Browsing Tag

government

ନୂଆବର୍ଷ ଠାରୁ ପରିବର୍ତ୍ତନ ହେବ ଏହି ସବୁ ନିୟମ, ପ୍ରଥମରୁ ହୋଇଯାଆନ୍ତୁ ସତର୍କ ନଚେତ ଭୋଗୀ ପାରନ୍ତି ବଡ ଧରଣର କ୍ଷତି

ଆସନ୍ତା ନୂଆ ବର୍ଷରୁ ଭାରତରେ କେତେ ଗୁଡିଏ ପରିବର୍ତ୍ତନ ହେବାକୁ ଯାଉଛି । ଯଦି ବେଳ ଥାଉ ଥାଉ ଆପଣ ଏଗୁଡିକ ଉପରେ ଧ୍ୟାନ ନ ଦିଅନ୍ତି ତେବେ ଆପଣଙ୍କୁ ବଡ ଆକାରର ଆର୍ଥିକ କ୍ଷତି ସହିବାକୁ ପଡିବା ସହ ହଇରାଣ ମଧ୍ୟ ହେବାକୁ ପଡିପାରେ । ତେବେ ଆସନ୍ତୁ ଜାଣିବା ଏହି ମହତ୍ୱପୂର୍ଣ୍ଣ ପରିବର୍ତ୍ତନ…

ପାମ୍ପଡ଼ ବିଜିନେସ୍‌ କରିବାକୁ ଚାହୁଁଛନ୍ତି କି? ସରକାର ଦେବେ ୪ ଲକ୍ଷ ଟଙ୍କା, ଜାଣନ୍ତୁ ପୂରା ପ୍ରକ୍ରିୟା

କମ୍‌ ପୁଞ୍ଜି ନିବେଶ କରି ଆପଣ ଯଦି କୌଣସି ବିଜିନେସ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆମେ ଆପଣଙ୍କୁ ଏକ ଖାସ୍‌ ବିଜିନେସ୍‌ ବିଷୟରେ କହୁଛୁ। ଏହି ବିଜିନେସ୍‌କୁ ଆପଣ କେବଳ ୨ ଲକ୍ଷ ଟଙ୍କା ବିନିଯୋଗରେ ଆରମ୍ଭ କରିପାରିବେ। ନ୍ୟାଶନାଲ ସ୍ମଲ ଇଣ୍ଡଷ୍ଟ୍ରିଜ୍‌ କର୍ପୋରେଶନ(ଏନ୍‌ଏସ୍‌ଆଇସି)…

ଆଜିଠାରୁ ଶସ୍ତା ହେବ ଟମାଟୋ, ଜାଣନ୍ତୁ କିଲୋ ପ୍ରତି କେତେ ରହିଛି ଦର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ମଦର ଡାଏରୀ ଠାରୁ ଟମାଟୋର ଦର ଆଜିଠାରୁ ପ୍ରତି କିଲୋଗ୍ରାମରୁ ୨ ରୁ ୩ ଟଙ୍କା ହ୍ରାସ କରିବା ପାଇଁ ଘୋଷଣା କରିଛନ୍ତି। ଦିଲ୍ଲୀବାସିଙ୍କୁ ଟମାଟର ଦରରୁ ମୁକ୍ତି କରିବା ପାଇଁ ସରକାର ଏପରି ପଦକ୍ଷେପ ନେଇଛନ୍ତି। ଏଥିସହ ହରଡ ଡାଲିର ଦାମ୍ ମଧ୍ୟ ସ୍ଥିର କରାଯାଇଛି।…

ଚଳିତ ବର୍ଷ କେନ୍ଦ୍ର ସରକାର ସରକାରୀ ବ୍ୟାଙ୍କ ଗୁଡିକରେ ୭୦,୦୦୦ କୋଟି ଟଙ୍କା ନିବେଶ କରିବେ

ଏହି ବର୍ଷ ସରକାର ବ୍ୟାଙ୍କ ଗୁଡିକ ଉପରେ ୭୦,୦୦୦ କୋଟି ଟଙ୍କା ନିବେଶ କରିବାକୁ ଯାଉଛନ୍ତି । ଏହା ମାନେ ହେଉଛି ସରକାର କୌଣସି ସାର୍ବଜନୀନ ବ୍ୟାଙ୍କକୁ ସମ୍ପୂର୍ଣ୍ଣ ବନ୍ଦ ହେବାକୁ ଦେବେ ନାହିଁ । ପୂର୍ବରୁ କୌଣସି ବ୍ୟାଙ୍କ ଅତ୍ୟଧିକ କ୍ଷତି ସହିବା ପରିସ୍ଥିତିରେ ଥିଲେ ରିଜର୍ଭ ବ୍ୟାଙ୍କ…

ପରଫରମାନ୍ସ ଆପ୍ରାଇଜାଲ, ଏସ୍ପି ଏବଂ ଅତିରିକ୍ତ ପିସିସିଏଫ ଓ ତାଙ୍କଠାରୁ ବରିଷ୍ଠ ଅଧିକାରୀଙ୍କ ଦକ୍ଷତା ଅନୁଧ୍ୟାନ କରିବେ…

