Below header
Browsing Tag

health benefits

ନାଭିରେ ଦୁଇ ବୁନ୍ଦା ତେଲ ପକାଇ ତ୍ୱଚା ସମସ୍ୟାକୁ ଦୂର କରନ୍ତୁ, ଜାଣନ୍ତୁ ବ୍ୟବହାର କରିବେ କେଉଁ ତେଲ

ବର୍ତ୍ତମାନର ଖରାପ ଲାଇଫ୍‌ ଷ୍ଟାଇଲ୍‌ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପକାଉଛି । ଏହା ସହ ଦିନକୁ ଦିନ ଲୋକମାନେ ଅନେକ ରୋଗର ଶିକାର ହେଉଛନ୍ତି । ଯାହା ଫଳରେ ଲୋକମାନେ ବିଭିନ୍ନ ପ୍ରକାରର ମେଡିସିନ୍‌ ଖାଉଛନ୍ତି । ଯଦି ଆମେ ପ୍ରାଚୀନ ସମୟ ବିଷୟରେ କହିବା, ତାହେଲେ ଲୋକମାନେ ରୋଗରୁ…

ଜାଣନ୍ତୁ ସକାଳେ ନା ରାତିରେ କେଉଁ ସମୟରେ କ୍ଷୀର ପିଇବା ଉଚିତ

ପ୍ରାୟତଃ ବଡ ଲୋକମାନେ କ୍ଷୀର ପିଇବା ପାଇଁ ଉପଦେଶ ଦେଇଥାନ୍ତି । ତେବେ ଘରର ବଡ ଲୋକ ସବୁ ବେଳେ କ୍ଷୀର ପିଇବା ପାଇଁ ବାଧ୍ୟ କରିଥାନ୍ତି । ଆପଣମାନେ ତ ଜାଣିଥିବେ ଯେ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ହୋଇଥାଏ । ସେଥିପାଇଁ କିଛି ଲୋକ ସକାଳେ କ୍ଷୀର ପିଅନ୍ତି ତ ଆଉ କିଛି ଲୋକ…

ପ୍ରତିଦିନ ଖାଆନ୍ତୁ ପିସ୍ତାବାଦାମ, ରହିଛି ଅନେକ ଉପକାରିତା

ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ କିଛି ଡ୍ରାଏ ଫ୍ରୁଟ୍ସ ଖାଇବା ଉଚିତ । ପିସ୍ତାବାଦାମ ଏକ ଏପରି ଡ୍ରାଏ ଫ୍ରୁଟ ଯାହା ଖାଇବା ପାଇଁ ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ । ପିସ୍ତାବାଦାମରେ ଭରପୂର ମାତ୍ରାରେ ପୋଷକତତ୍ତ୍ୱ ରହିଥାଏ, ଯାହା ଆମ ଶରୀରର ଅନେକ…

ଜାଣନ୍ତୁ ହୃଦୟ ଏବଂ ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ କେଉଁ ତେଲ ଉପକାରୀ

ଆମ ଶରୀର ପାଇଁ ହୃଦୟ ଏବଂ ମସ୍ତିଷ୍କର ସୁସ୍ଥ ରହିବା ଅତ୍ୟନ୍ତ ଆବଶ୍ୟକ । ଆଜିକାଲିର ଲାଇଫଷ୍ଟାଇଲ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ହେତୁ ହୃଦୟ ଏବଂ ମସ୍ତିଷ୍କ ସମ୍ବନ୍ଧୀୟ ରୋଗ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଏପରି ସମୟରେ ନିଜ ହୃଦୟ ଏବଂ ମସ୍ତିଷ୍କର ବିଶେଷ ଯତ୍ନ ନେବା ଜରୁରୀ ହୋଇଥାଏ…

ଦିନରେ ପିଅନ୍ତୁ ଡାଳିମ୍ବ ଜୁସ୍‌, ମିଳିବ ଏହି ସବୁ ଲାଭ

ଡାଳିମ୍ବ ଏକ ଏପରି ଫଳ, ଯାହାର ଜୁସ୍‌ ପ୍ରତିଦିନ ପିଇବା ଦ୍ୱାରା ସ୍ୱାସ୍ଥ୍ୟରେ ଅନେକ ଲାଭଦାୟୀ ଗୁଣ ବଢିଥାଏ । ଡାଳିମ୍ବ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏହାକୁ ଖାଇବା ଦ୍ୱାରା ରକ୍ତହୀନତା ଏବଂ ଅନ୍ୟାନ୍ୟ ରୋଗ ଦୂର ହୋଇଥାଏ । ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ… -ଦିନରେ…

