Below header
Browsing Tag

ganesh

ଦୀପାବଳିରେ ମା’ ଲକ୍ଷ୍ମୀଙ୍କ ସହିତ କାହିଁକ କରାଯାଏ ଗଣେଶଙ୍କ ପୂଜା

ଆଲୋକର ପର୍ବ ଦୀପାବଳି। କିଛି ଦିନ ପରେ ଏହି ପର୍ବକୁ ପାଳନ କରିବାକୁ ସମସ୍ତେ ଚାହିଁ ରହିଛନ୍ତି। କାର୍ତ୍ତିକ ମାସ ଅମାବାସ୍ୟା ତିଥିକୁ ଦୀପାବଳି ଅମାବାସ୍ୟା ଭାବେ ପାଳନ କରାଯାଏ । ଚଳିତବର୍ଷ ନଭେମ୍ବର ୪ ରେ ପାଳନ କରାଯିବଦୀପାବଳି ଅମାବାସ୍ୟା । ଏହିଦିନ ରାତିରେ ଲକ୍ଷ୍ମୀ ଗଣେଶଙ୍କ ପୂଜା…

ବୁଧବାର ଗଣେଶଙ୍କୁ ପୂଜା କଲେ ଦୂର ହୁଏ ସବୁ ସଙ୍କଟ, ଜାଣନ୍ତୁ ବ୍ରତର ନିୟମ ଓ ଲାଭ

ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ସବୁ ବାର କୌଣସି ନା କୌଣସି ଦେବତାଙ୍କୁ ସମର୍ପିତ ହୋଇଥାଏ। ଶାସ୍ତ୍ର ମୁତାବକ, ବୁଧବାର ମଧ୍ୟ ହିନ୍ଦୁଧର୍ମର ଅଗ୍ରପୂଜ୍ୟ ଗଣେଶଙ୍କୁ ସମର୍ପିତ। ଏହି ଦିନ ଗଣପତିଙ୍କ ପ୍ରିୟ ବାର। କୁହାଯାଏ, ବୁଧବାର ଗଣେଶଙ୍କୁ ପୂଜାର୍ଚ୍ଚନା କଲେ ଅନେକ ଲାଭ ମିଳେ। ଆସନ୍ତୁ…

ବିଜେପି ନେତାଙ୍କ ପୁଅର ହୀନ ମାନସିକତା, ନିଜ ବେପାର ବଢ଼ାଇବାକୁ ଗଣେଶଙ୍କ ହାତରେ ଧରାଇଦେଲେ ସାନିଟାରୀ ପ୍ୟାଡ୍‌

ବ୍ୟବସାୟ ବଢ଼ାଇବାକୁ ଗଣପତିଙ୍କୁ ବ୍ୟବହାର କଲେ ବିଜେପି ନେତାଙ୍କ ପୁଅ। ନିଜ ବେପାରର ପବ୍ଲିସିଟି ପାଇଁ ଭଗବାନକୁ ବ୍ୟବହାର କରିବାକୁ ବି ପଛଘୁଞ୍ଚା ଦେଲେ ନାହିଁ ଏହି ବଡ଼ ବାପାର ପୁଅ। ଇନ୍ଦୋର ଜିଲ୍ଲାର ମହୁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଏଠାରେ ନେତାଙ୍କ ପୁଅ ସାନିଟାରୀ ପ୍ୟାଡ୍‌ ବ୍ୟବସାୟ…

କୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଏହି ଦେବାଦେବୀଙ୍କ ଆଶୀର୍ବାଦ ନିଶ୍ଚୟ ନିଅନ୍ତୁ, ପୂର୍ଣ୍ଣ ହେବ ସବୁ ମନସ୍କାମନା

ଯେ କୌଣସି କାର୍ଯ୍ୟ କରିବା ପୂର୍ବରୁ ଭଗବାନଙ୍କ ଆଶୀର୍ବାଦ ନିଆଯାଏ। ଶାସ୍ତ୍ରାନୁସାରେ ଏହାକୁ ଶୁଭ ବୋଲି ବିବେଚନା କରାଯାଏ। କୁହାଯାଏ ଭଗବାନଙ୍କ ପ୍ରତି ବିଶ୍ଵାସ ରଖିବା ଦ୍ୱାରା ମଧ୍ୟ ଜୀବନରେ ଉନ୍ନତି ହୋଇଥାଏ। ଏଣୁ ଯେତେବେଳେ ବି ଆପଣ କୌଣସି ଶୁଭ କାର୍ଯ୍ୟ କରୁଛନ୍ତି ତେବେ ଏହି ୩ ଭଗବାନଙ୍କ…

ଗଣେଶଙ୍କ ଭକ୍ତିରେ ତଲ୍ଲୀନ ହୋଇ ହାତ ଯୋଡ଼ି ବନ୍ଦନା କରୁଛି ବିଲେଇ, ଦେଖିଲେ କରିପାରିବେନି ବିଶ୍ୱାସ

ସୋସିଆଲ ମିଡିଆରେ ପ୍ରତିଦିନ ଜୀବଜନ୍ତୁଙ୍କ ଭିଡିଓ ଭାଇରାଲ ହେବା ଏକ ସାଧାରଣ କଥା ପାଲଟିଛି। କେତେବେଳେ ହାତୀ ସ୍ୱଚ୍ଛ ଭାରତ ଅଭିଯାନ କରୁଛି ତ ଆଉ କେତେବେଳେ ମାଙ୍କଡ଼ ହୋଟେଲରେ କାମ କରୁଥିବା ଦେଖାଯାଏ। ତେବେ ବର୍ତ୍ତମାନ ଏକ ଏଭଳି ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ…

ବିଦେଶରେ ଗଣେଶଙ୍କ ମୂର୍ତ୍ତିଙ୍କୁ ଭାଙ୍ଗିଲେ ମହିଳା, କହିଲେ ‘ମୁସଲିମ୍‌ ଦେଶରେ ହିନ୍ଦୁ ଠାକୁରଙ୍କ କି କାମ?’; ଦେଖନ୍ତୁ…

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ବୁର୍ଖା ପିନ୍ଧିଥିବା ଜଣେ ମହିଳା ହିନ୍ଦୁଙ୍କ ଆରାଧ୍ୟ ଦେବତା ଗଣେଣଙ୍କ ମୂର୍ତ୍ତିକୁ ଭାଙ୍ଗୁଥିବା ଦେଖାଯାଇଛି। ଭିଡିଓର ପୂରା କାହାଣୀ ଏବେ ସାମ୍ନାକୁ ଆସିଛି ଓ ଅଭିଯୁକ୍ତ ମହିଳାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି।…