Below header
Browsing Tag

ganja destroyed

ଦେଢ଼ କୋଟି ଟଙ୍କାରୁ ଉର୍ଦ୍ଧ ବେଆଇନ ଗଂଜେଇ ଚାଷ ନଷ୍ଟ କଲା ବାଲିଗୁଡା ପୋଲିସ୍

ବାଲିଗୁଡା: ଦେଢ଼ କୋଟି ଟଙ୍କାରୁ ଉର୍ଦ୍ଧ ବେଆଇନ ଗଂଜେଇ ଚାଷ ନଷ୍ଟ କରିଛି ବାଲିଗୁଡା ପୋଲିସ । ଅପରେସନ ଗଂଜେଇ ନଷ୍ଟ ଅଭିଯାନରେ ଚଢ଼ାଉ କରି ଏକ ଲକ୍ଷ ୫୫ହଜାର ଗଂଜେଇ ଗଛକୁ କାଟି ପୋଡି ଦିଆଯାଇଛି । ବାଲିଗୁଡା ଥାନା ବାଦିକେତା ଅଂଚଳରେ ବେଆଇନ ଗଂଜେଇ ଚାଷ ନେଇ ପୋଲିସ ଓ ଅବକାରୀ ବିଭାଗର ମିଳିତ…

କନ୍ଧମାଳ: ୯୦ ଲକ୍ଷ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ବାଲିଗୁଡା ପୋଲିସ

ବାଲିଗୁଡା(କେ ନ୍ୟୁଜ): ବାଲିଗୁଡା ପୋଲିସର ଅପରେସନ ଗଞ୍ଜେଇ ନଷ୍ଟ ଅଭିଯାନ ଆରମ୍ଭ । ବାଲିଗୁଡା ପୋଲିସ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ୯୦ ଲକ୍ଷରୁ ଅଧିକ ଟଙ୍କାର ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି । ଯେବେକି ସଲାଗୁଡା ଓ ନାରଗାଁ ଜଙ୍ଗଲରେ ୯୫ ଏକରରୁ ଅଧିକ ଗଞ୍ଜେଇ ଚାଷ…

ପୁଣି ମୋହନା ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ୧୨ କୋଟି ଟଙ୍କାର ଗଞ୍ଜେଇ ଗଛ କରାଗଲା ନଷ୍ଟ

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ମୋହନା ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଭାଲିଆସାହି, ବେଣିପଦର ଗ୍ରାମ ଜଙ୍ଗଲରେ ଚଢ଼ାଉ କରି ବିପୁଳ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି l ଉକ୍ତ ଜଙ୍ଗଲ ଜମିରେ ୬୪ଏକର ଅଞ୍ଚଳରେ ଚାଷ ହୋଇଥିବା ୧ଲକ୍ଷ୨୮ହଜାର୪ଶହ ୯୨ ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି l ନଷ୍ଟ…

ପୁଣି ମୋହନାରେ ୧୩ କୋଟିର ଗଞ୍ଜେଇ ଚାଷ ନଷ୍ଟ କଲା ଅବକାରୀ ବିଭାଗ

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ଆର.ଉଦୟଗିରି ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଆଜି ଟଣ୍ଡରାଙ୍ଗ ଗ୍ରାମ ନିକଟସ୍ଥ ଜଙ୍ଗଲ ରେ ଚଢ଼ାଉ କରାଯାଇ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି l ଗଜପତି ଏସପି ସାରା ଶର୍ମା ଏବଂ ଜ଼ିଲ୍ଲାପାଳ ଅନୁପମ ସାହାଙ୍କ ନିର୍ଦେଶ କ୍ରମେ ଉକ୍ତ ଜଙ୍ଗଲର 63ଏକର…

ଗଞ୍ଜେଇ ଚାଷର ଭୂସ୍ବର୍ଗ ପାଲଟିଛି ଗଜପତି ଜିଲ୍ଲା ମୋହନା ଅଞ୍ଚଳ, ଆଜି ନଷ୍ଟ କରାଗଲା ୧୬ କୋଟି ଟଙ୍କାର ଗଞ୍ଜେଇ ଗଛ 

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ଅଡବା ଥାନା ଅନ୍ତର୍ଗତ ଗୁଲୁବା ପଞ୍ଚାୟତ ଅଧିନସ୍ଥ ରାପେଟ ଗ୍ରାମ ଜଙ୍ଗଲରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି l ଉକ୍ତ ଅଞ୍ଚଳର ୮୪ଏକର ଜଙ୍ଗଲ କିସମ ଜମିରେ ଚାଷ ହୋଇଥିବା ୧ ଲକ୍ଷ ୬୮ହଜାର…

ଗଜପତି: ମୋହନା ଅଞ୍ଚଳରେ ପୋଲିସ ଏବଂ ଅବକାରୀ ବିଭାଗର ଗଞ୍ଜେଇ ଗଛ ସଫା ଅଭିଯାନ, ୧୮ କୋଟିର ଗଞ୍ଜେଇ ଗଛ ନଷ୍ଟ

ମୋହନା(କେନ୍ୟୁଜ): ଗଜପତି ଜ଼ିଲ୍ଲା ମୋହନା ଅଞ୍ଚଳରେ ପୋଲିସ ଏବଂ ଅବକାରୀ ବିଭାଗର ଗଞ୍ଜେଇ ଗଛ ସଫା ଅଭିଯାନ ଜାରି ରହିଛି l ଶନିବାର ମୋହନା ଥାନା ଅନ୍ତର୍ଗତ ବାରିଆବନ୍ଧ ଗ୍ରାମ ଜଙ୍ଗଲରେ ଚଢ଼ାଉ କରି ପୁଣି ୧୮ କୋଟିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଗଛକୁ କାଟି ପୋଡି ନଷ୍ଟ କରାଯାଇଛି l ଉକ୍ତ ଜଙ୍ଗଲ ରେ…

ବାଲିଗୁଡ଼ାରେ ୧୯କୋଟି ଟଙ୍କାରୁ ଅଧିକ ବେଆଇନ ଗଞ୍ଜେଇ ଚାଷ ନଷ୍ଟ

କେନ୍ଯୁଜ୍: ବାଲିଗୁଡ଼ାରେ ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କଲା ପୋଲିସ ଓ ଅବକାରୀ ବିଭାଗ। ବାଲିଗୁଡା ଥାନା ସିନ୍ଦିରିଗାଁ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ଉପରେ ଚଢଉ କରାଯାଇଛି। ଅଣ୍ଡାରୀଗାଁ, ମାସ୍କାପଦର, କେପାପଦର ଠାରେ ଏକର ଏକକ ଜମିରେ ଚାଷ ହୋଇଥିବା ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ୧୯୦ ଏକର…