ପ୍ରୋଟିନ୍‌ରେ ଭରପୂର ମସୁର ଡାଲି, ପ୍ରତିଦିନ ଖାଆନ୍ତୁ

ଭାରତରେ ମସୁର ଡାଲି ଅତି ଲୋକପ୍ରିୟ । ମସୁର ଡାଲିକୁ ଉଦ୍ଭିଦ ଜାତୀୟ ପ୍ରୋଟିନ୍‌ର ଏକ ଭଲ ଉତ୍ସ ବୋଲି କୁହାଯାଏ । ଶାକାହାରୀ ଲୋକ ଅର୍ଥାତ୍‌ ଯେଉଁମାନେ ଅଣ୍ଡା, ମାଂସ, ମାଛ ଖାଆନ୍ତି ନାହିଁ, ସେମାନଙ୍କ ପାଇଁ ପ୍ରୋଟିନ୍‌ ରୂପରେ ମସୁର ଡାଲି ଏକ ଭଲ ଅପ୍ସନ୍ ହୋଇପାରିବ । ଏହା ବ୍ୟତୀତ, ମସୁର…

କେସରର ମୂଲ୍ୟ ନୁହେଁ ବରଂ ଏବେ ଏହିସବୁ ଲାଭ ଉପରେ ଧ୍ୟାନ ଦିଅନ୍ତୁ

କେସର ଏକ ବହୁତ ମୂଲ୍ୟବାନ ଜିନିଷ । ଅତ୍ୟଧିକ ମୂଲ୍ୟ କାରଣରୁ ଆମେ ଏହାକୁ କିଣିନଥାଉ । କିନ୍ତୁ ଏହା ପ୍ରକୃତିର ଏକ ଏପରି ଭଣ୍ଡାର, ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟୀ ବୋଲି ବିବେଚନା କରାଯାଏ । ପ୍ରଥମରେ ଇରାନରେ କେଶରର ସର୍ବାଧିକ ଚାଷ କରାଯାଏ । ଦ୍ୱିତୀୟରେ ଆଫଗାନିସ୍ତାନ ଏବଂ ଭାରତର…

ସକାଳୁ ଉଠୁ ଉଠୁ କଫି ପିଉଛନ୍ତି କି, ତାହେଲେ ଜାଣନ୍ତୁ ଏହା କେତେ ଭଲ ଆଉ କେତେ ଖରାପ

ସକାଳୁ କଫି ନପିଇଲେ ଅଧିକାଂଶ ଲୋକଙ୍କର ନିଦ ଭାଙ୍ଗେନାହିଁ। ଏହାର କାରଣ ହେଉଛି କଫିରେ ମିଳୁଥିବା କେଫିନ୍। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଗୋଟିଏ ଦିନରେ ଅଧିକ କଫି ପିଇବା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଯଦି ଏହା ସଠିକ୍ ପରିମାଣରେ ପିଅନ୍ତି ତାହେଲେ ଏହାର ଅନେକ ଲାଭ ମଧ୍ୟ…

ପୁରୁଷମାନଙ୍କର ନଂପୁସକତା ସମସ୍ୟା ଦୂର କରିବ କଳା ଗାଜର, ଏହାଛଡା କୋଲେଷ୍ଟ୍ରଲ ନିୟନ୍ତ୍ରିତ କରିବ