ଏସପି ଓ ଆଇଏଫଏସଙ୍କ ପରଫରମାନ୍ସ ଆପ୍ରାଇଜାଲ ପ୍ରକ୍ରିୟାରେ ସଂଶୋଧନ। ଏଣିକି ଏହି ଅଧିକାରୀଙ୍କ ଆକସେପ୍ଟିଂ ଅଥରିଟି ରହିବେ ମୁଖ୍ୟମନ୍ତ୍ରୀ। ପୂର୍ବରୁ ଏସ୍ପିମାନଙ୍କ ଆକସେପ୍ଟିଂ ଅଥରିଟି ଥିଲେ ପୋଲିସ ଡିଜି। ନୂଆ ପ୍ରକ୍ରିୟାକୁ ପୂର୍ବତନ ପୋଲିସ ଅଧିକାରୀ ସ୍ୱାଗତ କରିଛନ୍ତି। ଏଣିକି ସବୁ…

ମାତ୍ର ୧୦ ହଜାର ଟଙ୍କାରେ ମିଳିବ ଏକ ଏକର ଜମି, ସରକାର ଲାଗୁ କରିପାରନ୍ତି ନୂତନ ଯୋଜନା

ସ୍ବାଧିନତାର ୭୨ବର୍ଷ ପରେ ପଞ୍ଜାବ ସରକାର ମୁଣ୍ଡକୁ ପଶିଛି ବୁଦ୍ଧି । ଏବେ ପଞ୍ଜାବ ସରକାର ରଜ୍ୟର ଛଅ ହଜାର ଏକର ଜମିକୁ ତାଙ୍କ ମାଲିକ ମାନଙ୍କ ନାମରେ କରିବାର ନିଷ୍ପତ୍ତି ନେଇଛନ୍ତି। ଏହି ଜମି ମାନଙ୍କରେ ଲୋକ ଚାଷ କରୁଥିଲେ କିନ୍ତୁ ଏଥିରେ ତାଙ୍କର ମାଲିକାନା ଦାୟିତ୍ବ ରହିନଥିଲା। ଏପରିକି…

ଏନ୍‌ଏମ୍‌ଡିଏ ଟିମର ଫନି ଅନୁଧ୍ୟାନ, କ୍ଷୟକ୍ଷତି ଭରଣା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା

ରାଜ୍ୟରେ ବାତ୍ୟା ଫନି ପରର ସ୍ଥିତି ଅନୁଧ୍ୟାନ କରୁଛନ୍ତି ଏନ୍‌ଏମ୍‌ଡିଏର ଟିମ୍‌। ବାତ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଥିତିର ସମୀକ୍ଷା କରୁଛନ୍ତି ୩ ଜଣିଆ ପ୍ରତିନିଧି ଦଳ। ଗତକାଲି ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ପରେ ଟିମ୍‌ ଖୋର୍ଦ୍ଧା ଯାଇ ସ୍ଥିତି ପରଖିଥିଲେ। ଆଜି ଟିମ୍‌ ପୁରୀର ପ୍ରଭାବିତ…

ଦୁଇଚକିଆ ଯାନ ଚଲାଉଥିଲେ ସାବଧାନ ! ହେଲମେଟରେ ନଥିଲେ ଏହି ଚିହ୍ନ ଯିବାକୁ ପଡିବ ଜେଲ

ନୂଆଦିଲ୍ଲୀ : ହେଲମେଟର କ୍ବାଲିଟି ସୁଧାର ପାଇଁ ଏକ ନିୟମ ଆଣିଛନ୍ତି କେନ୍ଦ୍ର ସରକାର । ଚାଳକଙ୍କ ସୁରକ୍ଷା ପାଇଁ ହେଲମେଟର ଗୁଣବତ୍ତାକୁ ନେଇ ମାନକ ନିର୍ଦ୍ଧାରଣ କରିଛନ୍ତି ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ । ଦେଶରେ ବର୍ଷକୁ ପ୍ରାୟ ୨କୋଟି ହେଲମେଟ ନିର୍ମିତ ହୋଇଥିବା ବେଳେ ଏହାର ୭୦…

ଧନତେରସରେ ସରକାର ବିକ୍ରି କରିବେ ସୁନା, କିଣିବା ପାଇଁ ହୋଇଯାଆନ୍ତୁ ପ୍ରସ୍ତୁତ…

ନୂଆଦିଲ୍ଲୀ : ସରକାର ଶୋଭରେନ୍ ସ୍ବର୍ଣ୍ଣ ବଣ୍ଡ ଯୋଜନା ଅସନ୍ତା ନଭେମ୍ବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ତେବେ ଦିପାବଳୀ ଏବଂ ଧନତେରସ ସମୟରେ ସୁନା ଏବଂ ରୁପା କିଣିବା ବହୁତ ଶୁଭ କୁହାଯାଇଥିବା ବେଳେ ଏହି ସମୟରେ ସରକାର ଦେବା ଆରମ୍ଭ କରିଛନ୍ତି ସ୍ବର୍ଣ୍ଣ ବଣ୍ଡ। ଅର୍ଥ ମନ୍ତ୍ରାଳୟ…