Browsing Tag

headmaster

ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ: ଦୁଇ ଛାତ୍ରୀଙ୍କ ସହ ପ୍ରଧାନଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ

ରାଜନଗର (କେନ୍ୟୁଜ): ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । ଛାତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନ ଶିକ୍ଷକ ଥାନାରେ ଅଟକ । ଏପରି ଲଜ୍ୟାଜନକ ଘଟଣା କେନ୍ଦ୍ରାପଡା ଜିଲ୍ଲା ରାଜନଗର ଘଡିଆମାଳଠାରେ ଏକ ଘରୋଇ ବିଦ୍ୟାମନ୍ଦିରରେ ଘଟିଛି । ମିଳିଥିବା ସୂଚନା ମୁତାବକ, ଘରୋଇ ବିଦ୍ୟାମନ୍ଦିର ଘଡିଆମାଳର…

ହଷ୍ଟେଲରେ ରହୁଥିବା ଛାତ୍ରୀମାନଙ୍କୁ ଖାଇବାକୁ ନଦେବା ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ନିଲମ୍ବିତ ହେଲେ ପ୍ରଧାନ…

କରଞ୍ଜିଆ(କେନ୍ୟୁଜ୍): ଗତ ଅକ୍ଟୋବର ୨୩ରେ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା । ହଷ୍ଟେଲରେ ରହୁଥିବା ଛାତ୍ରୀ ମାନେ ଖାଇବାକୁ ନ ପାଇ ଠାକୁରମୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଦୀର୍ଘ ସମୟ କାନ୍ଦିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ…

ଟ୍ରେନ୍‌ ଆଗକୁ ଡେଇଁଲେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ, ସୁଇସାଇଡ ନୋଟରେ ଲେଖିଥିଲେ- ମୋ’ ମୃତ୍ୟୁ ପାଇଁ ୪ ଜଣ ଦାୟୀ

ସମ୍ବଲପୁର (କେନ୍ୟୁଜ): ଜିଆରପି ଥାନା ଅନ୍ତର୍ଗତ ତକବା ଗ୍ରାମ ନିକଟ ଦେଇ ଯାଇଥିବା ରେଳ ଲାଇନ ନିକଟରୁ ଆଜି ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ମୃତ ଦେହ ଉଦ୍ଧାର କରିଛି ଜିଆରପି। ମୃତକ ଜଣକ ହେଲେ ସ୍ଥାନୀୟ ସିନ୍ଦୁରପଙ୍କ ଗ୍ରାମର କ୍ଷୀରୋଦ ନାଥ । ରେଳ ଲାଇନ ନିକଟରୁ ଏକ ସୁଇସାଇଡ ନୋଟ…

ମୟୂରଭଞ୍ଜ : ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ

ମୟୂରଭଞ୍ଜ : ପୁଣି ଶିକ୍ଷକଙ୍କ ନାଁରେ କଳଙ୍କ । ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ନୁହାମାଳିଆ ସରକାରୀ ୟୁପି ସ୍କୁଲରେ ୩ ଜଣ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗକୁ ନେଇ ଉତ୍ତେଜନା । ପ୍ରଧାନଶିକ୍ଷକ ଅନଙ୍ଗଦେବ ଟିପିରିଆ ଆଜି ସ୍କୁଲରେ ପହଞ୍ଚିବା ପରେ ଉତ୍ତେଜନା ବଢ଼ିଥିଲା । ଉତ୍ତ୍ୟକ୍ତ…

ଛାତ୍ରୀ ମୃତ୍ୟୁ ଘଟଣା : ଗିରଫ ହେଲେ ସ୍କୁଲର ପ୍ରଧାନ ଶିକ୍ଷକ

ମାଲକାନଗିରି : ଶିଖପାଲ୍ଲୀ ଆବସିକ ବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ଘଟଣାରେ ଗିରଫ ହୋଇଛନ୍ତି ସ୍କୁଲର ପ୍ରଧାନ ଶିକ୍ଷକ। ଦଶମ ଶ୍ରେଣୀର ଏହି ଛାତ୍ରୀଙ୍କୁ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ବିଶ୍ୱଜିତ ସରକାର ଯୌନ ନିର୍ୟାତନା ଦେଉଥିଲେ। ଏହା ଅସହ୍ୟ ହେବାରୁ ଛାତ୍ରୀଜଣଙ୍କ ଆତ୍ମହତ୍ୟା କରିଥିବା ପୋଲିସ…