ନିଜ ଖାଦ୍ୟରେ ଅନ୍ତର୍ଭୁକ୍ତ କରନ୍ତୁ ଏହି ୫ଟି ଜିନିଷ, ମିଳିବ ଭରପୂର ଏନର୍ଜି
ବୟସ ବଢିବା ସହିତ ଆମ ଶରୀର ଦୁର୍ବଳ ହେବାକୁ ଲାଗେ । ଏପରି ପରିସ୍ଥିତିରେ, ଆପଣ ନିଜ ଖାଦ୍ୟରେ କିଛି ହେଲଦି ଏବଂ ପୁଷ୍ଟିକର ଜିନିଷ ଅନ୍ତର୍ଭୂକ୍ତ କରିବା ଜରୁରୀ । ୩୫ ବର୍ଷ ପରେ ଶରୀର ଅଧିକ ପୁଷ୍ଟିକର ଖାଦ୍ୟ ଯେପରିକି ଭିଟାମିନ୍, ମିନେରାଲ୍ସ, ହେଲଦି ଫ୍ୟାଟ ଏବଂ ପ୍ରୋଟିନ୍ ଆବଶ୍ୟକ କରେ ।…