Browsing Tag

gst collection

ନୂଆବର୍ଷରେ ଅର୍ଥ ମନ୍ତ୍ରଣାଳୟ ଦେଲା ଖୁସି ଖବର, ଡିସେମ୍ବରରେ ୧୦% ବଢ଼ିଲା GST ସଂଗ୍ରହ

ବସ୍ତୁ ଏବଂ ସେବା କର (ଜିଏସ୍‌ଟି) ସଂଗ୍ରହକୁ ନେଇ ନୂଆବର୍ଷରେ ଏକ ଖୁସି ଖବର ଆସିଛି। ଦେଶରେ ଜିଏସ୍‌ଟି ସଂଗ୍ରହ ପୁଣି ଥରେ ବୃଦ୍ଧି ପାଇଛି। ଡିସେମ୍ବରରେ ବାର୍ଷିକ ଆଧାରରେ ଜିଏସ୍‌ଟି ସଂଗ୍ରହ ୧୦ ପ୍ରତିଶତ ବୃଦ୍ଧି ପାଇ ୧.୬୫ ଲକ୍ଷ କୋଟି ଟଙ୍କା ହୋଇଛି। ଅର୍ଥ ମନ୍ତ୍ରଣାଳୟ ତରଫରୁ ଜାନୁୟାରୀ…

ରାଜ୍ୟରେ ଜିଏସଟି ରାଜସ୍ୱ ସଂଗ୍ରହ ବୃଦ୍ଧି, ଜୁଲାଇ ମାସରେ ୪୨୪୫ କୋଟି ଟଙ୍କା ଆଦାୟ

ରାଜ୍ୟରେ ଜିଏସଟି ରାଜସ୍ୱ ସଂଗ୍ରହ ବୃଦ୍ଧି। ଜୁଲାଇ ମାସରେ ୪୨୪୫ କୋଟି ଟଙ୍କାର ଦ୍ରବ୍ୟ ଓ ସେବା କର ଆଦାୟ ହୋଇଛି। ଗତ ବର୍ଷ ଜୁଲାଇ ରାଜସ୍ୱ ତୁଳନାରେ ଏହା ୧୬ ପ୍ରତିଶତ ଅଧିକ। ୨୦୨୨ ଜୁଲାଇ ମାସରେ ରାଜ୍ୟରେ ୩୬୫୨ କୋଟି ଟଙ୍କା ଜିଏସଟି ରାଜସ୍ୱ ଆଦାୟ ହୋଇଥିଲା। ଦେଶରେ ମଧ୍ୟ ପୂର୍ବବର୍ଷ…

ସରକାରଙ୍କ ଆୟ ବୃଦ୍ଧି! ଅକ୍ଟୋବରରେ GST ସଂଗ୍ରହର ଦ୍ୱିତୀୟ ସର୍ବାଧିକ ରେକର୍ଡ; ଜାଣନ୍ତୁ କେଉଁଥିରୁ କେତିକି ଆୟ

ସରକାରଙ୍କ ଆୟ ବଢ଼ିଛି। ଏହା ଆମେ କହୁନୁ, ବରଂ ଜିଏସ୍‌ଟି ସଂଗ୍ରହର ତଥ୍ୟ କହୁଛି। ବିତ୍ତ ମନ୍ତ୍ରାଳୟ ତରଫରୁ ମଙ୍ଗଳବାର ଜାରି ତଥ୍ୟ ଅନୁସାରେ, ଅକ୍ଟୋବର ୨୦୨୨ରେ ଜିଏସ୍‌ଟି ସଂଗ୍ରହ ବଢ଼ି ୧.୫୨ ଲକ୍ଷ କୋଟି ଟଙ୍କା ସ୍ତରରେ ପହଞ୍ଚି ଯାଇଛି। ଏହା ଚଳିତ ବର୍ଷ ଏପ୍ରିଲ ମାସ ପରେ ଦ୍ୱିତୀୟ ସର୍ବାଧିକ…

ଏପ୍ରିଲ ୨୦୨୨ରେ ସର୍ବକାଳୀନ ରେକର୍ଡ ଜିଏସ୍‌ଟି ଆଦାୟ, ପ୍ରଥମ ଥର ଲାଗି ଦେଢ଼ ଲକ୍ଷ କୋଟି ଟଙ୍କାରୁ ଅଧିକ ସଂଗ୍ରହ

କେନ୍ୟୁଜ୍(ବ୍ୟୁରୋ): ଦେଶରେ ଏପ୍ରିଲ ୨୦୨୨ରେ ସର୍ବକାଳୀନ ରେକର୍ଡ ଜିଏସ୍‌ଟି ସଂଗ୍ରହ। ଗୋଟିଏ ମାସରେ ପ୍ରଥମ ଥର ଲାଗି ଦେଢ଼ ଲକ୍ଷ କୋଟି ଟଙ୍କାରୁ ଅଧିକ ସଂଗ୍ରହ ହୋଇଛି। ଏପ୍ରିଲ ଜିଏସ୍‌ଟି ସଂଗ୍ରହ ପରିମାଣ ରହିଛି ୧ ଲକ୍ଷ ୬୭ ହଜାର ୫୪୦ କୋଟି ଟଙ୍କା। ମାର୍ଚ୍ଚ ମାସରେ ଜିଏସ୍‌ଟି ସଂଗ୍ରହ…

