Browsing Tag

google

ଲକଡାଉନ୍ ପରର ଡାଟା ସେୟାର କଲା ଗୁଗଲ, ଏମିତି ନିୟମ ମାନୁଛନ୍ତି ଆମ ଲୋକ

କରୋନା ଭାଇରସ ସଂକ୍ରମଣ ବେଳେ ଲୋକଙ୍କ ଗତିବିଧି ସମ୍ପର୍କିତ ଡାଟା ସେୟାର କରିଛି ଗୁଗଲ। ରିପୋର୍ଟରେ ଜଣାପଡ଼ିଛି ଯେ ଲୋକମାନେ ଏହି ଲକଡାଉନକୁ ଗମ୍ଭୀରତାର ସହ ନେଇଛନ୍ତି। ଭାରତରେ ପବ୍ଲିକ ପ୍ଲେସରେ ଲୋକଙ୍କ ଯିବା ଆସିବା ଏକାଠି ହେବା ଆଦି କମିଛି। ଏହି ରିପୋର୍ଟରେ ଭାରତୀୟ ଡାଟାକୁ ୬…

କରୋନା ଆତଙ୍କ : ନିଜ କର୍ମଚାରୀଙ୍କୁ ଘରୁ କାମ କରିବାକୁ ଆଦେଶ ଦେଲା ଗୁଗଲ୍‌

କରୋନା ଭାଇରସ ଅର୍ଥାତ COVID -19 ଏବେ ଚୀନ ନୁହେଁ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଚାଲିଛି। ଏହାକୁ ନେଇ ସମଗ୍ର ବିଶ୍ୱରେ ୪ ହଜାରରୁ ଉର୍ଦ୍ଧ୍ୱ ଲୋକ ମୃତ୍ୟୁବରଣ କରିସାରିଲେଣି। କରୋନା ଆତଙ୍କ ଯୋଗୁଁ ଆପଲ, ସାମସଙ୍ଗ ଭଳି ବଡ ବଡ କମ୍ପାନୀ ନିଜର ଇଭେଣ୍ଟଗୁଡିକ ରଦ୍ଦ କରିବାରେ ଲାଗିଛି।…

ହୋଲିରେ Google ର ଉପହାର, କେବଳ ଗୋଟିଏ ଶବ୍ଦ ସର୍ଚ୍ଚ କରନ୍ତୁ ଆଉ ଦେଖନ୍ତୁ ଯାଦୁ

ହୋଲି ସେଲିବ୍ରେଟ୍‌ କରିବାକୁ ଓ ୟୁଜର୍ସଙ୍କୁ ଉପହାର ଦେବାକୁ ଗୁଗଲ ଏକ ଖୁବ ସୁନ୍ଦର ଟ୍ରିକ୍‌ ଆରମ୍ଭ କରିଛି। ଏହା ଏକ ଏଭଳି ଉପାୟ ଯାହା ଦେଖିବାକୁ ନିଆରା ତଥା ମଜାଦାର ଲାଗୁଛି। ଏହି ଉପାୟରେ ଆଉ ଫୋନ୍‌ ସହ ବି ହୋଲି ଖେଳିପାରିବେ। ଆସନ୍ତୁ ଜାଣିବା କ’ଣ ସେହି ଟ୍ରିକ୍‌...…

ଓଡିଆଙ୍କ ପାଇଁ ଖୁସି ଖବର, ଗୁଗୁଲରେ ସ୍ଥାନ ପାଇଲା ଓଡିଆ ଟ୍ରାନ୍ସଲେସନ ବା ଅନୁବାଦ

କେନ୍ୟୁଜ୍(ବ୍ୟୁରୋ):  ଗୁଗୁଲ ଆଣିଦେଇଛି ଓଡିଆ ୟୁଜର୍ସଙ୍କ ପାଇଁ ଖୁସି ଖବର। ଏଣିକି ଗୁଗୁଲ ଟ୍ରାନ୍ସଲେଟରରେ ୟୁଜର୍ସମାନେ ଇଂରାଜୀ ଓ ହିନ୍ଦୀ ଭାଷାର ଯେକୌଣସି ଶବ୍ଦକୁ ଓଡିଆରେ ଅନୁବାଦ କରିପରିବେ।  କେବଳ ହିନ୍ଦୀ ଓ ଇଂରାଜୀ ନୁହେଁ ଅନ୍ୟ ଭାଷାକୁ ମଧ୍ୟ  ଓଡିଆରେ ଅନୁବାଦ କରିହେବ ବୋଲି ଜଣା…

