ଖୋଜିଲେ ବାହାରୁଛି ବିପୁଳ ଗଞ୍ଜେଇ ଚାଷ, ଗଞ୍ଜାମ ପାଲଟି ଯାଇଛି ଏବେ ଗଞ୍ଜେଇ ଗନ୍ତାଘର
ଗଞ୍ଜାମ(କେନ୍ୟଜ୍): ଗଞ୍ଜେଇ ସନ୍ଧାନ ରେ ପୋଲିସ ଓ ଅବକାରୀ ବିଭାଗ । ଗଛ ପରେ ଗଛକୁ ନଷ୍ଟ କରାଯାଉଛି । ଘର ବାରିପଟ, ଜମିରେ ଓ ପାହାଡରେ ସବୁଠି ଗଞ୍ଜେଇ ଗଛ। ଦକ୍ଷିଣ ଓଡିଶାର ବିଭିନ୍ନ ଜିଲ୍ଲାରେ ଗଞ୍ଜେଇ ଗଛକୁ ନଷ୍ଟ ସାଙ୍ଗକୁ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ କରାଯାଉଥିବା ବେଳେ ଗଞ୍ଜାମ…