Browsing Tag

girl kidnapped

ଅଧରାତିରେ ଜଣେ ଝିଅକୁ ଗୋଡାଉଛନ୍ତି ୩ ଯୁବକ, ସିସିଟିଭିରେ କଏଦ୍‌ ହେଲା ଚିତ୍ର

ରାତି ଅଧରେ ଦୌଡୁଛି ଝିଅ…ଆଗେ ଆଗେ ଝିଅ ଦୌଡୁଛି…ପଛେ ପଛେ ଦୌଡୁଛନ୍ତି ୩ ଯୁବକ…ଏକଦମ୍‌ ଫିଲ୍ମ ଭଳି ଲାଗୁଥିବା ଏ ଦୃଶ୍ୟ ଆଜ୍ଞା ସତ । ଝିଅଟି ପ୍ରାଣବିକଳେ ଦୌଡୁଛି, ତାକୁ ଗୋଡାଉଛନ୍ତି ୩ ଜଣ ପୁଅ । ଏମିତି ଏକ ସିସିଟିଭି ଫୁଟେଜ୍‌ ଏବେ ସାମ୍ନାକୁ ଆସିଛି । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।…

ଦାଦା, ଖୁଡିଙ୍କ ଆଖି ସାମ୍ନାରେ ଝିଆରୀକୁ ଅପହରଣ, ବସ୍‌ରୁ ଓହ୍ଲାଇବା ମାତ୍ରେ ବାଇକ୍‌ରେ ବସାଇ ନେଇଗଲେ ୨ ଯୁବକ

ଦିନ ଦ୍ୱିପ୍ରହରରେ ଯୁବତୀଙ୍କୁ ଅପହରଣ। ମଧ୍ୟପ୍ରଦେଶର ଗ୍ଵାଲିୟରରେ ଘଟିଛି ଘଟଣା। ଏଠାରେ ଜଣେ ଯୁବତୀଙ୍କୁ ଅପହରଣ କରି ନିଆଯାଇଥିବା ଅଭିଯୋଗ ହୋଇଛି। ଖବରରୁ ଜଣାପଡ଼ିଛି ଯେ ଯୁବତୀ ବସ୍‌ରୁ ଓହ୍ଲାଇ ଛିଡ଼ା ହୋଇଥିବା ବେଳେ ହଠାତ୍‌ ଏକ ବାଇକ୍‌ରେ ମୁଖାଧାରୀ ୨ ଯୁବକ ଆସି ତାଙ୍କୁ ଅପହରଣ କରି…

ବିଚ୍‌ ରାସ୍ତାରୁ ଯୁବତୀଙ୍କୁ କାରରେ ଉଠାଇ ନେଉଥିଲେ ୫ ଯୁବକ, ପିଛା କରି ବାରଙ୍ଗରୁ ଉଦ୍ଧାର କଲା ପୋଲିସ

ଆଠଗଡ଼ : ବିଚ୍‌ ରାସ୍ତାରୁ ଯୁବତୀଙ୍କୁ ଉଠାଇନେଲେ । ଆଠଗଡ଼ ମଣ୍ଡଳୀ ରାସ୍ତା ଛତାବର ନନା ହୋଟେଲ ନିକଟରୁ ଜଣେ ଯୁବତୀଙ୍କୁ ୫ ଜଣ ଯୁବକ ଅପହରଣ କରିଥିବା ଅଭିଯୋଗ ହୋଇଛି । ଏକ ଡିଜାଏର କାର୍‌ ଯୋଗେ ଚାରି ଜଣ ଦୁର୍ବୃତ୍ତ ଆସିଥିବା ବେଳେ ଆଉ ଜଣେ ଯୁବକ ବାଇକ୍‌ ଯୋଗେ ଆସିଥିବା ସୂଚନା ମିଳିଛି ।…

ନାବାଳିକା ଅପହରଣ ଅଭିଯୋଗକୁ ବିତିଲାଣି ୪୨ ଦିନ, କିଛି ଖୋଜ ଖବର ପାଉନି ପୋଲିସ

ଚାନ୍ଦବାଲି (କେନ୍ୟୁଜ୍‌) : ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅଧୀନସ୍ଥ ଉପରଦୁମୁକା ଗାଁର ଜଣେ ନାବାଳିକା ୪୨ ଦିନ ହେଲା ନିଖୋଜ ଅଛି । ସେହି ଗାଁର ଜଣେ ଯୁବକ ତାକୁ ଜୋର ଜବରଦସ୍ତ ଉଠାଇ ନେଇଥିବା ନେଇ ଝିଅର ମା ପୀରହାଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗକୁ ମାସେରୁ ଅଧିକ ଦିନ ବିତି…

ସ୍କୁଲରୁ ଫେରିଲାନି ଝିଅ, ଅଧା ବାଟରୁ ହୋଇଗଲା ଅପହରଣ

ଭଦ୍ରକ (କେନ୍ୟୁଜ) : ପୂଜା ତୁ କୁଆଡେ ଗଲୁ। ମୋ ପୂଜା ମୋତେ ଦରକାର। ମୁଁ ଆଉ କିଛି ଚାହୁଁନି। ଥାନାବାବୁ ମୋତେ ମୋ ଝିଅକୁ ଫେରାଓ ନହେଲେ ମୁଁ ଆତ୍ମହତ୍ୟା କରିବି। ମୋ ଝିଅକୁ ମାତ୍ର ୧୪ ବର୍ଷ। ମୋ ଝିଅକୁ ମୋତେ ଫେରେଇଦିଅ। ସ୍କୁଲକୁ ଯାଇ ଆଉ ଫେରିଲାନି ଝିଅ। ଅଧାବାଟରୁ ଝିଅ ହୋଇଗଲା ନିଖୋଜ। ୧୪…

ବର୍ଷକ ତଳେ ଅପହରଣ ହୋଇଥିବା ନାବାଳିକା ଯାଜପୁରରୁ ଉଦ୍ଧାର, ବର୍ତ୍ତମାନ ୩ମାସର ଗର୍ଭବତୀ

ଭୁବନେଶ୍ବର: ପୁଣି ଲଜ୍ଜା । ବର୍ଷକ ତଳେ ଉତ୍ତରା ଫାଣ୍ଡି ଅଞ୍ଚଳରୁ ଅପହରଣ କରାଯାଇଥିବା ନାବାଳିକା ଯାଜପୁର ମଙ୍ଗରାଜପୁର ଥାନା ଅଧୀନ ପକଟପୁର ଗ୍ରାମକୁ ଉଦ୍ଧାର । ଗତକାଲି ପୋଲିସ୍ ଉକ୍ତ ଗ୍ରାମରେ ଚଢାଉ କରି ନାବାଳିକାଙ୍କୁ ଉଦ୍ଧାର କରିଛି। ଦୁଃଖର କଥା ନାବାଳିକା ଜଣଙ୍କ ବର୍ତ୍ତମାନ ୩ ମାସର…