ରେଲୱେ ଷ୍ଟେସନରେ ଫ୍ରି ଓ୍ଵାଇ-ଫାଇ ପ୍ରୋଗ୍ରାମ ବନ୍ଦ କରିବ ଗୁଗଲ

ପ୍ରତି ରେଲେଓ୍ଵ ଷ୍ଟେସନରେ ମାଗଣା ଓ୍ଵାଇ-ଫାଇ ସର୍ଭିସ ଗୁଗଲ ଦେଉଥିଲା। ଯାହାକୁ ଏବେ ଖୁବଶୀଘ୍ର ବନ୍ଦ କରିଦେବ ବୋଲି ନିଷ୍ପତ୍ତି ନେଇଛି। ଏଥିପାଇଁ ଗୁଗଲ କହିଛି କି, ଗତ ପାଞ୍ଚ ବର୍ଷ ମଧ୍ୟରେ ଇଣ୍ଟରନେଟ ଏବଂ ଅନଲାଇନ୍‌ ସେବା ଆଗ ଅପେକ୍ଷା ଅଧିକ ସହଜ ଏବଂ ଶସ୍ତା ହୋଇଗଲାଣି। ଏଥିପାଇଁ ସହଜରେ…

ଏବେ ଅଟୋ ରିକ୍ସାଠୁ ନେଇ ମେଟ୍ରୋ ପର୍ଯ୍ୟନ୍ତ ସମସ୍ତ ସୂଚନା ଦେବ ଗୁଗଲ, ଆସୁଛି ଅନେକ ଫିଚର୍ସ

ଭାରତରେ ଅଧିକାଂଶ ଯାନବାହନକୁ ରାସ୍ତା କହୁଥିବା ଗୁଗଲ ମ୍ୟାପ ଏବେ ଅଟୋଠୁ ନେଇ ମେଟ୍ରୋ ପର୍ଯ୍ୟନ୍ତ ପବ୍ଲିକ ଟ୍ରାନ୍ସପୋର୍ଟର ସୂଚନା ମଧ୍ୟ ଦେବ । ଗୁଗଲ ମ୍ୟାପ ଲଂଚିଙ୍ଗର ୧୫ ବର୍ଷ ପୂର୍ତ୍ତି ଅବସରରେ କମ୍ପାନୀ ଅନେକ ନୂଆ ଫିଚର ଲଞ୍ଚ କରିଛି । ଯେଉଁଥିରେ ୟୁଜରଙ୍କୁ ଯେକୌଣସି ସ୍ଥାନକୁ…

ଏବେ ଗୁଗଲ ସର୍ଚ୍ଚ କହିବ କେଉଁ ରିଚାର୍ଜ ପ୍ଲାନ ଆପଣଙ୍କ ପାଇଁ ବେଷ୍ଟ, ଏପରି କରନ୍ତୁ ଫିଚରର ବ୍ୟବହାର

ଗୁଗଲ ଏବେ ସବୁ କାମ କରିବାରେ ଲାଗିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଗୁଗଲ ଆପଣଙ୍କୁ ସର୍ଚ୍ଚ ରେଜଲ୍ଟ ଦେଉଥିଲା କିନ୍ତୁ ବର୍ତ୍ତମାନ ଆପଣଙ୍କୁ ଏହା ବେଷ୍ଟ ରିଚାର୍ଜ ପ୍ଲାନ ବିଷୟରେ କହିବ । ଏବେ ଆପଣଙ୍କୁ ନିଜର ପ୍ରିପେଡ଼ ପ୍ଲାନର ରିଚାର୍ଜ ପାଇଁ କାହାକୁ ପଚାରିବା କିମ୍ବା କଷ୍ଟମର କେୟାରକୁ ଫୋନ…

Google ଲଞ୍ଚ କଲା ନୂଆ ଭିଡିଓ ଆପ , Tiktok ସହ ହବ କଡା ମୁକାବିଲା

ନିକଟରେ ଗୁଗୁଲ କମ୍ପାନୀ ନିଜର ଏକ ନୂଆ ଆପ ଲଞ୍ଚ କରିଛି । ଏହା ହେଉଛି ସର୍ଟ ଭିଡିଓ ଆପ, ଯାହାର ନାଁ ରଖାଯାଇଛି ଟାଙ୍ଗି ଆପ । ଏଥିରେ ୟୁଜର୍ସ ମାନେ ନୂଆ ନୂଆ ଟେକ ନିକ ବି ଶିଖିପାରିବେ ବୋଲି ଜଣା ଯାଇଛି । ଏହାବାଦ ୟୁଜର୍ସ ମାନେ ନିଜ ସାଙ୍ଗ ସାଥି ବନ୍ଧୁବାନ୍ଧବଙ୍କ ସହ ନିଜ ନିଜ କ୍ରିଏଟିଭ…

