Browsing Tag

health tips

ଜାଣନ୍ତୁ ଡାଇବେଟିସ୍‌ ରୋଗୀମାନେ କେଉଁ ଡାଲି ଖାଇବେ ଏବଂ କେଉଁ ଡାଲି ଖାଇବେ ନାହିଁ ?

ଖରାପ ଲାଇଫ୍‌ଷ୍ଟାଇଲ ଏବଂ ଖାଇବା ଅଭ୍ୟାସ ଯୋଗୁ ଡାଇବେଟିସ୍‌ ହେବାର ଆଶଙ୍କା ଦ୍ରୁତ ଗତିରେ ବଢିଚାଲିଛି । ଆଜିକାଲି ପିଲାମାନଙ୍କ ମଧ୍ୟରେ ଡାଇବେଟିସ୍‌ ସବୁଠୁ ବଡ ସମସ୍ୟା ପାଲଟିଛି । ଓଜନ ବଢିବା ମଧ୍ୟ ଡାଇବେଟିସ୍‌ର ଏକ ପ୍ରମୁଖ କାରଣ ହୋଇଥାଏ । ଡାଇବେଟିସ୍‌ ରୋଗୀମାନେ ସେମାନଙ୍କର ଖାଦ୍ୟରେ…

ଏହି ୫ଟି ସୁପରଫୁଡ୍ ମହିଳାମାନଙ୍କ ପାଇଁ ବହୁତ ଜରୁରୀ, ସେମାନଙ୍କୁ ହେଲଦି ରଖିବାରେ କରିବ ଅନେକ ସାହାଯ୍ୟ

ଆଜିକାଲି ମହିଳାମାନେ ସମସ୍ତ କାମକୁ ନେଇ ବହୁତ ବ୍ୟସ୍ତ ରହୁଛନ୍ତି । ଯେପରି ଘର, ଅଫିସ୍, ସ୍ୱାମୀ ଏବଂ ପିଲାଙ୍କର ଯତ୍ନ ନେବା, ଯୋଗୁ ମହିଳାମାନେ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଠିକ୍‌ ଭାବେ ଧ୍ୟାନ ଦେଇ ପାରୁନାହାନ୍ତି । ଏପରି ପରିସ୍ଥିତିରେ ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଏନର୍ଜି ଏବଂ…

ଶରୀରରେ ଜଳର ଅଭାବ ହାଇ ୟୁରିକ୍ ଏସିଡ୍ ବଢିବାର କାରଣ କି ? ଜାଣନ୍ତୁ କଣ କହୁଛନ୍ତି ଏକ୍ସପର୍ଟ

ଆଜିକାଲି ଅଧିକ ୟୁରିକ୍ ଏସିଡ୍ ଥିବା ରୋଗୀଙ୍କ ସଂଖ୍ୟା ବହୁତ ବଢି ଚାଲିଛି । ଯାହା ଫଳରେ ହାଡ ଏବଂ ଗଣ୍ଠିର ଏହି ସମସ୍ୟା ଦ୍ୱାରା ଅନେକ ଲୋକ ଅସୁବିଧାରେ ପଡ଼ୁଛନ୍ତି । କିନ୍ତୁ ହାଇ ୟୁରିକ୍ ଏସିଡ୍ ପରି ସମସ୍ୟା ଖରାପ ମେଟାବୋଲିଜିମ୍ ଯୋଗୁ ଆରମ୍ଭ ହୋଇଥାଏ । ଯେତେବେଳେ ହଜମ ପ୍ରକ୍ରିୟା ଧୀର…

୯୦ ପ୍ରତିଶତ ଲୋକଙ୍କୁ ଜଣା ନାହିଁ ସାଲାଡ ଖାଇବାର ଉପାୟ, ଜାଣନ୍ତୁ ଏଥିରେ ଲୁଣ ମିଶାଇ ଖାଇବେ କି ନାହିଁ

ଆଜିକାଲି ସାଲାଡ ବିନା ଲୋକଙ୍କ ଖାଇବା ପୂରା ହୋଇନଥାଏ । ଏହା ସହ ସାଲାଡ ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ସାଲାଡ ଆମ ଶରୀରକୁ ଅତ୍ୟାବଶ୍ୟକ ପୁଷ୍ଟିକର ଖାଦ୍ୟ ଯୋଗାଇଥାଏ । କିନ୍ତୁ ଆପଣ ସାଲାଡ ଖାଇବାର ସଠିକ୍ ଉପାୟ ଜାଣିଛନ୍ତି କି ? ତେବେ ଆମ ଦେଶର ୯୦ ପ୍ରତିଶତ ଲୋକ…

