Browsing Tag

gas cylinders

ନିର୍ବାଚନ ପୂର୍ବରୁ ଗୁଜରାଟ ସରକାରଙ୍କ ବଡ଼ ଉପହାର; ଲୋକଙ୍କୁ ମାଗଣାରେ ମିଳିବ ୨ ସିଲିଣ୍ଡର, CNG-PNGରେ ଭାଟ୍‌ ହ୍ରାସ

ଗୁଜରାଟ ସରକାର ଦୀପାବଳି ଏବଂ ବିଧାନସଭା ନିର୍ବାଚନ ପୂର୍ବରୁ ଜନତାଙ୍କୁ ବଡ଼ ଉପହାର ଦେଇଛନ୍ତି। ରାଜ୍ୟ ସରକାର ସୋମବାର ୧୭ ଅକ୍ଟୋବରରେ ପିଏମ୍‌ ଉଜ୍ଜ୍ୱଳା ଯୋଜନାର ଲାଭାର୍ଥୀମାନଙ୍କୁ ଦୁଇ ସିଲିଣ୍ଡର ମାଗଣା ଦେବାକୁ ଘୋଷଣା କରିଛନ୍ତି। ଏହା ବ୍ୟତୀତ ସରକାର ସିଏନ୍‌ଜି (CNG) ଗାଡ଼ି ମାଲିକଙ୍କୁ…

୩୦୦ ଟଙ୍କା ଶସ୍ତାରେ ମିଳୁଛି ଗ୍ୟାସ୍‌ ସିଲିଣ୍ଡର! ଫଟାଫଟ୍‌ ଆଜି ହିଁ କରି ନିଅନ୍ତୁ ବୁକିଂ

ଯଦି ଆପଣ ଗ୍ୟାସ୍ ସିଲିଣ୍ଡର ବୁକ୍‌ କରିବାକୁ ଯାଉଛନ୍ତି, ତା’ ହେଲେ ଆପଣଙ୍କ ପାଇଁ ଏକ ଖୁସି ଖବର। ସାରା ଦେଶରେ ଯେଉଁଠି ଗ୍ୟାସ ସିଲିଣ୍ଡର ମୂଲ୍ୟ ଲଗାତାର ବୃଦ୍ଧି ପାଇବାରେ ଲାଗିଛି, ସେଠି ଆପଣଙ୍କୁ ପାଖାପାଖି ୩୦୦ ଟଙ୍କା ଶସ୍ତାରେ ଗ୍ୟାସ୍ ସିଲିଣ୍ଡର ମିଳୁଛି। ଆପଣଙ୍କ ପାଖରେ ଶସ୍ତା ଗ୍ୟାସ…

ସିଲିଣ୍ଡରର ପ୍ରକାର ଓ ଏହାର ପ୍ରତ୍ୟେକ ରଙ୍ଗର ଅର୍ଥ କ’ଣ, ଜାଣନ୍ତୁ

ସବୁ ଘରେ ଏଲପିଜି ଗ୍ୟାସ ସିଲିଣ୍ଡରକୁ ରୋଷେଇ ପାଇଁ ବ୍ୟବହାର କରାଯାଏ। କିନ୍ତୁ କେବେ ଆପଣଙ୍କ ମନରେ ଏହାର ରଙ୍ଗକୁ ନେଇ କିଛି ପ୍ରଶ୍ନ ଆସିଛି ? ପ୍ରଶ୍ନ ହୁଏତ ଛୋଟ ହୋଇପାରେ କିନ୍ତୁ ପ୍ରାୟତଃ କାହାକୁ ଏହାର ଉତ୍ତର ଜଣା ନଥିବ। ଯାହାକୁ ଜାଣିବା ଆମର ନିହାତି ଆବଶ୍ୟକ। କେବଳ ଏଲପିଜି ନୁହେଁ…

କଟକ: ବେଆଇନ ରନ୍ଧନ ଗ୍ୟାସ ମହଜୁଦ୍‌ ଅଭିଯୋଗରେ ଚଢ଼ାଉ, ୪୯ଟି ରନ୍ଧନ ଗ୍ୟାସ ସିଲିଣ୍ଡର ଜବତ

କଟକ ଜୋବ୍ରା ନୂଆସାହିରେ ବେଆଇନ ଭାବେ ରନ୍ଧନ ଗ୍ୟାସ ମହଜୁଦ୍‌ ଅଭିଯୋଗରେ ଚଢ଼ାଉ । ଜିଲା ସହକାରୀ ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରୀୟ ମିଶ୍ର ଓ ତାଙ୍କ ଟିମ୍‌ ରେଡ କରି ରବୀନ୍ଦ୍ର ନାୟକଙ୍କ ଘରୁ ୪୯ଟି ରନ୍ଧନ ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି । ଯେଉଁଥିରୁ ୨୮ଟି ସିଲିଣ୍ଡର ଗ୍ୟାସ ଭର୍ତ୍ତି ଥିବା…

ଏବେ ଆପଣଙ୍କ ଗ୍ୟାସ୍ ଏଜେନ୍ସି ଆପଣଙ୍କୁ ଦେବେ ଟଙ୍କା , ନିଶ୍ଚୟ ଜାଣନ୍ତୁ ଏହି ଗୁରୁତ୍ବପୂର୍ଣ୍ଣ ନିୟମ ସମ୍ପର୍କରେ

ଭାରତରେ ଗ୍ୟାସ୍ ସିଲିଣ୍ଡରର ବ୍ୟବାହାର ତ ସଭିଏଁ କରିଥାନ୍ତି,କିନ୍ତୁ ଗ୍ୟାସ୍ ସିଲିଣ୍ଡରର କିଛି ନିୟମ ଏମିତି ଅଛି ଯାହା ବିଷୟ ବହୁତ କମ୍ ଲୋକ ଜାଣିଥିବେ । ଏହି ନିୟମରେ ଏମିତି ଏକ ନିୟମ ଅଛି ଯାହା ଦ୍ବାରା ଆପଣ ନିଜର ଏଜେନ୍ସିଠାରୁ ପଇସା ମଧ୍ଯ  ନେଇପାରିବେ । ଆସନ୍ତୁ ଜାଣିବା ଏହି ନିୟମ…