Browsing Tag

ghost

ହସପିଟାଲରେ ଭୂତ : ପାଖରେ କେହି ବି ନାହାନ୍ତି କିନ୍ତୁ ରାତିଅଧରେ ଆପେ ଆପେ ଚାଲିଲା ହୁଇଲ ଚେୟାର ! ଦେଖନ୍ତୁ ଭିଡିଓ

ଚଣ୍ଡୀଗଡ଼ର ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକଲ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ହସ୍ପିଟାଲ୍ ପରିସରର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ହୋଇଥିବା ଏହି ଭିଡିଓରେ ଯେଉଁ ଦୃଶ୍ୟ କଏଦ ହୋଇଛି ତାହାକୁ ଯିଏ କେହି ବି ଦେଖୁଛି ତାଙ୍କର ଲୋମ ଟାଙ୍କୁରି ଉଠୁଛି।…

ପରିପାର୍ଶ୍ଵିକ ସଂକେତରୁ ଜାଣିପାରିବେ ଆପଣଙ୍କ ଆଖପାଖରେ ଆତ୍ମାର ଉପସ୍ଥିତି, ଏମାନଙ୍କୁ ଅନୁଭବ କରିବା ଅତି ସହଜ

ଆମେ ସମସ୍ତେ ଭୂତ-ପ୍ରେତ ସହ ଜଡିତ କଥା ଏବଂ କାହାଣୀ ବହି କିମ୍ବା ଟିଭିରେ ଦେଖିଛନ୍ତି, ଯାହା ଦେଖିବାକୁ ଏବଂ ଶୁଣିବାକୁ ବହୁତ ଭୟଙ୍କର ଲାଗିଥାଏ। କିନ୍ତୁ କଣ ଆପଣ କେବେ ଏହି କାହାଣୀକୁ ସତ ମାନିଛନ୍ତି ? କିଛି ଲୋକ ଏହି କଥାକୁ ବିଶ୍ୱାସ କରନ୍ତି ତ ଆଉ କେହି ଏହାକୁ ଏକ ଗୁଜବ ବୋଲି…

କଟକ, ଭୁବନେଶ୍ୱରର ଯିବା ଆସିବା ବାଟରେ ବି ରହିଛି ଭୂତପ୍ରେତ ସ୍ଥାନ, ଏଠାକାର ରୋମାଞ୍ଚକର କାହାଣୀ ହୁଏତ ଆପଣ କେବେ ଶୁଣି…

ଆମେ ଆମ ବାସ୍ତବ ଜୀବନରେ ବହୁ ଅଜବ ପ୍ରକାର ଗତିବିଧି ସମ୍ପର୍କରେ ଶୁଣିବାକୁ ପାଉ। କିଛି ଲୋକଙ୍କ ମତରେ, ଦୁନିଆରେ ଅତୃପ୍ତ ଆତ୍ମାମାନଙ୍କର ଅସ୍ତିତ୍ୱ ରହିଛି। ତେଣୁ ସେମାନେ ମନୁଷ୍ୟକୁ ଦେଖା ଦେଇଥାଆନ୍ତି। ହେଲେ କିଛି ଲୋକ ଏହାକୁ ଭ୍ରମ ବୋଲି ଭାବନ୍ତି। ଓଡ଼ିଶାରେ ଏମିତି ଅନେକ ସ୍ଥାନ ରହିଛି,…

ମିଛ ନୁହେଁ ପ୍ରେତାତ୍ମା କାହାଣୀ…

ରହସ୍ୟ ଓ ରୋମାଞ୍ଚରେ ଭରପୂର ଏହି ଦୁନିଆ। ଆଜିର ବିଜ୍ଞାନ ଯୁଗରେ ବି ଅନେକ ବାସ୍ତବତା ଏଭଳି ରହିଛି, ଯାହାକୁ କିଛି ଲୋକ ବିଶ୍ୱାସ କରନ୍ତି ତ ଆଉ କିଛି ଲୋକ ଭ୍ରାନ୍ତ ବୋଲି ଭାବନ୍ତି। ଶୁଣିବାକୁ ମିଳେ, ଆମ ଆଖପାଖରେ ଏବେ ବି ରହିଛି ଭୂତପ୍ରେତଙ୍କ ଅସ୍ତିତ୍ୱ। କେହି କେହି ଏହାକୁ ଅନୁଭବ କରିଥିବା…