ଶୀତଦିନରେ ଗାଜର ଖାଇବା ସମସ୍ତଙ୍କ ପାଇଁ ଅତ୍ୟନ୍ତ ଉପକାରୀ ହୋଇଥାଏ। ଅନେକ ଲୋକ ଗାଜର ନାଁ ଶୁଣିଲେ ନାକ ଟେକିଥାନ୍ତି । ତେବେ ଯେଉଁମାନେ ଗାଜର ଖାଇବାକୁ ପସନ୍ଦ କରନ୍ତି ନାହିଁ ସେମାନେ ଏକଥା ଜାଣିବା ଜରୁରୀ ଯେ ଏଥିରେ କେଉଁ ଗୁଣ ରହିଥାଏ । ଗୋଟିଏ ଗ୍ଲାସ୍ ଗାଜର ରସ ପୂର୍ଣ୍ଣ ଭୋଜନ ସହ ସମାନ ।…

ସବୁଜ ଚଣାକୁ ଭିଜେଇ ଖାଇବା ଦ୍ୱାରା ମିଳିଥାଏ ଅଜବ ପ୍ରକାର ସ୍ୱାସ୍ଥ୍ୟ ଲାଭ; ଅନେକ ରୋଗ ହୋଇଥାଏ ଦୂର

ଶୀତଦିନେ ମିଳୁଥିବା ଜିନିଷ ଭିତରୁ ସବୁଜ ଚଣା ଅନ୍ୟତମ, ଯାହାକି ପ୍ରୋଟିନ୍‌, ଫାଇବର ଏବଂ ଆଇରନ୍‌ ଭଳି ମିନେରାଲ୍ସର ଭଣ୍ଡାର ହୋଇଥାଏ। ଏଥିପାଇଁ ଏହା ସ୍ୱାସ୍ଥ୍ୟ ଦୃଷ୍ଟିରୁ ବହୁତ ଲାଭଦାୟକ ହୋଇଥାଏ। ସବୁଜ ଚଣାକୁ ଛୋଲା ନାମରେ ବି ଜଣାଯାଇଥାଏ। ସାଧାରଣତଃ, ସବୁଜ ଚଣାର ତରକାରୀ କରି ଖିଆଯାଇଥାଏ।…

ମାଇଗ୍ରେନ ବା ମୁଣ୍ଡବିନ୍ଧା ଏବଂ କାନ ଯନ୍ତ୍ରଣାରୁ ଉପଶମ ଦେଇଥାଏ ଅରଖ ଫୁଲ, ଏମିତି କରନ୍ତୁ ବ୍ୟବହାର

ଆପଣଙ୍କ ଘରର ଆଖପାଖରେ ନିଶ୍ଚିତ ଭାବେ ଅରଖ ଗଛ ରହିଥିବ। ଏହି ଗଛ ବଢିବା ପାଇଁ କୌଣସି ଯତ୍ନ ନେବା ଆବଶ୍ୟକତା ନାହିଁ।ଏହି ଗଛରେ ଦୁଇ ପ୍ରକାର ଫୁଲ ଦେଖିବାକୁ ମିଳିଥାଏ। ଏହି ଗଛର ଧାର୍ମିକ ମହତ୍ତ୍ୱ ଥିବା ସହିତ ଭଗବାନ ଶିବଙ୍କ ଅତି ପ୍ରିୟ ହୋଇଥାଏ ଅରଖ ଫୁଲ। ଭଗବାନ ଶିବଙ୍କୁ ଏହାକୁ ଚଢାଇବା…

ପୋଷକ ତତ୍ତ୍ୱରେ ଭରପୂର ଆତ ପତ୍ର, ଚା’ କରି ପିଇଲେ ମିଳେ ଜବରଦସ୍ତ ଫାଇଦା

ଆପଣ ଫଳ ନିଶ୍ଚିତ ଖାଇଥିବେ। ଆପଣ ଫଳ ଶରୀର ପାଇଁ ବେଶ୍‌ ଉପକାରୀ । ଫଳରେ ଥିବା ପୋଷକ ତତ୍ତ୍ୱ ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପକାଇଥାଏ । ଆପଣମାନେ ସେଓ, ଅଙ୍ଗୁର, କମଳା, କଦଳୀ, ନାସପତି, ଆତ ଇତ୍ୟାଦି ଫଳ ଖାଇଥିବେ। ସବୁ ଫଳ ଖାଇବାକୁ ବେଶ୍‌ ସ୍ୱାଦିଷ୍ଟ। ହେଲେ ଆତ ଖାଇବାକୁ ଶୀତଦିନରେ ଅନେକ…