ହାଇ ୟୁରିକ୍ ଏସିଡ୍‌ ସମସ୍ୟାରେ ଚଣା ଖାଇବା ଉଚିତ୍‌ କି ? ଜାଣନ୍ତୁ କ’ଣ ରହିଛି ଏକ୍ସପର୍ଟଙ୍କ ମତ

ଆଜିକାଲି ସମୟ ସହିତ ହାଇ ୟୁରିକ୍ ଏସିଡ୍ ର ସମସ୍ୟା ବହୁତ ଗମ୍ଭୀର ହେବାକୁ ଲାଗିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇପାରନ୍ତି ଯେ ଯେତେବେଳେ ଶରୀରରେ ୟୁରିକ୍ ଏସିଡ୍ ବଢେ, ଏହାର ପଥର ଆପଣଙ୍କ କିଡନୀରେ ଜମା ହେବା ଆରମ୍ଭ କରେ । ଏହା ବ୍ୟତୀତ ଏହା ଶରୀରର ସମସ୍ତ ଅଙ୍ଗକୁ ମଧ୍ୟ ପ୍ରଭାବିତ କରିବା…

ଓମେଗା – ୩ ଫ୍ୟାଟି ଏସିଡ୍ କେବଳ ମାଛରେ ନୁହେଁ ଏହି ଶାକାହାରୀ ଜିନିଷରେ ମଧ୍ୟ ମିଳିଥାଏ, ଶାକାହାରୀ ଲୋକମାନେ ନିଜ…

ଆମ ଶରୀରକୁ ହେଲଦି ରଖିବା ପାଇଁ ଓମେଗା – ୩ ଫ୍ୟାଟି ଏସିଡ୍ ଜରୁରୀ ହୋଇଥାଏ । ଏହା ଏକ ଫ୍ୟାଟି ଏସିଡ୍ ଯାହା କେଶ, ସ୍କିନ୍‌ ଏବଂ ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଓମେଗା – ୩ ଫ୍ୟାଟି ଏସିଡ୍ ଶରୀରରେ ଫୁଲାକୁ କମ୍‌ କରିଥାଏ । ଏହା ବ୍ୟତୀତ ଏହା ବୟସ ସହିତ ଭୁଲିଯିବା ଏବଂ…

ହାର୍ଟ ସମ୍ବନ୍ଧୀୟ ସମସ୍ୟା ଥିଲେ ପ୍ରତିଦିନ ପିଅନ୍ତୁ ଏହି ଆୟୁର୍ବେଦିକ କାଢା, ମିଳିବ ଅନେକ ଫାଇଦା

ହାର୍ଟ ସମ୍ବନ୍ଧୀୟ ରୋଗ ପାଇଁ ଅର୍ଜୁନ (ଟର୍ମିନାଲିଆ ଅର୍ଜୁନ) ଗଛ ହେଉଛି ସର୍ବୋତ୍ତମ ଔଷଧ । ଏହି ଗୋଲାପୀ ରଙ୍ଗ ଗଛର ଚେର ହାର୍ଟର ମାଂସପେଶୀକୁ ମଜ୍‌ବୁତ କରିବାରେ ସାହାଯ୍ୟ କରେ ଏବଂ ଟୋନ୍ କରିବା ସହିତ ପୁଷ୍ଟିକର ଖାଦ୍ୟ ଯୋଗାଇବାରେ ମଧ୍ୟ ଅନେକ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ମାନସିକ,…

ଜାଣନ୍ତୁ କେଉଁ ଲୋକମାନେ କଖାରୁ ଖାଇବା ଉଚିତ୍ ନୁହେଁ

କଖାରୁରେ ଭିଟାମିନ୍ A ଭରପୂର ମାତ୍ରାରେ ଥାଏ । ଏହା ହେଲଦି ସ୍କିନ୍‌, ହାଡ ଓ ଦାନ୍ତକୁ ବଜାୟ ରଖିବାରେ ମଧ୍ୟ ସାହାଯ୍ୟ କରେ । ଏହା ବ୍ୟତୀତ ଏଥିରେ ଫାଇବର ଭରପୂର ମାତ୍ରାରେ ଥାଏ, ଯାହା ଅନେକ ରୋଗରୁ ରକ୍ଷାକରିଥାଏ । ଏହା ପେଟର ମେଟାବୋଲିକ୍ ହାରକୁ ବଢାଇଇଥାଏ ଏବଂ ହଜମ ପ୍ରକ୍ରିୟାକୁ ଭଲ…