ଏପରି ଏକ ରହସ୍ୟମୟ ସ୍ଥାନ ଯେଉଁଠାରେ ଜୀବିତ ଲୋକ ହୁଅନ୍ତି ଆତ୍ମାଙ୍କ ସହ କଥା …

ବର୍ତ୍ତମାନର ସମୟରେ ଯଦି ଆପଣଙ୍କୁ କିଏ ଆତ୍ମାଙ୍କ ସହ କଥା ହେବା ବିଷୟରେ କୁହେ ତେବେ ଆପଣ ନିହାତି ତା’ଉପରେ ବିଶ୍ବାସ କରିବେ ନାହିଁ। କାରଣ ବଢ଼ୁଥିବା ଅନ୍ଧବିଶ୍ବାସ ଫଳରେ ଲୋକ ସତକଥା ଉପରେ ମଧ୍ୟ ବିଶ୍ବାସ କରିବା ପାଇଁ ଶହେ ଥର ଭାବୁଛନ୍ତି। କିନ୍ତୁ ଆଜି ଆମେ ଏପରି ଏକ ସହର ବିଷୟରେ କହିବାକୁ…

୯୬ବର୍ଷ ପୂର୍ବେ ମରିଥିଲା ଶିଶୁ ,କିନ୍ତୁ ରହସ୍ଯମୟ ଢଙ୍ଗରେ ଆଜି ମଧ୍ୟ ଖୋଲିଥାଏ ଆଖି  

ସୋସିଆଲ ମିଡିଆରେ ‘ସ୍ଲିପିଂ ବିଉଟି’ ଭାବେ ଭାଇରାଲ ହେଉଥିବା ଛୋଟ ଶିଶୁଟିର ବୟସ ମାତ୍ର ୨ ବର୍ଷ । ତା ନାଁ ରୋଲିୟା ଲେବରଡ଼ୋ। ସେ ମୃତ ଅଥଚ ଜୀବିତ । ଯାହାକୁ ନେଇ ଏବେ ସମସ୍ତଙ୍କ ଭିତରେ ପ୍ରବଳ ଉତ୍କଣ୍ଠା ପ୍ରକାଶ ପାଇଛି । ଶହେ ବର୍ଷ ତଳର ଘଟଣା । ଯେତେବେଳେ ଏକ ଅଘଟଣ ଘଟି ଏକା ସାଙ୍ଗରେ …

ଭାରତର ଅଭିଶପ୍ତ ସ୍ଥାନ, ଯେଉଁଠିକୁ ରାତିରେ ଗଲେ ମୃତ୍ଯୁ ନିଶ୍ଚିତ  

ଆପଣ ଯେତେ ସାହାସି ହୁଅନ୍ତୁ ନା କାହିଁକି ଭାରତରେ ଥିବା ଏହି ସ୍ଥାନକୁ ଯିବା ଆଗରୁ ହଜାରଥର ଚିନ୍ତା କରିବାକୁ ପଡ଼ିବ। ଏହି ସ୍ଥାନରେ ରାତିରେ ହୋଇଥାଏ କିଛି ଏପରି ଘଟଣା  ଯାହା ଏହାକୁ ରହସ୍ଯମୟ ଏବଂ ଖତରନାକ କରିଥାଏ। ରାଜସ୍ଥାନର ବାରମେର୍ ଜିଲ୍ଲା ସ୍ଥିତ କିରାଡ଼ୁ ମନ୍ଦିରକୁ ଖଜୁରାହେ ବୋଲି…

ଏହା ହେଉଛି ଦେଶର ସବୁଠାରୁ ଭୟାନକ ସ୍ଥାନ, ଯିବା ପୂର୍ବରୁ ସାବଧାନ

ଭାରତରେ ଏପରି ଅନେକ ସ୍ଥାନ ରହିଛି ଯେଉଁଠାକୁ ଯିବା ପୂର୍ବରୁ ଆମେ ଶହେ ଥର ଭାବିଥାଉ। ଯଦି  ଆପଣ ଏହି ସ୍ଥାନକୁ ଏକୁଟିଆ ଯାଆନ୍ତି ତେବେ ଆପଣଙ୍କୁ ଏପରି ଲାଗିବ ଯେପରି ଆପଣଙ୍କ ସାଥିରେ କିଏ ଜଣେ ରହିଛନ୍ତି। ଏଥିପାଇଁ ଏହି ସ୍ଥାନ ଗୁଡ଼ିକୁ ଭୂତ କୋଠୀ ବା ଭୟାନକ ସ୍ଥାନ ଭାବେ ପରିଚିତ କରାଯାଇଛି।…

ଏହି ଐତିହାସିକ ସ୍ଥାନକୁ ରାତିରେ ଗଲେ ସକାଳେ ଫେରିବ ତାଙ୍କର …..

