Browsing Tag

Freud case

ଚାକିରିର ପ୍ରଲୋଭନ ଦେଖାଇ ଟଙ୍କା ହଡପ୍, ୫୦ଜଣ ମହିଳାଙ୍କଠୁ ୫ ହଜାର ଲେଖାଏଁ ଠକେଇ

କଟକ(କେନ୍ଯୁଜ୍): ଚାକିରିର ପ୍ରଲୋଭନ ଦେଖାଇ ମହିଳାଙ୍କୁ ଠକେଇ ଅଭିଯୋଗ । ବଡ଼ମ୍ବା ଅଞ୍ଚଳର ପାଖାପାଖି ୫୦ ମହିଳା ଠକେଇର ଶିକାର ହୋଇଛନ୍ତି । ଏ.ଡି ମାଜିଷ୍ଟିକ ନାମକ କମ୍ପାନୀ କରି ଧୂପକାଠିି ଯୋଗାଇବା, ସରକାରୀ ଚାକିରି କରାଇଦେବା, ହେଲଥ କାର୍ଡ କରାଇ ଦେବା ଭଳି ପ୍ରଲୋଭନ ଦେଖାଇ ପ୍ରତ୍ୟେକ…

ଭୁବନେଶ୍ୱରରେ ଚାକିରି ଦେବାକୁ କହି ଠକିନେଲେ ୫୫ ଲକ୍ଷ ଟଙ୍କା ! ଜଣଙ୍କୁ ଗିରଫ କଲା ଧଉଳି ପୋଲିସ୍, ଲେଡି ମାଷ୍ଟର…

ଭୁବନେଶ୍ୱର: ଭୁବନେଶ୍ୱରରେ ହିନ୍ଦି ଫିଲ୍ମ ବଣ୍ଟି ଔର ବବଲି ଷ୍ଟାଇଲ୍‌ରେ ଠକେଇ । ଚାକିରି ଦେବାକୁ କହି ଠକିନେଲେ ୫୫ ଲକ୍ଷ ଟଙ୍କା । ସରୋଜ ଜେନା ନାମକ ବ୍ୟକ୍ତିକୁ ଜଗତସିଂପୁରର ମେରାଇନ ଥାନା ଅଞ୍ଚଳରୁ ଗିରଫ କରିଛି ଧଉଳି ପୋଲିସ । ଏହି ମାମଲାରେ ମାଷ୍ଟରମାଇଣ୍ଡ ରଶ୍ମୀଲତା ପୋଲିସ ଆଖିରେ…

ଭଉଣୀ କହି ଯୁବତୀଙ୍କଠାରୁ ୩୦ ହଜାର ଟଙ୍କା ନେଇ ଛୁ ମାରିଲା ଯୁବକ, ଖାରବେଳନଗର ଥାନାରେ ମାମଲା ରୁଜୁ

ଭୁବନେଶ୍ବର: ଭଉଣୀ କରି ରାମ ମନ୍ଦିରରେ ବାନ୍ଧିଲା ସୂତା । ପରେ ଚତୁରତା ସହ ୩୦ ହଜାର ଟଙ୍କା ନେଇ ମାରିଲା ଛୁ । ଏଭଳି ଏକ ଘଟଣା ସାମ୍ନାକୁ ଆସିବା ପରେ ଖାରବେଳନଗର ଥାନାର ଦ୍ବାରସ୍ଥ ହୋଇଛନ୍ତି ଯୁବତୀ। ଅଭିଯୋଗ ଅନୁସାରେ ଅଜଣା ନମ୍ବରରୁ ଫୋନ ଆସିଲା । ନିଜକୁ ଯୁବତୀଙ୍କ ଭାଇ କହି…

ବିଏମସିରେ ଚାକିରି କରାଇଦେବା ନାଁରେ ଠକେଇ: ପାଞ୍ଚ ଜଣଙ୍କ ଠାରୁ ପାଞ୍ଚଲକ୍ଷ ଟଙ୍କା ଠକି ନେବା ପରେ ଥାନାରେ ଏତଲା,…

ନୟାଗଡ଼: ବିଏମସିରେ ଚାକିରି କରାଇଦେବା ନାଁରେ ଠକେଇ। ପାଞ୍ଚ ଜଣଙ୍କ ଠାରୁ ପାଞ୍ଚଲକ୍ଷ ଟଙ୍କା ଠକି ନେବା ପରେ ଥାନାରେ ହୋଇଛି ଅଭିଯୋଗ। ପୋଷ୍ଟାଲରେ ନିଯୁକ୍ତି ପତ୍ର ପାଇ ଏହା ମିଥ୍ୟା ବୋଲି ଜାଣିବା ପରେ ନୟାଗଡ଼ର ଶରଣକୂଳ ଥାନାରେ ଅଭିଯୋଗ କରିିଥିଲେ ମୋନାଲି ପ୍ରିୟଦର୍ଶୀନି। ଅଭିଯୋଗ ଆଧାରରେ…

ଓୟୋ ନାରେ ଯୁବକ ଆଣିଲେ ଠକେଇ ଅଭିଯୋଗ, କ୍ୟାପିଟାଲ ଥାନାରେ ଦେଲେ ଏତଲା

ଭୁୁବନେଶ୍ୱର: ଲକ୍ ଡାଉନରେ ଦିନକୁ ଦିନକୁ ବଢିବାରେ ଲାଗିଲାଣି ଠକାମୀ । ଏହା ଭିତରେ ପୁଣି ଓୟୋ ନାରେ ଆସିଛି ଠକେଇ ଅଭିଯୋଗ । ଭୁୁବନେଶ୍ୱରର ଜଣେ ଯୁବକ ଆଣିଲେ ଏହି ଅଭିଯୋଗ । ଯୁକ ଜଣଙ୍କ ପରୀକ୍ଷା ଦେବାକୁ ମୁମ୍ବାଇ ଯାଇଥିଲେ । ସେଠାରୁ ଫେରି ପେଡ କ୍ୱାରେଣ୍ଟାଇନରେ ଭୁୁନେଶ୍ୱରର ଏକ ଓୟୋ…