ଶାକାହାରୀ ଲୋକମାନେ ଏହି ଭିଟାମିନ୍‌ର ଅଭାବରୁ ଅଧିକ ରୋଗର ଶିକାର ହୁଅନ୍ତିି, ପ୍ରତିଦିନ ଖାଆନ୍ତୁ ଏହି ଜିନିଷ ପୂରା ହେବ…

ଯଦି ଆପଣ ନିଜ ଶରୀରକୁ ଫିଟ୍ ରଖିବାକୁ ଚାହୁଁଛନ୍ତି, ତେବେ ବ୍ୟାୟାମ ସହିତ ଉପଯୁକ୍ତ ଖାଦ୍ୟ ଖାଇବା ମଧ୍ୟ ବହୁତ ଜରୁରୀ । ଖାଦ୍ୟ କେବଳ ପେଟକୁ ପୂରା କରେ ନାହିଁ ବରଂ ଆମ ଶରୀରକୁ ହେଲଦି ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ । ଯେପରି ଆପଣ ଯାହା ଖାଆନ୍ତି ତାହା ଶରୀର ଚଳାଇବା ପାଇଁ ଇନ୍ଧନ ଭଳି…

ଦିନକୁ ୧ ଗ୍ଲାସ୍‌ରୁ ଅଧିକ ନଡ଼ିଆ ପାଣି ପିଉଛନ୍ତି କି ? ସାବଧାନ ନଚେତ ସ୍ୱାସ୍ଥ୍ୟ ପ୍ରତି ହୋଇପାରେ କ୍ଷତିକାରକ

ଆପଣମାନେ ତ ଜାଣିଥିବେ ଯେ ନଡ଼ିଆ ପାଣି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହା ଏକ ହାଇ ଇଲେକ୍ଟ୍ରୋଲାଇଟ୍ ଫୁଡ୍‌ ଯାହା ଆପଣଙ୍କ ଶରୀରରୁ ଦୁର୍ବଳତା ଦୂର କରିବାରେ ଏବଂ ଆପଣଙ୍କୁ ଅନେକ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । କେବଳ ଏତିକି ନୁହେଁ ହାଇ ବିପି…

ମେଣ୍ଟାଲ ହେଲଥ୍‌କୁ ଭଲ ରଖିଥାଏ ଡ୍ୟାନ୍ସ, ଜାଣନ୍ତୁ ଏହା କିପରି ସାହାଯ୍ୟ କରିବ

ଯଦି ଆପଣ ନିଜ ମେଣ୍ଟାଲ ହେଲଥ୍‌ରେ ଉନ୍ନତି ଆଣିବାକୁ ଚାହୁଁଛନ୍ତି, ତେବେ ଡ୍ୟାନ୍ସ ଏକ ବହୁତ ଭଲ ଉପାୟ ହୋଇଥାଏ । ତେବେ ଡ୍ୟାନ୍ସ କରିବା ଦ୍ୱାରା କେବଳ ଆମକୁ ଖୁସି ମିଳେ ନାହିଁ, ବରଂ ଏହା ଆମ ଷ୍ଟ୍ରେସ୍‌କୁ ମଧ୍ୟ କମ୍‌ କରିଥାଏ । ଯେତେବେଳେ ଆମେ ଡ୍ୟାନ୍ସ କରିଥାଉ, ସେତେବେଳେ ଆମ ଶରୀରର ହାପି…

୭ ଦିନ ପର୍ଯ୍ୟନ୍ତ ପ୍ରତିଦିନ ଖାଆନ୍ତୁ ଡାଳିମ୍ବ, ମିଳିବ ଅନେକ ସମସ୍ୟାରୁ ମୁକ୍ତି

ଡାଳିମ୍ବ ହେଉଛି ଏକ ଏପରି ଫଳ ଯେଉଁଥିରେ ଅଧିକ କ୍ୟାଲୋରୀ, ଫାଇବର, ଭିଟାମିନ୍ ଏବଂ ଖଣିଜ ପଦାର୍ଥରେ ଭରପୂର ରହିଥାଏ । ତେବେ ଆପଣ ବର୍ଷସାରା ଏହାକୁ ଖାଇପାରିବେ । କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନେ ଏହାକୁ ଖାଆନ୍ତି ନାହିଁ । କିନ୍ତୁ ଡାଳିମ୍ବ ଖାଇବା ଆପଣଙ୍କୁ ଅନେକ ରୋଗରୁ ରକ୍ଷା…