Browsing Tag

health tips

ଏମିତି କଲେ ଆଉ ରାତିରେ ଘୁଙ୍ଗୁଡି ମାରିବେନି , ଜାଣନ୍ତୁ ଟିପ୍ସ

ଘୁଙ୍ଗୁଡି ମାରିବା ଏକ ସାଧାରଣ କଥା ହୋଇପାରେ କିନ୍ତୁ ଏହା ବହୁତ ହି ବିରକ୍ତକର । ଛୋଟଠୁ ବଡ ସମସ୍ତେ ଏଥିରେ ଶିକାର ହୋଇଯାଉଛନ୍ତି । କହିରଖୁଛୁ ଯେତେବେଳେ ଗଳାର ପଛ ଭାଗ ସଂକୀର୍ଣ୍ଣ ହୁଏ ଓ ଅମ୍ଲଜାନ ସେଇ ପଥ ଦେଇ ଯାଇଥାଏ, ସେତେବେଳେ ଆଖପାଖର ଟିସୁଗୁଡିକ କମ୍ପିବା ଆରମ୍ଭ କରେ । ଏହି କାରଣରୁ…

ଅନେକ ରୋଗକୁ ଭଲ କରିପାରିବ ଆଳୁ ଚୋପା, କାଟିବାବେଳେ ଆଦୌ ଫୋପାଡନ୍ତୁନାହିଁ

ତରକାରୀ ବନାଇବା ପାଇଁ ଯେତେବେଳେ ଆଳୁ କଟାଯାଏ ସେତେବେଳେ ଲୋକେ ଏହାର ଚୋପାକୁ ଛଡାଇ ଦିଅନ୍ତି। ଆଳୁରେ ଚୋପାକୁ ବାହାର କରି ତରକାରୀ ପାଇଁ କାଟି ରଖନ୍ତି। କିନ୍ତୁ କଣ ଆପଣ ଜାଣନ୍ତି ଆଳୁ ଚୋପା ସ୍ୱାସ୍ଥ୍ୟପାଇଁ କେତେ ଲାଭକାରୀ। ଆପଣ ଯଦି ଏହାର ଫାଇଦା ବିଷୟରେ ଥରେ ଜାଣିନେଲେ ତାହେଲେ କେବେବି…

କେବଳ ତୁଳସୀର ପତ୍ର ନୁହେଁ, ଏହାର ମଞ୍ଜି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବରଦାନ; କରୋନା ସମୟରେ ନିଶ୍ଚୟ କରନ୍ତୁ ସେବନ, ବଢ଼ିବ…

ତୁଳସୀ ଗଛରୁ ଆମକୁ ଅନେକ ପ୍ରକାରର ଔଷଧୀୟ ଗୁଣ ମିଳିଥାଏ, ଯେଉଁ କାରଣରୁ ତୁଳସୀ ପତ୍ର ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏହାର ଫାଇଦା ବିଷୟରେ ଜାଣି ଆପଣ ମଧ୍ୟ ଏହି ପତ୍ରକୁ ଅନେକ ବାର ବ୍ୟବହାର କରିଥିବେ। କିନ୍ତୁ କ’ଣ ଆପଣଙ୍କୁ ଜଣା ଅଛି କି, କେବଳ ତୁଳସୀର ପତ୍ର ନୁହେଁ, ଏହାର…

ନିଜର ମାଛ କାତି ଭଳି ସ୍କିନ୍‌ ଦେଖି ଆପଣଙ୍କୁ ଖରାପ ଲାଗୁଛି କି, ଛୁଟକାରା ପାଇବା ପାଇଁ ଏହି ସବୁ ଟିପ୍ସକୁ କରନ୍ତୁ ଫଲୋ

ଶୀତଦିନେ ତ୍ୱଚା ରୁକ୍ଷ ଏବଂ ଶୁଷ୍କ ହୋଇଯିବା ଅତି ସାଧାରଣ କଥା। ଅତ୍ୟଧିକ ଥଣ୍ଡା କାରଣରୁ ତ୍ୱଚାର କୋମଳତା ନଷ୍ଟ ହୋଇ ଯାଇଥାଏ, ଯାହାଫଳରେ ତ୍ୱଚାରେ ଶୁଷ୍କପଣ ଦେଖା ଦେଇଥାଏ। ଏହିଦିନେ ତ୍ୱଚାର ଯତ୍ନ ନେବା ମଧ୍ୟ ବହୁତ ମୁସ୍କିଲ ହୋଇ ଯାଇଥାଏ। ଏଥିପାଇଁ ମହିଳାମାନେ ବିଭିନ୍ନ ପ୍ରକାର ବ୍ୟୁଟି…

