Browsing Tag

health ministry

ଭୁବନେଶ୍ୱର ଏମସ୍‌ରେ ମିଳିବ ମାଗଣା ସ୍ୱାସ୍ଥ୍ୟ ସୁବିଧା, କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଯୋଜନା ହିତାଧିକାରୀ ପାଇବେ ଫାଇଦା

କେନ୍ୟୁଜ୍‌(ବ୍ୟୁରୋ): ଭୁବନେଶ୍ୱର ଏମସ୍‌ରେ ମିଳିବ ମାଗଣା ସ୍ୱାସ୍ଥ୍ୟ ସୁବିଧା । ଭୁବନେଶ୍ୱର ସହ ଦେଶର ୬ଟି ଏମସ୍‌ରେ ଏହି ସୁବିଧା ଉପଲବ୍ଧ ହେବ । ଏଥିରେ ରହିଛି ଭୋପାଲ, ପାଟଣା, ଯୋଧପୁର, ରାୟପୁର ଓ ରିଶିକେଶ ଏମସ୍‌ । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଯୋଜନା ଅଧିନରେ ସାମିଲ ଥିବା ହିତାଧିକାରୀ ଏହି…

ଯୁବପିଢ଼ିଙ୍କୁ ଧୂମପାନରୁ ବିରତ କରିବା ପାଇଁ ସରକାରଙ୍କ କଡ଼ା ପଦକ୍ଷେପ, ଖୁଚୁରା ବା ଖୋଲା ଭାବରେ ବିକ୍ରି ହେବ ନାହିଁ…

ନୂଆଦିଲ୍ଲୀ : ଭାରତରେ ବନ୍ଦ ହେବକି ସିଗାରେଟ ? ସିଗାରେଟ ତିଆରି ଓ ବିକ୍ରି ଉପରେ ଖୁବଶୀଘ୍ର ଲାଗିପାରେ କଟକଣା । ବିଭିନ୍ନ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ସଂସଦର ଷ୍ଟାଣ୍ଡିଙ୍ଗ କମିଟି ଏପରି ପରାମର୍ଶ ଦେଇଛି । ତମାଖୁ ଉତ୍ପାଦର ବ୍ୟବହାରରେ ହ୍ରାସ ଆଣିବା ପାଇଁ ଏଭଳି ପରାମର୍ଶ ଦେଇଛି…

ଦେଶରେ ବ୍ୟାପୁଛି ଟମାଟୋ ଫ୍ଲୁ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କଲା ଆଡଭାଇଜରି

କରୋନା ଭାଇରସ ଏବଂ ମଙ୍କିପକ୍ସ ପରେ ଆଉ ଏକ ଭାଇରସ ସମଗ୍ର ଦେଶରେ ବ୍ୟାପୁଥିବା ଦେଖିବାକୁ ମିଳିଛି। ଦେଶର ବିଭିନ୍ନ ରାଜ୍ୟରେ ଦ୍ରୁତଗତିରେ ଟମାଟୋ ଫ୍ଲୁ ବ୍ୟାପିବାରେ ଲାଗିଛି। ଖାସ୍‌କରି ୧ ବର୍ଷରୁ ୧୦ ବର୍ଷ ପିଲାଙ୍କୁ ଏହି ଫ୍ଲୁ ବ୍ୟାପୁଛି। ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ମାମଲା ଦେଖିବାକୁ…

ଦେଶରେ କାୟା ମେଲାଉଛି କୋଭିଡ, ଏହା ପରେ ବି ଭାରତ ଆଫଗାନିସ୍ତାନକୁ ପଠାଇଲା ୫ ଲକ୍ଷ କୋଭାକ୍ସିନ

ବର୍ତ୍ତମାନ ଦେଶରେ କୋଭିଡ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏମିତିକି କରୋନା ଭାଇରସ ନିଜକୁ ଏତେ ମ୍ୟୁଟେଟ କରୁଛି ଯେ ଡେଲ୍ଟା, ଗାମା ଓ ଓମିକ୍ରନ ପରି ଅନେକ ଭାରିଏଣ୍ଟ ଦେଖିବାକୁ ମିଳୁଛି । ପୁଣି କୋଭିଡର ନୂଆ ଭାରିଏଣ୍ଟ ଓମିକ୍ରନ ଆସିବା ପରେ ଏହା ଏତେ ମାତ୍ରାରେ ମାରାତ୍ମକ ନହେଲେ…

କରୋନା ପଜିଟିଭି ଚିହ୍ନଟ ହେଲେ କ’ଣ ଖାଇବେ ? ସ୍ବାସ୍ଥ୍ଯ ମନ୍ତ୍ରଣାଳୟ ଜାରି କଲା ନୂଆ ଲିଷ୍ଟ, ଦେଖନ୍ତୁ

ସମଗ୍ର ଦେଶରେ କରୋନା ସଙ୍କଟରୁ ବଞ୍ଚିବା ପାଇଁ ସ୍ବାସ୍ଥ୍ଯ ମନ୍ତ୍ରଣାଳୟ ଏକ ଲିଷ୍ଟ ଜାରି କରିଛି। ଯେଉଁଥିରେ କରୋନା ସଂକ୍ରମିତ ହୋଇଥିବା ବ୍ଯକ୍ତି କ’ଣ ଖାଇବା ଉଚିତ, ତାହାର ଲିଷ୍ଟ ଜାରି ହୋଇଛି। ସ୍ବାସ୍ଥ୍ଯ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଏହାକୁ ସେୟାର କରିଛନ୍ତି। ମନ୍ତ୍ରୀ ଟ୍ବିଟ କରି…

ଏହି ୧୦ଟି ଜିନିଷ ସେବନ କଲେ ବଢ଼ିବ ଇମ୍ୟୁନିଟି ସିଷ୍ଟମ୍‌, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ଭାରତରେ କରୋନା ସଂକ୍ରମଣ ମାମଲା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଦେଶରେ ପ୍ରତିଦିନ ୮୦ରୁ ୯୫ ହଜାର ନୂଆ କେସ୍‌ ସାମ୍ନାକୁ ଆସୁଛି। ଏବେ ଯାଏଁ ଏହି ଭାଇରସ୍‌ରୁ ୪୭ ଲକ୍ଷ ୫୪ ହଜାରରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ ହେଲେଣି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ୭୮ ହଜାର ପାର କରିସାରିଲାଣି। କରୋନାରୁ…

ହ୍ୟାଣ୍ଡ ସାନିଟାଇଜରର ଅଧିକ ବ୍ୟବହାର ନେଇପାରେ ଜୀବନ, ଚେତାଇଲେ ଭାରତ ସରକାର

ହ୍ୟାଣ୍ଡ ସାନିଟାଇଜରକୁ ନେଇ ଚେତାବନୀ ଜାରି କରାଯାଇଛି। ଭାରତରେ କରୋନା ଭାଇରସ୍‌ ସଂକ୍ରମଣ ମାମଲା ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି। ଲୋକଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ସରକାରଙ୍କ ତରଫରୁ କେତେକ ପରାମର୍ଶ ଦିଆଯାଇଛି। ହ୍ୟାଣ୍ଡ ସାନିଟାଇଜରର ବ୍ୟବହାର ଓ ବାହାରକୁ ବାହାରିବା ବେଳେ…