ଓଡ଼ିଶାରେ ସର୍ବକାଳୀନ ରେକର୍ଡ: ଏପ୍ରିଲରେ ସଂଗ୍ରହ ହୋଇଛି ୧୧୨୬ କୋଟିରୁ ଉର୍ଦ୍ଧ୍ବ GST

ଭୁବନେଶ୍ବର: ଏପ୍ରିଲରେ ରେକର୍ଡ ୧୧୨୬ କୋଟି GST ସଂଗ୍ରହ। ଓଡ଼ିଶାରେ GST ସଂଗ୍ରହରେ ସର୍ବକାଳୀନ ରେକର୍ଡ। ୨୦୨୧ ଏପ୍ରିଲ ମାସରେ ୧୧୨୬.୬୭ କୋଟି ଟଙ୍କା GST ସଂଗ୍ରହ ହୋଇଛି। GST ପ୍ରଚଳନ ପରଠାରୁ ଏହା ସର୍ବାଧିକ ଆଦାୟ। ଗତ ମାର୍ଚ୍ଚ ମାସରେ ସଂଗ୍ରହ ହୋଇଥିଲା ୯୫୪.୬୨ କୋଟି ଟଙ୍କା। ସିଟି ଓ…

ଦେଶରେ ମାର୍ଚ୍ଚ-୨୦୨୧ରେ ରେକର୍ଡ ଜିଏସ୍‌ଟି ସଂଗ୍ରହ, ଜିଏସ୍‌ଟି ବ୍ୟବସ୍ଥା ଆରମ୍ଭ ପରଠାରୁ ମାର୍ଚ୍ଚର ସଂଗ୍ରହ ସର୍ବାଧିକ

କେନ୍ୟୁଜ୍(ବ୍ୟୁରୋ): ଦେଶରେ ମାର୍ଚ୍ଚ ମାସରେ ରେକର୍ଡ ଜିଏସ୍‌ଟି ସଂଗ୍ରହ । ଜିଏସ୍‌ଟି ବ୍ୟବସ୍ଥା ଆରମ୍ଭ ହେବାପରଠାରୁ ମାର୍ଚ୍ଚ ୨୦୨୧ର ଜିଏସ୍‌ଟି ଆଦାୟ ସର୍ବାଧିକ। ୧ ଲକ୍ଷ ୨୩ ହଜାର ୯୦୨ କୋଟି ଟଙ୍କା ସଂଗ୍ରହ ହୋଇଛି । ଓଡ଼ିଶାରେ ମଧ୍ୟ ଜିଏସ୍‌ଟି ସଂଗ୍ରହ ବଢିଛି। ୨୦୨୦ ମାର୍ଚ୍ଚ ତୁଳନାରେ…

ଏବେ SMS ଜରିଆରେ ଭରିପାରିବେ ଜିଏସଟି ରିଟର୍ଣ୍ଣ, ଜାଣନ୍ତୁ ଏହାର ପୂରା ପ୍ରକ୍ରିୟା

ଜିଏସଟି ଭରୁଥିବା ଲୋକଙ୍କୁ ସରକାର ଦେଲେ ବଡ ଆସ୍ୱସ୍ତି। ଯେଉଁ କରଦାତାଙ୍କର ଟ୍ୟାକ୍ସ ବନିନଥାଏ ଏବଂ ତାଙ୍କୁ ନିଲ ରିଟର୍ଣ୍ଣ ଭରିବାକୁ ପଡିଥାଏ ଏବଂ ସେମାନେ ଏଥିପାଇଁ GST ପୋର୍ଟାଲରେ ଫର୍ମ କରୁଥିଲେ ସେମାନେ ଏବେ ଏସଏମଏସ ଜରୀଆରେ ନିଜର ନିଲ ରିଟର୍ଣ୍ଣ ଭରିପାରିବେ। ଆପଣଙ୍କୁ ଜଣାଇବାକୁ…

ମାର୍ଚ୍ଚ ମାସରେ ଜିଏସଟି ଆଦାୟ ୧ ଲକ୍ଷ କୋଟି ଟଙ୍କା ଟପିଲା

ନୂଆଦିଲ୍ଲୀ: ଗତ ମାର୍ଚ୍ଚ ରେ ରେକର୍ଡ ପରିମାଣର ଅର୍ଥାତ୍ ୧ ଲକ୍ଷ ୬ ହଜାର କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି । ଯାହା ‌ଗତ ଫେବୃଆରୀରେ ଆଦାୟ ହୋଇଥିବା ୯୭,୨୪୭ କୋଟି ଟଙ୍କା ଠାରୁ ବେଶ୍ ଅଧିକ ରହିଛି। ମାର୍ଚରେ ୨୦,୩୫୩ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସ୍‌ଟି, ୨୭,୫୨୦ କୋଟି ଟଙ୍କାର…