Browsing Tag

governor ganeshi lal

ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଦ୍ୟୁତ କଟିବା ଘଟଣା : କୁଳପତିଙ୍କୁ ରିପୋର୍ଟ ମାଗିଲେ ରାଜ୍ୟପାଳ

ବାଲେଶ୍ଵର (କେନ୍ୟୁଜ): ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଦ୍ୟୁତ୍ ସରବରାହ ବନ୍ଦ ପ୍ରସଙ୍ଗ । ଫକୀର ମୋହନ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ରାଜ୍ୟପାଳଙ୍କ ୭ ଦିନ ମଧ୍ୟରେ ଉତ୍ତର ଦେବାପାଇଁ ରିପୋର୍ଟ ତଲବ କରିଛନ୍ତି। କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀଙ୍କ ଗଣମାଧ୍ୟମକୁ ପ୍ରତିକ୍ରିୟା…

ବାରବାଟି ବିଧାୟକ ମହମ୍ମଦ ମୋକିମଙ୍କ ଘରେ ରାଜ୍ୟପାଳ, କଟକର ସମସ୍ୟା ଲିଖିତ ଜଣାଇବାକୁ ଦେଲେ ପରାମର୍ଶ

କଟକ(କେନ୍ୟୁଜ୍): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କଟକରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ବେଳେ ବାରବାଟି କଟକ ବିଧାୟକ ମହମ୍ମଦ ମୋକିମଙ୍କ ଘରକୁ ଯାଇଛନ୍ତି। ବିଧାୟକ ମହମ୍ମଦ ମୋକିମ ଓ ତାଙ୍କ ପରିବାର ଵର୍ଗଙ୍କୁ ରାଜ୍ୟପାଳ ଭେଟିବା ସହ ଦୀର୍ଘ ସମୟ ଧରି କଟକ ସହରର ଭଲମନ୍ଦ ବିଷୟରେ…

BJP ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆଚରଣ ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେଡି । ଆଜି ବିଧାନସଭା ମୁଲତବୀ ପରେ ରାଜଭବନ ଗଲେ ବିଜେଡି ବିଧାୟକ । ବିଧାନସଭା ଭିତରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଅଶୋଭନୀୟ ଆଚରଣ ନେଇ ରାଜ୍ୟପାଳଙ୍କୁ ଜଣାଇଛନ୍ତି । ଗୃହରେ ସୁବାସ ପାଣିଗ୍ରାହୀ ସାନିଟାଇଜର ପିଇବା କଥା…

ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍ ଓ ତାଙ୍କ ପତ୍ନୀ କରୋନା ପଜିଟିଭ୍‌

ଭୁବନେଶ୍ବର: ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ କରୋନା ପଜିଟିଭ। ତାଙ୍କ ପତ୍ନୀ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ରାଜ୍ୟପାଳ। ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଥିବେ ସେମାନେ ନିଜେ ନିଜର କରୋନା ଟେଷ୍ଟ କରାଇବାକୁ ରାଜ୍ୟପାଳ ନିବେଦନ…

କୋଭିଡ-୧୯କୁ ନେଇ ରାଜଭବନରେ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚନ କଲେ ରାଜ୍ୟପାଳ ଗଣେଶୀ ଲାଲ

କେନ୍ୟୁଜ : କୋଭିଡ-୧୯ ବିଶ୍ୱ ମହାମାରୀକୁ ନେଇ ପ୍ରସ୍ତୁତ ସ୍ୱତନ୍ତ୍ର ଡାକ ଲଫାପା ଓ ରାଜ୍ୟର ପ୍ରସିଦ୍ଧ ବ୍ୟକ୍ତିଙ୍କ ଉପରେ ସ୍ୱତନ୍ତ୍ର ୧୦ଟି ପିକ୍‌ଚର ପୋଷ୍ଟକାର୍ଡକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉନ୍ମୋଚନ କରିଛନ୍ତି । କରୋନା ସଂକ୍ରମଣ ରୋକିବା ପାଇଁ ମାସ୍କ ପିନ୍ଧିବା ଜରୁରୀ । ଏହି…

ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର

ଭୁବନେଶ୍ବର: ରାଜ୍ୟାପାଳ ଗଣେଶୀଲାଲଙ୍କୁ ଭେଟିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଛନ୍ତି ବାଚସ୍ପତି ସୂର୍ଯ୍ୟ ପାତ୍ର । ବାଚସ୍ପତି ହେବା ପରେ ସେ ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଗତକାଲି ବିଧାନସଭା ବାଚସ୍ପତି ଭାବେ ନିର୍ବାଚିତ…