ଇମ୍ୟୁନିଟି ବଢ଼ାଇବା ସହ ଓଜନ କମାନ୍ତୁ, ସୌନ୍ଦର୍ଯ୍ୟ ବଢ଼ାଇବାରେ ଆଶ୍ଚର୍ଯ୍ୟ ଫାଇଦା ଦିଏ କମଳା

ଶୀତ ଦିନେ ଖଟା ରସାଳ ଫଳ ଖାଇବା ବହୁତ ଲାଭକାରୀ ହୋଇଥାଏ । ଏହି ଦିନରେ ଫଳ ମଧ୍ୟରେ କମଳା ଶରୀର ପାଇଁ ସବୁଠୁ ଭଲ କାମ କରିଥାଏ । ଶୀତ ଦିନେ ଆମର ଇମ୍ୟୁନିଟି କମି ଯାଇଥାଏ । ଚର୍ମ ଫିକା ପଡ଼ିଯିବା ସହ ହଜମ ଶକ୍ତି ମଧ୍ୟ ବାଧାପ୍ରାପ୍ତ ହୋଇଥାଏ । କମଳା ଏପରି ଫଳ ଶରୀରକୁ ସୁସ୍ଥ ରଖିବା ସହ…

ଶୀତଦିନେ ଏହି ସବୁ ଖାଦ୍ୟ ଖାଆନ୍ତୁ ଶରୀରକୁ ଗରମ ରଖିବା ସହିତ ଦେଇଥାଏ ଅନେକ ଫାଇଦା

ଶୀତ ହେଉଛି ଫିଟନେସ୍ ପାଇଁ ସର୍ବୋତ୍ତମ ଋତୁ। ଶୀତଦିନେ ପ୍ରଚୁର ସବୁଜ ପନିପରିବା, ସାଲାଡ ଏବଂ ଫଳ ଖାଇବା ଉଚିତ। ଏହି ସମୟରେ ବଜାରରେ ବିଭିନ୍ନ ପ୍ରକାରର ପନିପରିବା ଉପଲବ୍ଧ ରହିଥାଏ। ଏପରି ପରିସ୍ଥିତିରେ, ଆପଣ ଉତ୍ତମ ଡାଏଟ ପ୍ଲାନିଂ କରିବା ଉଚିତ୍। ଅନ୍ୟ ପଟେ, ଶୀତଦିନେ ଥଣ୍ଡାକୁ ଏଡାଇବା…

ଶରୀରରୁ ଅତିରିକ୍ତ ତାପମାତ୍ରା ବାହାର କରିବା ସହିତ ତ୍ୱଚାକୁ କୋମଳ ଓ ସୁନ୍ଦର କରିଥାଏ “ମାଟି ଫୁଟ୍‌ ପ୍ୟାକ”

ଆମେ ସମସ୍ତେ ନିଜ ଶାରୀରିକ ସମସ୍ୟାକୁ ନେଇ ଯେତିକି ଚିନ୍ତିତ ଥାନ୍ତି ତାଠାରୁ ଅଧିକ ଧ୍ୟାନ ଆମର ବାହାରର ସୌନ୍ଦର୍ଯ୍ୟକୁ  ଯାଇଥାଏ। ତେବେ ତ୍ୱଚାକୁ ସୁନ୍ଦର ଓ ସଫା ରଖିବା ପାଇଁ ଅନେକ ଜଣ ବିଭିନ୍ନ ଉପାୟ ବାଛିଥାନ୍ତି। କିଛି ଉପାୟ ଏମିିତି ରହିଛି ଯାହା କେବଳ ତ୍ୱଚାର ବାହାର ଅଂଶକୁ ନୁହେଁ ବରଂ…

ପେଟ ଜନିତ ସମସ୍ତ ସମସ୍ୟାରୁ ମୁକ୍ତି ଦେବ ଏହିି ସହଜ ଘରୋଇ ଉପାୟ

ଫେଷ୍ଟିଭାଲ ସିଜିନରେ ତେଲ ଜାତୀୟ ଖାଦ୍ୟର ଡିମାଣ୍ଡ ବଢ଼ିଯାଏ । ସେ ମିଠା ହେଉ କିମ୍ବା ପିଠା ଅବା ପକୋଡ଼ି । ସବୁଠି ଏହି ଆସର ଜମୁଥିବାର ଦେଖିବାକୁ ମିଳେ । ଆଉ ପରେ ସ୍ୱାସ୍ଥ୍ୟକୁ ନେଇ ଯେଉଁ ଅବସ୍ଥା ଭୋଗିବାକୁ ପଡେ, ତାହା କହିଲେ ନ ସରେ । ସ୍ୱାଦିଷ୍ଟ ଖାଦ୍ୟ ଖାଇବା ବାହାନାରେ ଆମେ ଯେଉଁ…

