Browsing Tag

gmail

Google driveରେ ଆଜିଠାରୁ ଆସୁଛି ନୂଆ ଫିଚର, ଏବେ ଆପେ ଆପେ ଡିଲିଟ ହୋଇଥିବା ଟ୍ରାସ୍‌ ଫାଇଲ୍ସ

Google driveରେ ଏକ ପରିବର୍ତ୍ତନ ହେବାକୁ ଯାଉଛି । ବର୍ତ୍ତମାନ ୩୦ ଦିନ ପରେ ଏଥିରେ କୌଣସି ଟ୍ରାସ ଆଇଟମ୍‌ ରହିବ ନାହିଁ । ଅର୍ଥାତ୍‌ ଏହା ଆପେ ଆପେ ଡିଲେଟ୍‌ ହୋଇଯିବ। ଆଜିଠାରୁ ଏହାର ଆରମ୍ଭ ହେବାକୁ ଯାଉଛି । ଗୁଗଲ ଏକ ବିବୃତ୍ତିରେ କହିଛି ଯେ ଅକ୍ଟୋବର ୧୩, ୨୦୨୦ ଠାରୁ ଗୁଗଲ ଡ୍ରାଇଭରେ…

ଏବେ Gmail ଦେଖାଯିବ ନୂଆ ଲୁକରେ, ନାଲି, ନୀଳ, ହଳଦିଆ ଓ ସବୁଜ ରଙ୍ଗକୁ କରାଯାଇଛି ସାମିଲ

ଆପଣ ଆପଣଙ୍କ ପ୍ରଥମ ଇମେଲ ଆକାଉଣ୍ଟ Gmail, Yahoo, MSN କିମ୍ବା Rediffରେ ବନେଇଥିବେ। ଏଥିରେ ଗୋଟିଏ ଜିନିଷ କମନ ଥିଲା, ତାହା ହେଉଛି ମେଲର ଲଫାଫା ଲୋଗୋ। ବର୍ଷ ବର୍ଷ ଧରି ଲୋକେ Googleର Gmailରେ କେବଳ ଲୋଗୋ ହିଁ ଦେଖି ଆସୁଥିଲେ, ଯେତେବେଳେ ମନୁଆଲକୁ ଯାଇ www.gmail.com ଟାଇପ…

ଷ୍ଟ୍ରଙ୍ଗ ପାସଓ୍ଵାର୍ଡ କ୍ରିଏଟ କରିବା ପାଇଁ ନିଶ୍ଚିତ ଫଲୋ କରନ୍ତୁ ଏହି ଟିପ୍ସ, କେବେ ବି କେହି କରିପାରିବେନି ହ୍ୟାକ୍‌

ଆଜିକାଲି ଲୋକେ ସ୍ମାର୍ଟଫୋନରେ ଫେସବୁକ, ଟ୍ଵିଟର, ଜିମେଲ, ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ସମତେ ଅନେକ ପେମେଣ୍ଟ ଆପ୍‌ ମଧ୍ୟ ବ୍ୟବହାର କରୁଛେ। ଏହି ଆପ୍‌ସରେ ଆମର ଅନେକ ସମ୍ବେଦନଶୀଳ ଏବଂ ବ୍ୟକ୍ତିଗତ ବିବରଣୀ ରହିଥାଏ। ତେଣୁ ଏଗୁଡିକର ସୁରକ୍ଷା ପାଇଁ ପାସଓ୍ଵାର୍ଡ ଷ୍ଟ୍ରଙ୍ଗ ହେବା ବହୁତ…

ଜିମେଲରେ ଆସିଥିବା ଅନାବଶ୍ୟକ ମେସେଜ୍‌ ଯୋଗୁ ଟେନ୍‌ସନ୍‌ ନେଉଛନ୍ତି କି! ଏମିତି କରନ୍ତୁ ବ୍ଲକ୍‌

ବେଳେବେଳେ ଜିମେଲ୍‌ରେ ଆସୁଥିବା ଅନାବଶ୍ୟକ ଇମେଲ ୟୁଜର୍ସଙ୍କ ଚିନ୍ତା ବଢ଼ାଇଦେଇଥାଏ। ପ୍ରାୟତଃ ଏଥିରେ ସ୍ପାମ୍‌ ଓ ଅଯଥା ମେସେଜ୍‌ ଆସେ ଯାହା ଆମ ମେଲ୍‌କୁ ବି ଫୁଲ୍‌ କରେ। ଯେତେ ଡିଲିଟ୍‌ କଲେ ବି ଏହି ମେଲ କିଛି ଦିନ ପରେ ପୁଣି ଆସି ଇନ୍‌ବକ୍ସକୁ ଫୁଲ କରିଥାଏ। ଏଥିରୁ ମୁକ୍ତି ପାଇବାର ଗୋଟିଏ…

