିକ ସମ୍ବନ୍ଧ; ଭାଇରାଲ…

ପ୍ରସିଦ୍ଧ ଫୁଟବଲ ଖେଳାଳି ଏଣ୍ଟୋନିଓ ବ୍ରାଉନ ଆଜିକାଲି ଖବରରେ ଛାଇ ରହିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଏହି ଖେଳାଳି ନିଜର ଖେଳ ଯୋଗୁ ନୁହେଁ, ବରଂ ଅନ୍ୟ କିଛି କାରଣକୁ ନେଇ ଚର୍ଚ୍ଚାରେ ଅଛନ୍ତି। ବାସ୍ତବରେ, ଏଣ୍ଟୋନିଓ, ଏଭା ଲୁଇସ୍ ନାମ୍ନୀ ଜଣେ ପ୍ରସିଦ୍ଧ ମଡେଲଙ୍କୁ ନିଜ…

ମହିଳା ଫୁଟବଲ୍‌ ଖେଳାଳି ଆଜି ବିଲରେ ଖଟି ସାଜିଛନ୍ତି ଦିନ ମଜୁରିଆ

ଆଳି (କେନ୍ୟୁଜ) : ବିଲରେ କୋଦାଳ ଧରି କାମ କରୁଥିବା ଏ ମହିଳା ଜଣଙ୍କ ହେଉଛନ୍ତି ଓଡିଶାର ଜଣେ ଦକ୍ଷ ଫୁଟବଲ ଖେଳାଳି। ଦିନେ ସ୍ୱପ୍ନ ଦେଖିଥିଲେ କ୍ରୀଡା ଜରିଆରେ ନିଜର ନାମ ରଖିବେ। ରାଜ୍ୟ ତଥା ଦେଶର ନାମ ରଖିବେ। ସେଥିପାଇଁ ଛୋଟବେଳୁ ଫୁଲବଳ ଖେଳକୁ ନିଜର ବ୍ରତ ଭାବେ ଗ୍ରହଣ କରିନେଇଥିଲେ ମହିଳା…

ଭାରତୀୟ ମହିଳା ଫୁଟବଲ ଟିମ୍ ପାଇଁ ସୁନ୍ଦରଗଡରୁ ମନୋନୀତ ହେଲେ ମଞ୍ଜୁ ଗଞ୍ଜୁ, ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ

ସମ୍ବଲପୁର: ୧୭ ବର୍ଷରୁ କମ୍‌ ଭାରତୀୟ ମହିଳା ଫୁଟବଲ ଚୟନ ଶିବିରରେ ଏକ ମାତ୍ର ଓଡ଼ିଆ ଖେଳାଳି ମଞ୍ଜୁ ଗଞ୍ଜୁ ସ୍ଥାନ ପାଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ବେମଡ଼ା ଗାଁର ମଞ୍ଜୁ ପୂର୍ବରୁ ୨୦୧୭ ମସିହାରେ ୧୪ ବର୍ଷରୁ କମ୍‌ ଭାରତୀୟ ଦଳରେ ସାମିଲ ଥିଲେ। ଏବେ ପୁଣି ୧୭ ବର୍ଷ ଦଳରେ ଚୟନ ଶିବିର ପାଇଁ…