ଡାକ୍ତରଙ୍କ ବିନା ପରାମର୍ଶରେ ନେଟ୍‌ରୁ ସର୍ଚ୍ଚ କରି ଔଷଧ ଖାଉଥିଲେ, ସାବଧାନ! ଭୋଗିପାରନ୍ତି ଭୟଙ୍କର ପରିଣାମ

ବର୍ତ୍ତମାନ କାହା ପାଖରେ କିଛି ଥାଉ କି ନଥାଉ କିନ୍ତୁ ହାତରେ ନିହାତି ସ୍ମାର୍ଟଫୋନ୍‌ ଥିବା ଦେଖିବାକୁ ମିଳୁଛି। ଯେତେବେଳେ ଯାହା ଦରକାର ପଡ଼ୁଛି ମାତ୍ର କିଛି ସମୟ ମଧ୍ୟରେ ଆମେ ତାହାକୁ ଗୁଗଲରୁ ସର୍ଚ୍ଚ କରିଦେଉଛେ। ବେଳେ ବେଳେ ଦେହ ଖରାପ ହେଲେ ମଧ୍ୟ ଆମେ ନେଟ୍‌ରୁ ଦେଖି ଔଷଧ ଖାଇଥାଉ। କେବଳ…

ଏବେ ପାସୱାର୍ଡ଼ ଚୋରି ହେଲେ ଗୁଗଲ କରିବ ଆଲର୍ଟ, ଡାଉନଲୋଡ଼ କରନ୍ତୁ ଏହି ଆପ ଆଉ ରହିବନି ଡାଟା ଲିକ ହେବାର ଭୟ

ଦିନକୁ ଦିନ ଦୁନିଆ ଯେତେ ମାତ୍ରାରେ ଡିଜିଟାଲ ହେବାରେ ଲାଗିଛି ଲୋକମାନଙ୍କ ଡାଟା ସେତେ ଅସୁରକ୍ଷିତ ହେବାରେ ଲାଗିଛି । ଆଜିକାଲି ଖୁବ କମ ଲୋକଥିବେ ଯେଉଁମାନଙ୍କର ଡାଟା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ହୋଇ ରହିଥିବ । ଫେସବୁକ ହେଉ କିମ୍ବା ଟ୍ୱିଟର ଅଥବା ହ୍ଵାଟ୍ସଆପ ପ୍ରତ୍ୟେକ ପ୍ଲାଟଫର୍ମରେ ନିଜ…

କେତେ ସୁରକ୍ଷିତ ଆପଣଙ୍କ ଜରୁରୀ ଆକାଉଣ୍ଟର ପାସ୍‌ଓ୍ଵାର୍ଡ? ଏଠି ଆପଣ ଚୁଟ୍‌କିରେ ଜାଣିପାରିବେ

ଗୁଗଲ ନିଜ ପାସଓ୍ଵାର୍ଡ ମ୍ୟାନେଜରରେ ନୂଆ ଫିଚର ‘ପାସ୍‌ଓ୍ଵାର୍ଡ ଚେକ୍‌ଅପ’ ଯୋଡ଼ି ଦେଇଛି। ଏହି ନୂଆ ଫିଚରକୁ ୟୁଜରମାନଙ୍କ ପାସ୍‌ଓ୍ଵାର୍ଡ ସିକ୍ୟୁରିଟିକୁ ନଜରରେ ରଖି ଲଞ୍ଚ୍‌ କରାଯାଇଛି, ଯେଉଁଠାରୁ ୟୁଜରମାନେ ସେମାନଙ୍କ ପାସ୍‌ଓ୍ଵାର୍ଡ ସିକ୍ୟୁରିଟି ଚେକ୍‌ କରିପାରିବେ। ଯଦିଓ ଏହି…

ଆଣ୍ଡ୍ରଏଡ଼କୁ ଟକ୍କର ଦେବାପାଇଁ ଫେସବୁକ ଆଣୁଛି ନିଜର ଅପରେଟିଙ୍ଗ ସିଷ୍ଟମ

ଦୁନିଆର ସବୁଠାରୁ ପପୁଲାର ସୋସିଆଲ ନେଟୱର୍କିଙ୍ଗ ସାଇଟ ଫେସବୁକ ଅତିଶୀଘ୍ର ନିଜର ଅପରେଟିଙ୍ଗ ସିଷ୍ଟମ ଆଣିବା ପାଇଁ ପ୍ରସ୍ତୁତି ଚଳାଇଛି । ଆଣ୍ଡ୍ରଏଡ଼ ଉପରେ ନିଜର ନିର୍ଭରତା କମ କରିବା ପାଇଁ କମ୍ପାନୀ ଏପରି ନିଷ୍ପତ୍ତି ନେଇଛି । ଏପରି କରିବାର କାରଣ ହେଉଛି ଫେସବୁକର ଫ୍ୟୁଚର ହାର୍ଡ଼ୱେୟାର…