ବାୟୁ ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ଖାଦ୍ୟରେ ସାମିଲ କରନ୍ତୁ ଏହି ଜିନିଷ, ଦୀର୍ଘ ଦିନ ଯାଏ ଫୁସଫୁସକୁ ରଖିବ ସୁସ୍ଥ

ମନୁଷ୍ୟକୁ ସୁସ୍ଥ ରହିବାକୁ ହେଲେ ସୁସ୍ଥ ବାତାବରଣ ନିହାତି ଆବଶ୍ୟକ । ହେଲେ ଦିନକୁ ଦିନ ବଢ଼ୁଥିବା ପ୍ରଦୂଷଣ ଯୋଗୁ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି । ଏପରି କ୍ଷେତ୍ରରେ ନିଜେ ସୁସ୍ଥ ରହିବା ସହ ନିଜ ପରିବାର ଲୋକଙ୍କ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ଆବଶ୍ୟକ ହୋଇପଡ଼ିଛି । ଏହି…

ହଜମ ଶକ୍ତି ବୃଦ୍ଧି କରିବାକୁ ଆପଣାନ୍ତୁ ଏହି ୪ ଟି ପରାମର୍ଶ, ଦୂର ହେବ ସମସ୍ୟା

ଆମେ ସମସ୍ତେ ଜାଣିଥାନ୍ତି କି ଶରୀରକୁ ସୁସ୍ଥ ରଖିବାକୁ ହେଲେ ପାଚନ ତନ୍ତ୍ରକୁ ଠିକ୍ ରଖିବା ନିହାତି ଜରୁରୀ । କିଛି ଲୋକ କେବଳ ପଟେ ପୁରିବା ପାଇଁ ଖାଦ୍ୟ ଖାଇଥାନ୍ତି ଫଳରେ ସେମାନଙ୍କର ପେଟ ସମସ୍ୟା ଦେଖାଦେଇଥାଏ । ଏହାବି ପାଚନତନ୍ତ୍ର ଠିକରେ କାମ ନକରିବାର ଏକ ମୁଖ୍ୟ କାରଣ ହୋଇପାରେ । ଫଳରେ…

ପ୍ରତିଦିନ ଖାଦ୍ୟରେ ସାମିଲ କରନ୍ତୁ ଚଣାଡ଼ାଲି, ଶରୀରକୁ ମିଳିବ ଏହି ସବୁ ଫାଇଦା

ବିଭିନ୍ନ ପ୍ରକାରର ଡାଲି ଆମ ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ । ସେହିପରି ଚଣାଡ଼ାଲିରେ ଫାଇବରରୁ ଆରମ୍ଭ କରି ପ୍ରୋଟିନ୍ , ଭିଟାମିନ୍ ଏବଂ ଖଣିଜର ଭରପୁର ମାତ୍ରା ରହିଥାଏ ଏବଂ ଏଥିରେ ଫ୍ୟାଟ୍ ମାତ୍ରା ବି କମ୍ ଥାଏ । ଚଣାଡ଼ାଲି ଶରୀରକୁ ଉପଯୁକ୍ତ ପ୍ରୋଟିନ୍ ଦେଇଥାଏ । ଏହା କୋଲେଷ୍ଟ୍ରୋଲର…

ପିଆଜ ରସ ପିଇବା ଦ୍ୱାରା ଷ୍ଟୋନ ସମସ୍ୟା ଦୂର ହୋଇପାରିବ, ଜାଣନ୍ତୁ ଏହାର ଅନ୍ୟାନ୍ୟ ଉପକାରିତା

ପିଆଜ ରସରେ ଅନେକ ଲାଭ ରହିଛି | ପିଆଜ ରସ କେଶ ପାଇଁ ବହୁତ ଭଲ ବୋଲି ବିବେଚନା କରାଯାଏ | ଏହା କେଶ ବୃଦ୍ଧି ପାଇଁ ପ୍ରୋତ୍ସାହିତ କରିଥାଏ | ପିଆଜ ରସରେ ଆଣ୍ଟି-ଆଲର୍ଜି, ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟି-କର୍କିନୋଜେନିକ୍ ଗୁଣ ରହିଛି | ପିଆଜ ରସ ଖାଇବା ଦ୍ୱାରା ଅନେକ ପ୍ରମୁଖ ରୋଗ ଦୂର…