ଦେଶର ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଥାଏ ଅନେକ କିମ୍ବଦନ୍ତି ମହଲ ଏବଂ ଐତିହାସିକ ଦୁର୍ଗ । ପୁରାତନ କାଳରୁ ଅନେକ ଅକୁହା କାହାଣୀ କହିଥାଏ  ଦିଲ୍ଲୀର ଏହି ଐତିହାସିକ ସ୍ଥାନ। ତେବେ ଏହି ବ୍ଯସ୍ତବହୁଳ ଦିଲ୍ଲୀ ନିଜ ମଝିରେ ଲୁଚାଇଥାଏ। ପୁରାତନ କାଳରେ ଫିରୋଜଶାହା ତୁଗଲକର ଆଖିର ତାରା ଭାବେ…

୨୦ ଜଣ ଭୂତଙ୍କ ସହ ଶାରୀରିକ ସମ୍ବନ୍ଧ ରଖି ସାରିଛନ୍ତି ଏହି ମହିଳା, ଏବେ ପିଲା ଜନ୍ମ କରିବାକୁ କରୁଛନ୍ତି ଚିନ୍ତା

ଆପଣ ମାନନ୍ତୁ କି ନାହିଁ କିନ୍ତୁ ଦୁନିଆରେ ସମସ୍ତ ଶକ୍ତି ବାଦ ରହିଛି ଏକ ଭିନ୍ନ ପ୍ରକାରର ଅସଧାରଣ ଶକ୍ତି। ଇଂଲଣ୍ଡର ବ୍ରିଷ୍ଟଲରେ ରହୁଥିବା ଜଣେ ମହିଳା ନିକଟରେ ଏପରି ଏକ ଘଟଣା ବିଷୟରେ କହିଛନ୍ତି ଯାହାକୁ ସହଜରେ ଆପଣ ବିଶ୍ବାସ କରିପାରିବେ ନାହିଁ। ମହିଳାଙ୍କ ପ୍ରେମ କାହାଣୀ କୌଣସି ସାଧାରଣ…

ଏହି ଦିନ ଖୋଲିଥାଏ ନର୍କର ଦ୍ବାର, ପ୍ରତିଶୋଧ ନେବା ପାଇଁ ପୃଥିବୀକୁ ଫେରିଥାନ୍ତି ଆତ୍ମା

ଚାଇନାରେ ପ୍ରଚଳିତ ବୌଦ୍ଧ କିମ୍ବା ଟୋଇଷ୍ଟ ଧର୍ମରେ ପ୍ରଚଳିତ “ଦ ଘୋଷ୍ଟ ପେଷ୍ଟିଭାଲ” କୁ “ହଙ୍ଗେରୀ ଫେଷ୍ଟିଭାଲ” ଭାବେ ମଧ୍ୟ ଜଣାଯାଏ। ଏହି ଫେଷ୍ଟିଭାଲ ୧୫ତମ ଶତାବ୍ଦୀରୁ ରାତି ସମୟରେ ଚାଇନାରେ ପାଳନ କରାଯାଉଛି। ମାନ୍ଯତା ଅନୁଯାୟୀ, ଏହି ଦିନ ନରକର କବାଟ ଖୋଲିଥାଏ ଏବଂ ଭୋଜନ କରିବା ପାଇଁ…

ଅବିଶ୍ବସନୀୟ :  ମାତ୍ର ଗୋଟିଏ ରାତିରେ ଭୂତମାନେ ନିର୍ମାଣ କରିଥିଲେ ଭଗବାନ ଶିବଙ୍କ ଏହି ବିଶାଳ ମନ୍ଦିର

ସରିଗଲାଣି ଶ୍ରାବଣ ମାସ । ହେଲେ ଶିବଙ୍କ ପ୍ରତି ଭକ୍ତଙ୍କ ଭାବ କେବେ ଶେଷ ହେବନି । କୁହାଯାଏ ଭୋଲା ବାବାଙ୍କୁ ପୂଜା କଲେ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ । ଦେଶରେ ଅନେକ ଶିବାଳୟ ଅଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ମନ୍ଦିର ବିଷୟରେ କହିବୁ ଯାହାକୁ ଗୋଟିଏ ରାତିରେ ଭୂତମାନେ…