WhatsAppରେ ଥିବା ସିକ୍ରେଟ୍‌ ଚାଟ୍‌କୁ Gmailରେ କରନ୍ତୁ ସେଭ୍‌, ଜାଣନ୍ତୁ ସହଜ ଉପାୟ

ଲୋକପ୍ରିୟ ଇନ୍‌ଷ୍ଟାଣ୍ଟ ମେସେଜିଙ୍ଗ୍‌ ଆପ୍‌ ‘ହ୍ଵାଟସ୍‌ଆପ’ ବିଶ୍ୱର ଦେଢ଼ଶହ କୋଟି ୟୁଜରଙ୍କ ପାଇଁ ଏବେ ପ୍ରାଇମେରି ମେସେଜିଙ୍ଗ୍‌ ଆପ୍‌ ହୋଇଯାଇଛି। ଚାଟିଂ ବ୍ୟତୀତ ଏହା ଫଟୋ ଏବଂ ଭିଡିଓ ଶେୟାରିଂର ସୁବିଧା ମଧ୍ୟ ଦେଇଥାଏ। କେବଳ ଏତିକି ନୁହେଁ, ଏହା ଜରିଆରେ ୟୁଜର ନିଜ ସାଙ୍ଗସାଥୀ, ପରିବାର…

ଜି-ମେଲ୍‌କୁ ନେଇ ସାମ୍ନାକୁ ଆସିଲା ସାଂଘାତିକ ଅଭିଯୋଗ, ଅନ୍ୟଲୋକଙ୍କ ନିକଟକୁ ଯାଉଛି ଆପଣଙ୍କ ମେଲ୍‌

ବର୍ତ୍ତମାନ ପ୍ରାୟ ୯୯ ପ୍ରତିଶତ ଲୋକ ଜି-ମେଲ୍‌ ବ୍ୟବହାର କରୁଛନ୍ତି। ଡାଟାକୁ ସୁରକ୍ଷିତ ରଖୁଥିବାରୁ ଅଧିକାଂଶ ଲୋକ ଏହାକୁ ବ୍ୟବହାର କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। କିନ୍ତୁ ଏବେ ଜି-ମେଲ୍‌ରେ ଏକ ତ୍ରୁଟି ପରିଲକ୍ଷିତ ହୋଇଛି। ବର୍ତ୍ତମାନ ଜି-ମେଲ୍‌ରେ ବଗ୍‌ ଯୋଗୁ କାହାକୁ କିଛି ମେଲ କଲେ…

ଜିମେଲ୍ ଆପଣାଇଲା ଏଭଳି ଉପାୟ, ଯେଉଁଥିରେ ଆପେ ଡିଲିଟ୍ ହୋଇଯିବ ଫାଲତୁ ମେଲ୍

ଆଜିକାଲି ପ୍ରାୟ ସମସ୍ତେ ଜିମେଲ୍ ବ୍ୟବହାର କରୁଛନ୍ତି। ବେଳେବେଳେ ଆମ ପାଖକୁ ଏଭଳି କେତେକ ଇମେଲ୍ ଆସେ, ଯାହାକୁ ଲମ୍ବା ସମୟ ପର୍ଯ୍ୟନ୍ତ ଆମେ ରଖିବାକୁ ଚାହୁଁନା। କିନ୍ତୁ ସେଗୁଡ଼ିକୁ ଡିଲିଟ୍ କରିବାକୁ ଭୁଲି ଯାଉ। ଆଉ ଏହିଭଳି ଭାବେ ଆମ ଇମେଲ୍ ବକ୍ସ ଧୀରେ ଧୀରେ ପୂର୍ଣ୍ଣ ହୋଇଯାଏ। ବର୍ତ୍ତମାନ…